ଆସନ୍ତୁ ଜାଣିବା କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଏବଂ ତାହାର ଉତ୍ତର – ଘୋଡା ସବୁବେଳେ ଛିଡା ହୁଅ କାହିଁକି?ବାହାଘର ପାଇଁ ପ୍ରେମ ଜରୁରୀ ହୁଏ ନା ପଇସା ଜରୁରୀ ହୁଏ…
1 min read
ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ କିଛି ଜାଣିବା କଥା କୁ ପ୍ରଶ୍ନ ରୂପରେ ନେଇ ଆସିଛୁ| ଯାହାକୁ ପଢିବା ପରେ ଆପଣ ମଧ୍ୟ ଟିକେ ଭାବିବା ପାଇଁ ଅନେଇ ରହିବେ |କଣ ଏପରି ଚତୁର ପ୍ରଶ୍ନ ଉତ୍ତର ହେଇପାରେ ଆପଣ ଭାବିବା ପାଇଁ ଲାଗିବେ | ତେବେ ଯଦି ଆପଣାକୁ ଏହି ପ୍ରଶ୍ନ ଭଲ ଲାଗୁଚି ତେବେ ନିଶ୍ଚୟ କମେନ୍ଟ କରିବେ ଓ ସେୟାର କରିବେ
୧) ପ୍ରଶ୍ନ : ରାତିରେ ଗାଧେଇଲେ ଲାଭ କଣ?
ଉତ୍ତର : ଗରମ ଦିନରେ ମଣିଷ ଯେତେବେଳେ ଥକି ଯାଆନ୍ତି ରାତିରେ ଭଲ ନିଦ ହୁଏନି, ରାତିରେ ଶୋଇବା ପୂର୍ବରୁ ଗାଧୋଇଲେ ଭଲ ନିଦ ହୁଏ ଏବଂ ମୋଟପଣ କମି ଥାଏ ! ଏକ ଗବେଷଣା ଅନୁସାରେ ରାତିରେ ଗାଧୋଇଲେ ଆଗାମୀ ଦିନ ରେ ମସ୍ତିଷ୍କ ଶାନ୍ତ ରୁହେ ଏବଂ ତ୍ୱଚା ଉଜ୍ଜଳ ରୁହେ.
୨) ପ୍ରଶ୍ନ : ଘରେ ଅଗରବତୀ ଜଳେଇଲେ କି ପ୍ରକାର କ୍ଷତି ହୁଏ?
ଉତ୍ତର : ଗବେଷଣା ଅନୁସାରେ ଅଗରବତୀ ଧୂଆଁ ସିଗାରେଟ ଧୂଆଁଠୁ ବି ଅଧିକ କ୍ଷତି କାରକ ଅଟେ। ଏହି ଧୂଆଁ ଆମ କିଡନୀ କୁ କ୍ଷତି ପହଚେଇ ଥାଏ, ଛୋଟ ପିଲାଙ୍କ କ୍ଷେତ୍ରରେ ଏହା ଅଧିକ କ୍ଷତି କାରକ.
ଏହି ଧୂଆଁ ଯୋଗୁ cancer ଏବଂ brain tumer ରୋଗ ମଧ୍ୟ ହୋଇପାରେ.
୩) ପ୍ରଶ୍ନ : ଚଣା ଭିଜେଇ ଖାଇଲେ କଣ ଲାଭ ହୁଏ?
ଉତ୍ତର : ଆପଣ ଜାଣିଲେ ଆଶ୍ଚଯ୍ୟ ହେବେ କି ଭିଜା ଚଣା ଏବଂ ଭିଜା ବାଦାମ ରେ ବହୁତ ପ୍ରକାର ର ପୃଷ୍ଟିସାର ଥାଏ, ଏହାକୁ ଖାଇଲେ ରୋଗ ପ୍ରତିରୋଧ କ ଶକ୍ତି ବଢି ଥାଏ ବୃଦ୍ଧି ଶକ୍ତି ବଢେ ଏବଂ ତ୍ୱଚା ଉଜ୍ବଳ ଆଉ ଗୋରା ଦିଶେ ! ଏହାକୁ ଖାଇଲେ ପେଟ ରିଗ ଦୂର ହୁଏ ଏବଂ ଏସିଡିଟି ସମସ୍ୟା ଦୂର ହୁଏ.
୪) ପ୍ରଶ୍ନ : ଘୋଡା ସବୁବେଳେ ଛିଡା ହୁଅ କାହିଁକି?
