June 27, 2025

Odia Express

Here, There and Everywhere

ଆଜିର ଚତୁର ପ୍ରଶ୍ନ – କେଉଁ ଜିନିଷ କୁ ବର୍ଷ କୁ ଥରେ କିଣାଯାଏ ଓ ପରେ ତାକୁ ଫିଙ୍ଗିଦିଆଯାଏ?ସୂର୍ଯ୍ୟ ଏ ପର୍ଯ୍ୟନ୍ତ ପୃଥିବୀ ରେ କଣ ଦେଖିନାହିଁ…

1 min read

ଆଜି ଆମେ ଆପଣ ମାନଙ୍କ ପାଇଁ ବହୁତ ଭଲ ଭଲ ସାଧାରଣ ଜ୍ଞାନ ପ୍ରଶ୍ନ ଏବଂ ଉତ୍ତର ନେଇକି ଆସିଛୁ। ଏହାକୁ ଜାଣିବା ଦ୍ୱାରା ଆପଣଂକୁ ଭବିଷ୍ୟତରେ ସହାୟକ ହୋଇପାରେ। ତେବେ ଆସନ୍ତୁ ଆରମ୍ଭ କରିବା।ପରୀକ୍ଷା ସବୁଠାରୁ ଜଟିଳ ପରୀକ୍ଷାରୁ ଗୋଟେ ଅଟେ, ଦେଶର ଯୁବାଙ୍କ ଗୋଟେ ହିଁ ସ୍ୱପ୍ନ ହୋଇଥାଏ କି ସେ ଏକ ଭଲ ଅଫିସର୍ ହୁଅନ୍ତୁ , ଲିଖିତ ପରୀକ୍ଷା ପାସ୍ କରିବାପାଇଁ ଷ୍ଟୁଡେଣ୍ଟଙ୍କୁ ଇଣ୍ଟରଭ୍ୟୁ ପାସ୍ କରିବା ହୋଇଥାଏ , ଆଇଏଏସ୍ ଇଣ୍ଟରଭ୍ୟୁରେ ଏକ୍ସପର୍ଟଙ୍କ ତରଫରୁ ଏମିତି ପ୍ରଶ୍ନ କରାଯାଏ ଯାହା ଶୁଣିଲେ ୯୯ ପ୍ରତିଶତ ଷ୍ଟୁଡେଣ୍ଟ ଙ୍କ ମୁଣ୍ତ କାମ କରିବା ବନ୍ଦ କରିଦିଏ , ଆଇଏଏସ୍ ଇଣ୍ଟରଭ୍ୟୁରେ ସବୁ ବର୍ଷ ୯୯ ପ୍ରତିଶତ ପ୍ରତିଯୋଗୀ ଫେଲ୍ ମାରନ୍ତି , ଆଜି ଆମେ ଆପଣଙ୍କୁ ଆଇଏଏସ୍ ଇଣ୍ଟରଭ୍ୟୁରେ ପଚାରାଯାଇଥିବା କିଛି ପ୍ରଶ୍ନଗୁଡୀକ ବିଷୟରେ କହିବୁ ଆସନ୍ତୁ ଜାଣିବା ।

ଆଜିର ପ୍ରଶ୍ନ: ୧) ପ୍ରଶ୍ନ:- ସବୁଠୁ ଅଧିକ income taxe କେଉଁ ଦେଶରେ ଲାଗେ ?

ଉତ୍ତର:- ସ୍ବେଡେନ ଦେଶରେ।

୨) ପ୍ରଶ୍ନ:- ସଂସାରର ସବୁଠୁ ବଡ କଇଁଛ କୋଉଠି ଦେଖିବାକୁ ମିଳିଥାଏ ?

ଉତ୍ତର:- ଅଷ୍ଟ୍ରେଲିଆ

୩) ପ୍ରଶ୍ନ:- କାଗଜକୁ ଇଂରାଜୀରେ କଣ କୁହ ଯାଏ ?

ଉତ୍ତର: ପେପର

୪) ପ୍ରଶ୍ନ: ଭାରତର ସବୁଠୁ ସୁନ୍ଦରୀ ମହିଳା କିଏ

ଉତ୍ତର:- ରିତା ଫେରିଆ

୫) ପ୍ରଶ୍ନ: ସୂର୍ଯ୍ୟ ଏ ପର୍ଯ୍ୟନ୍ତ ପୃଥିବୀ ରେ କଣ ଦେଖିନାହିଁ?

ଉତ୍ତର: ଅନ୍ଧାର

୬) ପ୍ରଶ୍ନ:ସବୁଠୁ ଅଧିକ କାର କେଉଁ ଦେଶରେ ଅଛି ?

ଉତ୍ତର:ଆମେରିକା

୭) ପ୍ରଶ୍ନ:-ଭାରତର ପ୍ରଥମ ସ୍କୁଲ ର ନାମ କଣ?

ଉତ୍ତର:- ସାବିତ୍ରୀବାଇ ଫୁଲେ

୮) ପ୍ରଶ୍ନ: ମଣିଷ ଅଧିକତମ କେତେ ବର୍ଷ ବଂଚି ପାରିବ ?

ଉତ୍ତର:- ୭୦ ରୁ ୭୫ ବର୍ଷ

୯) ପ୍ରଶ୍ନ:-ସବୁଠୁ ବଡ ଗଛ କେଉଁଠାରେ ଦେଖିବାକୁ ମିଳେ?

ଉତ୍ତର:- ଆମେରିକା

୧୦) ପ୍ରଶ୍ନ:- ରାଷ୍ଟ୍ରପତି ଭବନ କେଉଁ ରାଜ୍ୟ ରେ ଅବସ୍ତିତ ?

ଉତ୍ତର:-ଦିଲ୍ଲୀ

୧୧) ପ୍ରଶ୍ନ:- ସବୁଠୁ କମ ଗଛ ଲତା କେଉଁ ଦେଶରେ ଦେଖାଯାଏ ?

ଉତ୍ତର:-ମେକ୍ସିକୋ

୧୨) ପ୍ରଶ୍ନ:- ଦୁନିଆରେ ସବୁଠୁ ଦାମୀ ଜନ୍ତୁ କିଏ ?

ଉତ୍ତର:- ଦୌଡ ପ୍ରତିଯୋଗିତାର ଘୋଡା

୧୩) ପ୍ରଶ୍ନ:- ଜ୍ୟାକେଟକୁ ହିନ୍ଦୀ ରେ କଣ କୁହାଯାଏ ?

ଉତ୍ତର:-ଫତେଇ

୧୪) ପ୍ରଶ୍ନ:- ଭାରତର ର ସବୁଠୁ ବଡ ସରକାରୀ ଚାକିରୀ କଣ ଅଟେ ?

ଉତ୍ତର:- IAS

ପ୍ରଶ୍ନ – କେଉଁ ଜିନିଷ କୁ ବର୍ଷ କୁ ଥରେ କିଣାଯାଏ ଓ ପରେ ତାକୁ ଫିଙ୍ଗିଦିଆଯାଏ

ଉତ୍ତର – ଏହାର ସଠିକ ଉତ୍ତର ହେଉଛି କ୍ୟାଲେଣ୍ଡର | ଯାହାକି ବର୍ଷକୁ ଥରେ କିଣାଯାଏ

Leave a Reply

Your email address will not be published. Required fields are marked *