ରକ୍ତ ବଢେଇବାର ମେସିନ ହୋଇଥାନ୍ତି ଏ ଦାନା ମାତ୍ର ୩ ଦିନର ବ୍ୟବହାର ଦ୍ୱାରା ଆପଣ ଏହାର ଫଳ ସ୍ୱୟଂ ନିଜେ ଦେଖିବେ..
1 min read
ନମସ୍କାର ବନ୍ଧୁଗଣ ରକ୍ତ ତିଆରି କରିବାର ଜନ୍ତ୍ର ଅଟେ ଏ ଦାନ,ବେସି ନାହିଁ ଆପଣ ଚାରିଟି ଦାନା ଖାଇ ନିଅନ୍ତୁ ଏତେ ରକ୍ତ ତିଆରି ହେବ ଆପଣ ଦାନ କରିଦେବେ।ଆଜେ ଆମେ ଆପଣଙ୍କୁ ଆଜି ଗୋଟେ ଏମିତି ନୁଷ୍କା ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଘରେ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଶରିରରେ ଏତେ ମାତ୍ରରେ ରକ୍ତର ପରିମାଣ ବଢି ଚାଲିବ ଆପଣ ବିଶ୍ୱାସ ମଧ୍ୟ କରି ପାରିବେନି ଓ ରକ୍ତ ବଢ଼େଇବା ସହ ଆପଣଙ୍କ ରକ୍ତକୁ ଶୁଦ୍ଧ କରିଥାଏ।ଯଦି ଆମ ଶରିରରେ ଥିବା ରକ୍ତ ବିଶୁଦ୍ଧ ଅଟେ ବା ଏଥିରେ ଯେପରି କୌଣସି ପ୍ରକାରର ଆବର୍ଜନା ନାହିଁ ଆପଣ ବିଶ୍ୱାସ କରିବେନି ଆମେ ୧୫୦ ରୋଗରୁ ବଞ୍ଚି ପାରିବା।ଏହି ଉପାୟ ସେ ୧୫୦ ରୋଗ ସହ ଆପଣଙ୍କ ରୋଗପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ ଯାହାଫଳରେ ଆମ ଶରୀର ଆଦୌ ରୋଗରେ ପଡିନଥାଏ।ହୃଦରୋଗ ଓ କ୍ୟାନ୍ସର ଆଦି ରୋଗରୁ ରକ୍ଷା କରିଥାଏ।ଆପଣ ଏ ପାନୀୟକୁ ସେବନ କରିବା ଦ୍ୱାରା ଆମ ପେଟ ରୋଗ ଆଦି ଠିକ ହୋଇଥାଏ।
ଅଳସୁଆ ପଣ,ମୋଟାପଣ,ଉଚ୍ଚରକ୍ତଚାପକୁ ଓ ଯଦି ଆପଣଙ୍କୁ ତ୍ୱଚାରେ ଜଡିତ କୌଣସି ସମସ୍ୟାକୁ ମୁଳରୁ ଭଲ କରିଥାଏ।ଚୁଟିକୁ ଖରାପ କରିବାରେ ଏ ଫ୍ରି ରେଡିକାଲର ବହୁତ ବଡ଼ ହାତ ରହିଥାଏ,ତେଣୁ ଏ ଉପାୟ ଏ ଫ୍ରି ରେଡିକାଲକୁ ଅଟକାଇଥାଏ ଯାହାଦ୍ୱାରା ଆପଣଙ୍କ ଚୁଟି କିଛି ହୋଇନଥାଏ କ୍ୟାଲସିୟମ, ମ୍ୟାଗନେସିୟମ, ସୋଡିୟମପୋତାସୀୟମ ,ଜୀଙ୍କ ,ସଲଫର କପର, ସିଲେନିୟମ, ଭିଟାମିନ-ସି,ଥିଆସିନ,ରାଇବୋଫେବିନ,ଭିଟାମିନ-ବି୬,କୋଲୀନ,କୋଲେନ,ଭିଟାମିନ-ଇ ଓ କେ ଏହିଭଳି ଭିଟାମିନ ଏହିଭଳି ତତ୍ୱ ମିଳିଥାଏ ଏହାର ମୁଲ୍ୟ କେତେ ହୋଇଥିବ।
