June 25, 2025

Odia Express

Here, There and Everywhere

ଗଙ୍ଗାରେ ବିସର୍ଜନ ହେଉଥିବା ଅସ୍ତିମାନ ଶେଷରେ କେଉଁଠାକୁ ଯାଇଥାଏ ? ଜାଣନ୍ତୁ କଣ କହିଥାଏ ଧର୍ମ ଓ ବିଜ୍ଞାନ…

ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ।ସାଙ୍ଗମାନେ ଆଜି ଆମେ ମାନେ ଜାଣିବା ଗଙ୍ଗାରେ ବିସର୍ଜନ ହେଉଥିବା ଅସ୍ତିମାନ ଶେଷରେ କେଉଁଠାକୁ ଯାଇଥାଏ।ସାଙ୍ଗମାନେ ପବିତ୍ର ଗଙ୍ଗାକୁ ଦେବ ନଦୀ କୁହାଯାଇଛି କାରଣ ଶାସ୍ତ୍ରରେ ଲେଖାଯାଇଛି ଗଙ୍ଗା ସ୍ୱର୍ଗରୁ ପୃଥିବୀ ପୃଷ୍ଟକୁ ଆସିଛନ୍ତି।ମାନା ଯାଇଛି ଗଙ୍ଗା ଶ୍ରୀ ହରୀଙ୍କ ପାଦରୁ ବାହାରି ଭଗବାନ ଶଙ୍କରଙ୍କ ଜଟାରେ ରହିଥିଲେ।ଏହା ପରେ ବିଷ୍ଣୁ ଓ ଶଙ୍କରଙ୍କ ଭିତରେ ଭଲ ସମ୍ପର୍କ ଥିବାରୁ ଗଙ୍ଗାଙ୍କୁ ପତିତ ପାବନ କୁହାଯାଏ।

ମାନ୍ୟତା ଅଛି କି ଗଙ୍ଗାରେ ସ୍ଥାନ କରିବା ଦ୍ଵାରା ମନୁଷ୍ୟର ସବୁ ପାପ ଧୋଇ ହୋଇଯାଇଥାଏ।ଥରେ ମାତା ଗଙ୍ଗା ଭଗବାନ ବିଷ୍ଣୁଙ୍କୁ ଭେଟ ପାଇଁ ବୈକୁଣ୍ଠ ଧାମ ଯାଇଥିଲେ ଓ ଯାଇ କହିଥିଲେ ପ୍ରଭୁ ଯଦି ସମସ୍ତଙ୍କ ପାପ ଧୋଇ ହୋଇଯିବ ସବୁ ପାପ କୁ ମୁ କିପରି ଧାରଣ କରିବି।ଏହା ପରେ ଭଗବାନ ବିଷ୍ଣୁ କହିଥିଲେ ଯେବେ ଯେବେ କୌଣସି ଧାର୍ମିକ ଲୋକ ଗଙ୍ଗାରେ ସ୍ଥାନ କରିବା ଗଙ୍ଗାରେ ଥିବା ସବୁ ପାପ ସରିଯିବା।ଏହା କୁହାଯାଇଛିକି ଗଙ୍ଗାରେ ଅସ୍ତି ବିସର୍ଜନ ଦ୍ଵାରା ଆତ୍ମାକୁ ଶାନ୍ତି ମିଳିଥାଏ।କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ଜଣାପଡିଲାନି ଶେଷରେ ଏହି ଅସ୍ତି ସବୁ କୁଆଡେ ଯାଇଥାଏ।ଏହା ର ଉତ୍ତର ଆଜି ପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ ଦେଇପାରିନାହାନ୍ତି।

ସନାତନ ଧର୍ମରେ ମାନ୍ୟତା ଅଛି ମରିଥିବା ଲୋକ ଅସ୍ତି ଗଙ୍ଗାରେ ଭସାଇବା ଦ୍ଵାରା ମରିଥିବା ଲୋକ ଆତ୍ମା ଶାନ୍ତି ପାଇଥାଏ।ବୈଜ୍ଞାନିକ କହିଛନ୍ତି ଗଙ୍ଗାରେ କିଛି ଏପରି ଅଛି ଯାହା ଦ୍ଵାରା ହାଡ଼ ସେହି ପାଣିରେ ମିଳେଇ ଯାଇଥାଏ ଯାହା ଜଳ ଜୀବଙ୍କ ପାଇଁ ଭଲ କଥା ହୋଇଥାଏ।ଏହା ସହ ପାରଦ ଶିବଙ୍କ ପ୍ରତୀକ ଅଟେ ଏଥିପାଇଁ ଏହିଠାରେ ଅସ୍ତି ବିସର୍ଜନ ପୁଣ୍ୟ ମାନାଯାଇଛି।ଏହା ଥିଲା ଗଙ୍ଗାରେ ଅସ୍ତି କୁଆଡେ ଯାଇଥାଏ ଏହାର ରହସ୍ୟ।

Leave a Reply

Your email address will not be published. Required fields are marked *