November 22, 2024

Odia Express

Here, There and Everywhere

ଏହା ହେଲା ଦୁନିଆଁର ଟପ୍ ୫ ସବୁଠାରୁ ସୁନ୍ଦର ମହିଳା କ୍ରିକେଟିୟର୍ସ, ବିରାଟ ଓ ଜାଡେଜାଙ୍କୁ ବି କରି ସାରିଛନ୍ତି ପ୍ରପୋଜ..

ଏବେ କିଛି ଦିନ ହେବ ଇଂଲଣ୍ତର ମହିଳା କ୍ରିକେଟ୍ ବିଶ୍ୱକପ୍ ଆୟୋଜନ ହୋଇଥିଲା , ଇଂଲଣ୍ତରେ ହୋଇଥିବା ଏହି ମହିଳା କ୍ରିକେଟ୍ ବିଶ୍ୱକପ୍ ସମୟରେ କ୍ରିକେଟ୍ ର ତ ଚର୍ଚ୍ଚା ହେଉଛି , ମହିଳା କ୍ରିକେଟିୟର୍ସ ସୁନ୍ଦରତା ବହୁତ ଚର୍ଚ୍ଚିତ ରହିଛି , ଗୋଟେ ସମୟରେ ଯେବେ କ୍ରିକେଟ୍ ଦୁନିଆଁରେ ପୁରୁଷଙ୍କ ବେଶି କ୍ରେଜ୍ ଅଛି , ଇଂଲଣ୍ତର ଏହି ମହିଳା କ୍ରିକେଟ୍ ବିଶ୍ୱକପ୍ ସମୟରେ ମହିଳାଙ୍କୁ ନିଜ ପ୍ରତିଭାରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲା , ବିଶ୍ୱକପ୍ ସମୟରେ ମହିଳାଙ୍କ ନିଜ କ୍ଷମତା ଦେଖାଇଲେ ଓ ଏହା ପ୍ରମାଣିତ କରିଦେଲେ କି ସେ କେଉଁ ବି ମାମଲାରେ ପୁରୁଷଙ୍କ ଠାରୁ କମ୍ ନୁହନ୍ତି , କିନ୍ତୁ ଆଜି ଆମେ ଏହି ମହିଳା କ୍ରିକେଟିୟର୍ସଙ୍କ ପ୍ରତିଭା ଓ କ୍ଷମତାର କଥା କହୁନୁ ବରଂ ତାଙ୍କ ସୁନ୍ଦରତା ବିଷୟରେ କହୁଛୁ , ଆଜି ଆମେ ଆପଣଙ୍କୁ କିଛି ଏପରି ସୁନ୍ଦର ମହିଳା କ୍ରିକେଟିୟରସଙ୍କ ସହ ସାକ୍ଷାତ କରାଇବାକୁ ଯାଉଛୁ ଯିଏ ସୁନ୍ଦରତା ମାମଲାରେ କାହାଠାରୁ ବି କମ୍ ନୁହନ୍ତି ।

୧) ଲାରା ମାର୍ସ : ଲାରା ଏଲେକ୍ସଡ୍ରା ମାର୍ସ ଇଂଲଣ୍ତର ଖେଳାଳୀ ଅଟନ୍ତି । ଲାରା ୧୧ ବର୍ଷ ବୟସରେ କ୍ରିକେଟ୍ ଖେଳୁଛନ୍ତି , ଲାରା ଅଫ୍ ସ୍ପିନର୍ ଅଟନ୍ତି । ଓ ଏହି କାମରେ ମାହିର୍ ଏତେ ହୋଇଛନ୍ତି କି ସେ ଭଲ ଭଲ ବ୍ୟାଟ୍ସମ୍ୟାନଙ୍କୁ ଚକମା ଦେଇପାରନ୍ତି । ଆପଣଙ୍କୁ କହିଦେବୁ କି ଲାରା ୨୦୦୬ ରେ ଭାରତର ବିପକ୍ଷରେ ନିଜ ଟେଷ୍ଟ ଡେବ୍ୟୁ କରିଥିଲେ ।

