ସଞ୍ଜୟ ଦତ୍ତଙ୍କ ପ୍ରଥମ ସ୍ତ୍ରୀ ମରିବା ସମୟରେ ଲେଖିଥିଲେ ଗୋଟିଏ ଚିଠି, ଯାହାକୁ ପଢିକରି କାନ୍ଦି ପକାଇବେ ଆପଣ…

ପୂର୍ବ ବର୍ଷ ରିଲିଜ୍ ହୋଇଥିବା ନିର୍ଦ୍ଧେଶକ ରାଜ୍ କୁମାର୍ ହିରାନୀଙ୍କ ଫିଲ୍ମ ସଞ୍ଜୁକୁ ବକ୍ସ ଅଫିସ୍ ଉପରେ ଭଲ ରେସପୋନ୍ସ ମିଳୁଛି , ଓ ଫିଲ୍ମରେ ଏବେ ପର୍ଯ୍ୟନ୍ତ ପ୍ରାୟ ୧୫୦ କୋଟି କମାଇନେଇଥିଲା, ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ଜୀବନ ସହ ଯୋଡି ହୋଇଥିବା ମୁଖ୍ୟ ଘଟଣାକୁ ଦେଖାଯାଇଥିଲା, କିନ୍ତୁ ପ୍ରଥମଥର ତାଙ୍କ ସ୍ତ୍ରୀ ଓ ବଡ ଝିଅଙ୍କ ବିଷୟରେ କୁହାଯାଇନଥିଲା କିନ୍ତୁ ଲୋକଙ୍କର ମନରେ ଏହି ପ୍ରଶ୍ନ ଆସିଥିଲା କି ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ନେଇ ହୋଇଥିବା ଏହି ଫିଲ୍ମରେ ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ଦେଖାଇବା ଉଚିତ୍ ଥିଲା କିନ୍ତୁ ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କୁ କହିଦେବୁ କି ସଞ୍ଜୟ ଦତ୍ତଙ୍କ ପ୍ରଥମ ସ୍ତ୍ରୀ ମରିବା ସମୟରେ ଲେଖିଥିବା ଚିଠି ଯାହାକୁ ତାଙ୍କ ଝିଅ ପଢିଥିଲା ଓ ବହୁତ କାନ୍ଦିଥିଲା ।
ସଞ୍ଜୟ ଦତ୍ତ ପ୍ରଥମ ବିବାହ ରିଚା ଶର୍ମାଙ୍କ ସହ ୧୯୮୭ ମସିହାରେ ହୋଇଥିଲା, ଯାହାର ଏକ ବର୍ଷ ପରେ ତାଙ୍କ ଝିଅ ତ୍ରିଶଳା ଜନ୍ମ ନେଇଥିଲେ, ତାପରେ ୧୯୯୬ ରେ ଆମେରିକାର ଏକ ମେଡିକାଲ୍ ରେ ତାଙ୍କର ବ୍ରେନ୍ ଟ୍ୟୁମର୍ କାରଣରୁ ନିଧନ ହୋଇଗଲା। ସଞ୍ଜୁ ରିଚାଙ୍କୁ ଲଭ୍ ମ୍ୟାରେଜ୍ କରିଥିଲେ ଓ ସେ ତାଙ୍କୁ ବହୁତ ଭଲ ପାଉଥିଲେ , ରିଚାଙ୍କ ନିଧନ ପରେ ସଞ୍ଜୁ ବହୁତ ଭାଙ୍ଗିପଡିଥିଲେ, ଓ ମଦର ନିଶାରେ ବୁଡିରହିଥିଲେ, ସଞ୍ଜୟଙ୍କ ଝିଅ ତ୍ରିଶଳା କିଛି ସମୟ ସଞ୍ଜୁଙ୍କ ସହ ରହୁଥିଲେ, କିନ୍ତୁ ପାଠପଢା ପାଇଁ ଆମେରିକା ଚାଲିଗଲେ, ୧୯୯୬ ରେ ରିଚା ଶର୍ମାଙ୍କ ନିଧନ ହୋଇଗଲା, କିନ୍ତୁ ମରିବା ପୁର୍ବରୁ ସେ ଏକ ଚିଠି ଲେଖିଥିଲେ, ଯାହାକୁ ବହୁତ ବର୍ଷ ପରେ ତାଙ୍କ ଝିଅ ତ୍ରିଶଳା ଦତ୍ତ ନିଜ ଇନଷ୍ଟାଗ୍ରାମ ଏକାଉଣ୍ଟରେ ସେୟାର୍ କରିଥିଲେ, ଯେଉଁଥିରେ ଏହା ଲେଖିଥିଲା ,