ଉତ୍ତର : ପୃଥିବୀରେ ଏମିତି କୌଣସି ଜୀବ ନାହାଁନ୍ତି ଯେ କି ଶୁଅନ୍ତି ନାହିଁ, ଭଗବାନ ସମସ୍ତଙ୍କର ଶୋଇବା ସମୟ ସୀମା ଶରୀର ର ଶକ୍ତି ହିସାବରେ ଭିର୍ଣ ରଖିଛନ୍ତି, ଘୋଡା ସବୁଠୁ ସତେଜ ଏବଂ ବଳଶାଳୀ ହୋଇଥିବାରୁ ବହୁତ କମ ସମୟ ଶୋଇଥାଏ ! ଘୋଡା ସାଧାରଣତଃ ୨୦ ରୁ ୨୫ ମିନିଟ ଶୋଇଥାଏ ।
୫) ପ୍ରଶ୍ନ : ବାହାଘର ପାଇଁ ପ୍ରେମ ଜରୁରୀ ହୁଏ ନା ପଇସା ଜରୁରୀ ହୁଏ?
ଉତ୍ତର : ବାହାଘର ଦୁଇ ଜଣଙ୍କ ମଧ୍ୟରେ ଏକ ପବିତ୍ର ବନ୍ଧନ ଅଟେ । ଲୋକମାନେ ସାଧାରଣତଃ ଏହା ଚାହାନ୍ତି କି ତାଙ୍କୁ କେହି ଜଣେ ଭଲ ପାଉ ଏବଂ ତାଙ୍କର ଯତ୍ନ ନେଉ। ହେଲେ କିଛି ଲୋକ ଏମିତି ଅଛନ୍ତି କି ଯେଉଁମାନେ ବାହାଘରକୁ ପଇସା ସହିତ ତୁଳନା କରନ୍ତି, ଏହି ଲୋକ ମାନେ ସବୁବେଳେ ନିଜର ଫାଇଦା ଦେଖନ୍ତି ଏବଂ ଆର୍ଥିକ ସିସ୍ତି କୁ ସୁଦୃଢ କରିବା ପାଇଁ ପଇସା ଵାଲା ଝିଅ ଦେଖି ବାହା ହେଇଥାନ୍ତି ! ଜୀବନରେ କଣ ଦରକାର ପ୍ରେମ ନ ପଇସା ଏହା ଆଜିବି ଏକ ବଡ ପ୍ରଶ୍ନ, ଜୀବନରେ ଖାଲି ପ୍ରେମ କୁ ନେଇ ବଂଚି ହେବନି ବଂଚିବା ପାଇଁ ହେଲେ ପଇସା ର ବି ବହୁତ ମହତ୍ଵ ଅଛି, ଆଜିକାଲି ସବୁ ଜିନିଷ ଯେଉଁ ମହଙ୍ଗା ଦର ଚାଲିଛି ଏଥିପାଇଁ ପଇସା କୁ ମଧ୍ୟ୍ୟ ସେତିକି ଗୁରୁତ୍ୱ ଦିଆ ଯାଉଛି ଯେତିକି ପ୍ରେମ କୁ ଦିଆ ଯାଉଛି
୬) ପ୍ରଶ୍ନ : ବିବାହିତ ପୁଅଙ୍କୁ ଜାଣିବେ କିପରି!
ଉତ୍ତର : ଅତ୍ୟଧିକ ପୁଅ ଆପଣଙ୍କୁ ଯେତେବେଳେ ଚାହିଁ ଥାନ୍ତି କିଛି ସମୟ ଚାହିଁକି ରହି ଯାଆନ୍ତି କିନ୍ତୁ ଯେତେବେଳେ ଜଣେ ବିବାହିତ ପୁରୁଷ ବହୁତ କମ ସମୟ ପାଇଁ ଚାହିଁ କି ନଜର ଫେରାଇ ନେଇ ଥାଏ ! ଯେତେବେଳେ ପୁରୁଷ ମାନଙ୍କର ବିବାହର କିଛି ବର୍ଷ କଟିଯାଏ ସେମାନଙ୍କ କପଡା ପିନ୍ଧିବା ଶୈଳୀ ବଦଳି ଯାଏ, ସାଙ୍ଗ ମାନଙ୍କ ସହ ଅଧିକ ସମୟ ବିତାଉ ଥିବା ପୁଅ ବିବାହ ପରେ ଯଥା ସମ୍ଭବ ଘରକୁ ପଳାଇ ଯାଏ କାହିଁକି ନ ତାକୁ ଘରେ କେହି ଅପେକ୍ଷା କରିଥାନ୍ତି.