June 27, 2025

Odia Express

Here, There and Everywhere

୫୦ ବର୍ଷ ପର୍ଯ୍ୟନ୍ତ ଚେନରେ ବନ୍ଧାହୋଇ ରଖାଗଲା ଏହି ହାତୀକୁ,କାରଣ ଜାଣିଲେ ଆପଣ ମଧ୍ୟ କାଂଦିବେ ନିଶ୍ଚୟ…

ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ।ସାଙ୍ଗମାନେ ଆଜି ଆମେ ମଣିଷମାନେ ଚନ୍ଦ୍ରରେ ପହଞ୍ଚିସାରିଲେଣି ଓ ସେଠାରେ ଘର କରିବାପାଇଁ ପ୍ରସ୍ତୁତି କଲେଣି।ଏହା କେବଳ ସମ୍ଭବ ହୋଇଛି ପ୍ରକୃତି ଦ୍ବାରା ଦିଆ ହୋଇଥିବା ବୁଦ୍ଧି ଯୋଗୁ କିନ୍ତୁ ଯେବେ ଏହି ମଣିଷ ମାନେ ଏହି ବୁଦ୍ଧିର ଖରାପ ଉପଯୋଗ କୌଣସି ଯିବ ଉପରେ କରିଥାଏ ଏହା ଦ୍ଵାରା ସମ୍ପୂର୍ଣ ମଣିଷ ଜାତିର ସଂମାନ ଖରାପ ହୋଇଥାଏ। ଆଜି ଆମେ ଏହି ପରି ଏକ ସତ୍ୟ ଘଟଣା ଜାଣିବା ଯେଉଁଠି ଏକ ରାଜୁ ନାମକ ହାତୀକୁ ୫୦ ବର୍ଷ ପର୍ଯ୍ୟନ୍ତ ଚେନରେ ବାନ୍ଦୀକି ରଖାଯାଇଥିଲା ତାହାର ଦୋଷ ଏହା ଥିଲା କି ତାର ମାଲିକ ତାକୁ ଖାଦ୍ୟ ନ ଦେବାରୁ ସେ ପ୍ଲାଷ୍ଟିକ ଖାଇ ରୋଗରେ ପଡିଥିଲା।ଆସନ୍ତୁ ଏହା ବିଷୟରେ ସମ୍ପୂର୍ଣ ତଥ୍ୟ ଜାଣିବା।

ରାଜୁ କେଉଁଠି ଜନ୍ମ ହୋଇଥିଲା ଏହା କେହି ଜାଣି ନାହାନ୍ତି କିନ୍ତି ରାଜୁର ଭାଗ୍ୟ ଆରମ୍ଭରୁ ବହୁତ ଖରାପ ଥିଲା । କାରଣ ଜନ୍ମ ହେବା କ୍ଷଣି ହିଁ ତାକୁ ଚୋରି କରି ବିକ୍ରି କରିଦିଆଯାଇଥାଏ। ରାଜୁକୁ ଅନେକ ଲୋକ ବିକ୍ରି କରି ଚାଲିଲେ ଓ ସେ ସେମାନଙ୍କ ଦ୍ଵାରା ହେଉଥିବା ଅତ୍ୟାଚାରକୁ ସହି ଚାଲିଥାଏ। ପ୍ରତି ଦୁଇ ବର୍ଷରେ ତାର ମାଲିକ ବଦଳୁଥିଲା ସମସ୍ତେ ତାକୁ ଏକ ଜନ୍ତୁ ନ ଭାବି ଏକ ପଇସା କମାଇବା ଯନ୍ତ୍ର ଭାବୁଥିଲେ ଓ ତା ଉପରେ ଅତ୍ୟାଚାର କରୁଥିଲେ।