ଆମେ ସମସ୍ତେ ଏକା ସାଙ୍ଗେ ଚାଲିଥାଉ , ପ୍ରତ୍ୟେକ ବ୍ୟକ୍ତି ନିଜ ରାସ୍ତା ବାଛିଥାନ୍ତି , ମୁଁ ନିଜ ରାସ୍ତା ବାଛିଥିଲେ , ମୋର ରାସ୍ତା ମଝିରେ ଭାଙ୍ଗିପଡିଥିଲି , ମୁଁ ଆଉଥରେ କିପରି ଫେରିବି, କଣ ମୋତେ ମଉକା ମିଳିପାରିବ, ସମୟ ସବୁ କିଛି କହିଥାଏ , ମୁଁ ଅପେକ୍ଷା କରିବି , ମୋତେ ଜଣାଅଛି କି ଆଗକୁ କେଉଁ ରାସ୍ତା ନାହିଁ , ଓ ମୁଁ ପଛରେ ରହିଯାଇଛି , ଏବେ ମୋତେ ଆଶା ଅଛି , ଦିନେ ନିଜ ସ୍ୱପ୍ନ ପର୍ଯ୍ୟନ୍ତ ପହଞ୍ଚିଯିବି , ଓ ସେ ମୋତେ ସେଠାରେ ସ୍ୱାଗତ କରିବେ ।
ସଞ୍ଜୟ ଦତ୍ତଙ୍କ ପ୍ରଥମ ସ୍ତ୍ରୀଙ୍କ ଠାରୁ ହୋଇଥିବା ତାଙ୍କ ଝିଅ ତ୍ରିଶଳା ଏବେ ୨୯ ବର୍ଷୀୟ ହୋଇସାରିଛନ୍ତି , ଓ ସେ ନିଜ ବାପା ସଞ୍ଜୟ ଦତ୍ତ ଓ ସଉତୁଣି ମା ମାନ୍ୟତାଙ୍କ ସହ ସାଥିରେ ରହୁନାହାନ୍ତି , ସେ ଆମେରିକାରେ ରହନ୍ତି , ଯେଉଁଠି ସେ ନିଜ ଝିଅକୁ ଦେଖାକରିବାକୁ ତାଙ୍କ ପାଖକୁ ଯାଆନ୍ତି , ତ୍ରିଶଲା ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି, ଓ ଲକ୍ଷାଧିକ ଫଲୋଅର୍ସ ତାଙ୍କର ଅଛନ୍ତି , ଏମିତି କୁହାଯାଏ କି ୨୦୦୮ ରେ ସଞ୍ଜୟ ନିଜ ବୟସରୁ ୨୦ ବର୍ଷ ଛୋଟ ମାନ୍ୟତାଙ୍କ ସହ ବିବାହ କରିଥିଲେ, ଓ ସେହି ଏହି ବିବାହରେ କେଉଁ ପରିବାର ସଦସ୍ୟଙ୍କୁ ଡାକିନଥିଲେ, ଏହି କଥା ଅଲଗା କି ପରେ ସବୁ ଏକାଠି ହୋଇଥିଲେ,
ମିଡିଆରେ ସମସ୍ତେ ଚାହିଁବସିଥିଲେ କି ଘର ଲୋକେ ଏହି ବିବାହକୁ ଖୁସି ହେବେ ନାହିଂମ୍ , ଆପଣଙ୍କୁ ଏହି କଥା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ତ୍ରିଶଲାଙ୍କ ବୟସ ଓ ମାନ୍ୟତାଙ୍କ ବୟସ କେବଳ ୮ ବର୍ଷର ଫରକ ଅଛି , ମାନ୍ୟତାଙ୍କ ବୟସ ୩୭ ବର୍ଷ ଅଟେ, ତ୍ରିଶଳା ଏବେ ୨୯ ବର୍ଷିୟ ଅଟନ୍ତି , ତ୍ରିଶଳାଙ୍କ ଛଡା ସଞ୍ଜୟ ଓ ମାନ୍ୟତାଙ୍କ ଦୁଇଟି ଛୁଆ ଅଛନ୍ତି ଶହରାନ୍ ଓ ଇକରା ଦତ୍ତ ଅଛନ୍ତି , ଯିଏକି ଜାଆଁଳା ଅଟନ୍ତି ।