ଆଜିର ମଜାଦାର ପ୍ରଶ୍ନ ଓ ଉତ୍ତର – ଏମିତି କୋଉ କୋଉ ଶବ୍ଦ ଅଛି ଯୋଉଥିରେ ଫଳ ଫୁଲ ମିଠା ତିନିଟି ଯାକ ନାମ ଆସେ? ପାଂଚ ଶବ୍ଦର ମୋହରି ନାମ ଓଲଟା ସିଧା ସବୁ ସମାନ? ଉତ୍ତର ଦେଇ ପାରିବେ କି…

ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଏବଂ ଉତ୍ତର ନେଇକି ଆସିଛୁ। ଯାହାକୁ ପଢିବା ଦ୍ଵାରା ଆପଣ ନିଜର ବିକାଶ କରିପାରିବେ। ତେବେ ଆସନ୍ତୁ ଜାଣିବା। ତେବେ ଏପରି ସବୁଦିନ ନୂଆ ନୂଆ ପ୍ରଶ୍ନ ଉତ୍ତର ବିଷୟରେ ଜାଣିବା ପାଇଁ ନିଶ୍ଚୟ ଆମ ଏହି ଲେଖା ସେୟାର କରିବେ | ତେବେ ଏପରି ନୂଆ ନୂଆ ପ୍ରଶ୍ନ ଶୁଣ ଆପଣାକୁ ନିଶ୍ଚୟ ନୂଆ ଜ୍ଞାନ ମିଳୁଥିବ| ତେବେ ଏହି ପ୍ରଶ୍ନ ଗୁଡିକ ନିଶ୍ଚୟ ଆପଣଙ୍କ ସାଙ୍ଗ ମାନକ ସହ ସେୟାର କରିବେ ଓ ଦେଖିବା ଆପଣଙ୍କ କେତେ ଜଣ ସାଙ୍ଗ ଏହାର ସଠିକ ଉତ୍ତ ଦେଉଛନ୍ତି
୧) ପ୍ରଶ୍ନ : ଆପଣଙ୍କର ଶରୀର ରୁ ବାହାରୁଥିବା କେଉଁ ଶବ୍ଦ ଯାହା ଆପଣଙ୍କୁ ଛାଡି ଅନ୍ୟ ସମସ୍ତଙ୍କୁ ହଇରାଣ କରିଥାଏ?
ଉତ୍ତର : ଆପଣଙ୍କ ଘୁଙ୍ଗୁଡ଼ି
୨) ପ୍ରଶ୍ନ : ସେଇଟା ଏମିତି କୋଉ ଜିନିଷ ଯାହା ଗୋଟେ ଶବ୍ଦ କହିଲେ ଆଲଗ ହୋଇଯାଏ?
ଉତ୍ତର : ଓଠ
୩) ପ୍ରଶ୍ନ : ସେଇଟା କଣ ଯାହାକୁ ପାଣି ବୁଡ଼େଇ ପାରିବନି କି ନିଆଁ ଜଳେଇ ପାରିବନି?
ଉତ୍ତର : ବରଫ
୪) ପ୍ରଶ୍ନ : ସେଇଟା କଣ ଯାହାର କାନ ମୋଡିଲେ ପାଣି ଦିଏ କିନ୍ତୁ କିଛି ନିଏ ନାହିଁ?
ଉତ୍ତର : ନଳ
୫) ପ୍ରଶ୍ନ : ସେଇଟା କଣ ଯାହାକୁ ଅନ୍ଧ ଲୋକ ଆଖି ଥିଲା ଵାଲା ଲୋକଙ୍କ ଠୁ ଅଧିକ ଭଲ ଭାବରେ ପଢି ପାରିବ?
ଉତ୍ତର : ବ୍ରେଲ ଲିପି
୬) ପ୍ରଶ୍ନ : ସେଇଟା କଣ ଜାହା ଆପଣଙ୍କ ଅଧୀନରେ ଅଛି କିନ୍ତୁ ଆପଣ ତାକୁ ଛୁଇଁ ପାରିବେନି କି ଦେଖି ପାରିବେନି?
ଉତ୍ତର : ଶବ୍ଦ
୭) ପ୍ରଶ୍ନ : ପାଂଚ ଶବ୍ଦର ମୋହରି ନାମ ଓଲଟା ସିଧା ସବୁ ସମାନ?
ଉତ୍ତର : ନବଜୀବନ
୮) ପ୍ରଶ୍ନ : ସେଇଟା କଣ ଯାହାକି ଯେତେ ବଢିଲେ ସେତେ କମିଥାଏ?
ଉତ୍ତର : ବୟସ
୯) ପ୍ରଶ୍ନ : ସେଇଟା କଣ ଯାହା ଆମ ପାଖରେ ଥାଏ ଆମେ ତାକୁ ଦେଖି ପାରେ କିନ୍ତୁ ଧରି ପାରେନି?
ଉତ୍ତର : ପ୍ରତିଛବି
୧୦) ପ୍ରଶ୍ନ : ଛତିଶଗଡ଼ ର ରାଜଧାନୀ କୋଉଠି ଅବସ୍ଥିତ?
ଉତ୍ତର : ରାୟପୁର।
୧୧) ପ୍ରଶ୍ନ : ଆଖିରେ ଯେତେବେଳେ ମୁଁ ବସିଯାଏ ବିଛଣା କୁ ମୁଁ ନେଇ ଯାଏ?
ଉତ୍ତର : ନିଦ।
୧୨) ପ୍ରଶ୍ନ : ଏମିତି କୋଉ ଜିନିଷ ଯୋଉଟା ପୁରା ଗାଁ ବୁଲେ କିନ୍ତୁ ମନ୍ଦିର ଯିବାକୁ ଡରେ?
ଉତ୍ତର : ଚପଲ।
୧୩) ପ୍ରଶ୍ନ : ସେଇଟା ଯାହାକୁ ଯେତେ ଫାଡ଼ିବା ସେତେ ଜୋରରେ ଆବାଜ କରିବ?
ଉତ୍ତର : ଗଳା।
୧୪) ପ୍ରଶ୍ନ : ସେଇଟା କଣ ଯାହା ଦେଖା ଯାଏନି କିନ୍ତୁ ବହୁତ କିଛି ଦେଖାଇ ଯାଇ ଥାଏ?
ଉତ୍ତର : ସମୟ।
୧୫) ପ୍ରଶ୍ନ : ଏମିତି କୋଉ କୋଉ ଶବ୍ଦ ଅଛି ଯୋଉଥିରେ ଫଳ ଫୁଲ ମିଠା ତିନିଟି ଯାକ ନାମ ଆସେ?
ଉତ୍ତର : ଗୋଲାପ ଜାମୁ।
ତେବେ ଏହା ଥିଲା କିଛି ପ୍ରଶ୍ନ ଏବଂ ଉତ୍ତର। ତେବେ ଏହାକୁ ଅଧିକ ରୁ ଅଧିକ ସେୟାର କରନ୍ତୁ ଏବଂ ନିଜର ମତାମତ କମେଣ୍ଟ ରେ ଜଣାନ୍ତୁ। ନିଜର ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଂକୁ ଅଶେଷ ଅଶେଷ ଧନ୍ୟବାଦ।