ଶେଷରେ ରାଜୁକୁ ଉତ୍ତରପ୍ରଦେଶର ଏକ ଲୋକକୁ ବିକ୍ରି କରାଗଲା।ଏବେ ତାର କଷ୍ଟ ବଢିବାର ଥିଲା କାରଣ ତାର ନୂଆ ମାଲିକ ଏକ ନିଶାକର ବ୍ୟକ୍ତି ଥିଲା।ପ୍ରଥମେ ସେହି ଲୋକ ରାଜୁକୁ ପ୍ରତିଦିନ କୌଣସି ଭିଡ଼ ସ୍ଥାନକୁ ନେଉଥିଲା ଓ ଖେଳ ଦେଖାଉଥିଲା ଲୋକମାନେ ତାର ଖେଳ ଦେଖି ପଇସା ବି ଦେଉଥିଲେ। ଦିନସାରା ଏତେ ପରିଶ୍ରମ ପରେ ରାତିରେ ତାକୁ ଖାଇବାକୁ ନ ଦେଇ ତାର ମାଲିକ ତାକୁ ଖୋଲା ଛାଡ଼ିଦେଉଥିଲା ସେ ରାସ୍ତାକଡ଼ର ଯାହା ପାଉଥିଲା ତାହା ଖାଉଥିଲା ସେ ପ୍ଲାଷ୍ଟିକ ମଧ୍ୟ ଖାଇ ଦେଉଥିଲା ଏହା ପରେ ତାକୁ ତାର ମାଲିକ ଆହୁରି ଅଧିକ ଖଟାଇଲା ଓ ଖଦ୍ୟା ଖାଇବାକୁ ଦେଉନଥିଲେ ଏହି କାରଣରୁ କିଛି ଦିନ ପରେ ରାଜୁର ସ୍ୱାସ୍ଥ୍ୟ ଖରାପ ହେଲା।ଏହା ପରେ ତାର ମାଲିକ ତାକୁ ଗୋଟେ ଚେନରେ ବାନ୍ଧିକି ରଖିଲା ଆପଣ ବିଶ୍ୱାସ କରିବେନି ସେ ତାକୁ ଗୋଟେ ଦୁଇ ବର୍ଷ ନୁହେଁ ପୁରା ୫୦ ବର୍ଷ ଏପରି ରଖିଲା।

ଏହାଠୁ ଖରାପ କଥା ଏହା କି ସେ ତାକୁ ପ୍ରତିଦିନ ବହୁତ ପିଟୁଥିଲା ଓ କମ ଖାଇବାକୁ ଦେଉଥିଲା। ୨୦୧୩ ରେ ଆମ ଦେଶର ଜଣେ ବନ୍ୟ ଯିବ ବିଶେଷଜ୍ଞଙ୍କୁ ଏହା ବିଷୟରେ ଜଣା ପଡିଲା ସେ ରାଜୁକୁ ମୁକ୍ତି ଦେବାପାଇଁ ନିଷ୍ପତି ନେଲେ।ରାଜୁକୁ ମୁକ୍ତି ପାଇଁ ମଧ୍ୟ ପ୍ଲାନ କରିବାକୁ ତାଙ୍କୁ ଏକ ବର୍ଷ ସମୟ ଲାଗିଲା ଏହା ଭିତରେ ଯାହାକୁବି ଏହି ଖବର ଜଣା ପଡିଲା ତାର ଆଖିରେ ଲୁହ ଆସିଗଲା।ରାଜୁର ମାଲିଲ ରାଜୁ ନାମରେ ଭିକ ମାଗିଲା ଓ ସେ ଏତେ ନିଷ୍ଠୁର ଥିଲା ଏହା ପରେ ମଧ୍ୟ ସେ ରାଜୁକୁ ଠିକ ସେ ଖାଇବା ଦେଉ ନଥିଲା।

ଏହା ପରେ ସେ ବିଶେଷଜ୍ଞ ୨୦୧୪ରେ ସତ୍ୟ ନାରାୟଣ ଙ୍କ ସାହାଯ୍ୟରେ ରାଜୁକୁ ମୁକ୍ତି ପାଇଁ ପ୍ରସ୍ତୁତ ହେଲେ ଏଥିରେ ଯେପରି କୌଣସି ଅଶୁବିଧା ହେବ ଏଥିପାଇଁ ସେମାନେ ଦୁଇ ଦିନ ରାଜୁ ଉପରେ ନଜର ରଖିଲେ।ଏହା ପରେ ରାଜୁକୁ ମୁକ୍ତି ଦିଆଗଲା ଏହି କାମରେ ବହୁତ ଅଶୁବିଧା ହେଲା କାରଣ ରାଜୁର ଦେହରେ ଅନେକ ଚେନ ବନ୍ଧାଯାଇଥିଲା।ଏହା ପରେ ମଧ୍ୟ ରାଜୁ ଏତେ ଦିନ ବନ୍ଦାହେବା ଯୋଗୁ ଚାଲିପାରୁନଥିଲା ବହୁତ କଷ୍ଟରେ ତାକୁ ଠିଆ କରାଗଲା ଓ ସେହି ଠାରେ ହିଁ ରଜୁକୁ ପେଟପୁରା ଖାଇବା ଓ ପାଣି ଦିଆଗଲା ଏହା ପରେ ରାଜୁ ଜୋରେ କାନ୍ଦିବାକୁ ଲାଗିଲା ଏହା ପରେ ରାଜୁକୁ କିଛି ଦିନ ଚିକିତ୍ସା କରାଗଲା ଯେବେ ସେ ପୁରା ସୁସ୍ଥ ହେଲା ତାକୁ ଜଙ୍ଗଲରେ ଛଡା ଗଲା।

Leave a Reply

Your email address will not be published. Required fields are marked *