୨) ଏଲିସେ ପେରି : ଏଲିସେ ଏଲେକ୍ସେଡ୍ରା ପେରି ଅଷ୍ଟ୍ରେଲିଆ ତରଫରୁ ଖେଳନ୍ତି , ଯେତେ ଚର୍ଚ୍ଚା ତାଙ୍କ ଖେଳରେ ହୋଇଥାଏ ସେତିକି ଚର୍ଚ୍ଚା ତାଙ୍କର ସୁନ୍ଦରତାର ହୋଇଥାଏ , ଆପଣଙ୍କୁ କହିଦେବୁ କି ପେରି ୧୬ ବର୍ଷର ବୟସରେ ଫୁଟବଲ୍ ଖେଳୁଛନ୍ତି , ପେରି ଅଷ୍ଟ୍ରେଲିଆ ତରଫରୁ ଫୁଟବଲ୍ ଓ କ୍ରିକେଟ ଦୁହେଁରୁ ଇଂଣ୍ଟରନ୍ୟାଶାନାଲ୍ ସ୍ତରରେ ମ୍ୟାଚ ଖେଳିବାର ପ୍ରଥମ ପ୍ଲେୟାର୍ ଅଟନ୍ତି ।

୩) ମିତାଲି ରାଜ୍ : ମିତାଲି ରାଜ୍ କିଏ କେହି ଜାଣନ୍ତି ନାହିଁ , ସେ ବହୁତ ସମୟରୁ ଭାରତୀୟ ମହିଳା ଟିମ୍ ପାଇଁ ଖେଳୁଛନ୍ତି , ଓ ତାଙ୍କର୍ ଅଧିନାୟକତ୍ୱ କରୁଛନ୍ତି , ଆପଣଙ୍କୁ କହିଦେବୁ କି ମହିଳା ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ରେ ସବୁଠାରୁ ଅଧିକା ରନ୍ ବନାଇଥିବା ପ୍ରଥମ କ୍ରିକେଟିୟର୍ ଅଟନ୍ତି , ତାଙ୍କର୍ ଅଧିନାୟକତ୍ୱରେ ଭାରତ ଏହି ବର୍ଷ ଫାଇନାଲ୍ ରେ ପହଞ୍ଚିଥିଲା ।

୪) ସାରା ଜେନ୍ ଟେଲର୍ : ସାରାଙ୍କ ସୁନ୍ଦରତାର ଚର୍ଚ୍ଚା ତାଙ୍କ ଖେଳରୁ ଅଧିକା ହୋଇଥାଏ , ସାରା ଇଂଲଣ୍ତ ପାଇଁ ଖେଳନ୍ତି , ଏବେ ଇଂଲଣ୍ତରେ ହୋଇଥିବା ବିଶ୍ୱକପ୍ ସମୟରେ ସାରାଙ୍କ ସୁନ୍ଦରତାର ବହୁତ ଚର୍ଚ୍ଚା ହୋଇଥିଲା , ୨୦୦୮ ରେ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିଥିବା ସାରା ୨୦୦୯ ରେ ୧୨୦ ରନ୍ ର ଏକ ଶାନଦାର୍ ପାରି ଖେଳିଥିଲେ ।

୫) ହଲି ଫଲିଙ୍ଗ୍ସ : ହଲି ଫଲିଙ୍ଗ୍ସ ଅଷ୍ଟ୍ରେଲିଆ ପାଇଁ ଖେଳନ୍ତି , ଏବେ ୨୦୧୩ ରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଟିମ୍ ତରଫରୁ ନିଜ ପ୍ରଥମ ଡେବ୍ୟୁ ମ୍ୟାଚ୍ ଖେଳିଥିଲେ , ହଲି ଏକ ଡାହାଣ ହାତି ମଧ୍ୟମ ଗତିର ବୋଲର୍ ଅଟନ୍ତି , ଆପଣଙ୍କୁ କହିଦେବୁ କି ୨୦୧୩ ରେ ମହିଳା କ୍ରିକେଟ୍ ବିଶ୍ୱକପ୍ ସମୟରେ ହଲି ନିଜ ଶାନଦାର୍ ପ୍ରଦର୍ଶନ କରି ପୁରା ଟୁର୍ଣ୍ଣାମେଣ୍ଟରେ ୧୦,୫୫ ଓସତରୁ ୯ ୱିକେଟ୍ ନେଇଥିଲେ , ଓ ଟିମ୍ ପାଇଁ ଭଲ ପ୍ରଦର୍ଶନ କରିଥିଲେ ।

Leave a Reply

Your email address will not be published. Required fields are marked *