ଆପଣ ଏହାର ନା ସୁଣିବେତ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ରହିଯିବେ।ଏ ଜିନିଷ ଭିତରେ ଏତେ ଅଧିକ ଗୁଣ ଆମେମାନେତ ଆଜି ପର୍ଯ୍ୟନ୍ତ ଭାବିହିଁ ନଥିଲୁ ସାଙ୍ଗମାନେ ଏ ଜିନିଷ ହେଉଛି ଆପଣଙ୍କ ରୋଷେଇ ରେ ଅବସ୍ତିତ କିସମିସ।ଏହା ଏମିତି ଜିନିଷ ଅଟେ ଯାହା ର ଅନେକ ଲାଭଦାଇ ଗୁଣ ରହିଅଛି।ଏହା ରକ୍ତ ବଢେଇବାର ମେସିନ ଅଟେ ଓ ଯଦି ଆପଣ ଏହି ଉପାୟରେ ଆପଣ ତାକୁ ସେବନ କରିବେ ସେତେବେଳେ ହିଁ ଆପଣଙ୍କୁ ସବୁପ୍ରକାର ଲାଭ ମିଳିବ।
ଆସନ୍ତୁ ଜାଣିବା ଆପଣଙ୍କୁ ଏହାର ସେବନ କିପରି କରିବାର ଅଛି।ଆପଣଙ୍କୁ କଣ କରିବାର ଅଛି ଆପଣଙ୍କୁ ଏହି ଉପାୟକୁ ସନ୍ଧ୍ୟା ସମୟରେ ତିଆରି କରିବାର ଅଛି।ଆପଣଙ୍କୁ ସନ୍ଧ୍ୟା ସମୟରେ ଗୋଟେ ମୁଠି କିସମିଶ ନବାର ଅଛି ଓ ଏହାକୁ ନେଇ ଭଲ ଭାବରେ ଧୋଇକି ସଫା କରିବାର ଅଛି।ଆପ ଗୋଟେ ବାସନରେ ଦେଢ଼ କପ ପାଣି ପକେଇବ ଓ ତାପରେ କିସମିଶ ପକେଇ ଫୁଟିବା ପାଇଁ ଛାଡ଼ିଦେବ।
ଏବେ ସେ କିସମିଶକୁ ବେଶି ନାହିଁ ସେ ପାଣିରେ ୧୦-୧୫ ମିନିଟ ପର୍ଯ୍ୟନ୍ତ ଫୁଟେଇବାର ଅଛି।ଭଲଭାବରେ ଫୁଟେଇବା ପରେ ଆପଣଙ୍କୁ ଗ୍ୟାସକୁ ବନ୍ଦ କରିବାର ଅଛି।ତାପରେ ଆପଣ ରାତିସାରା ଏ କିସମିସକୁ ପାଣି ସହ ଘୋଡେଇ ଛାଡି ଦେବେ।ଆପଣ ସକାଲୁ ଖାଲି ପେଟ ବାସୀ ମୁହଁରେ ଆପଣ ଏ କିସମିଶକୁ ଛାଣିବେ ଓ ଛାଣିବା ପରେ ଆପଣଙ୍କୁ ଏହି ପାଣିକୁ ସେବନ କରିବାର ଅଛି।
ତାପରେ ଆପଣ ଦେଖିବେ ସେ ବଳିଥିବା ଓ ଫୁଲିଥିବା କିସମିଶର ଦାନାକୁ ଭଲ ଭାବରେ ଚୋବେଇ ଚୋବେଇ ଖାଇବାର ଅଛି।ଏ ପାଣି ପିବା ଦ୍ୱାରା ଆପଣଙ୍କ ଶରୀରରେ ଥିବା ସମସ୍ତ ପ୍ରକାର ଖରାପ ପଦାର୍ଥକୁ ଏହା ସଫା କରିଥାଏ।ସେ ଯେଉଁଠାରେ ଆବର୍ଜନା ଥାଉ ସେ ଅନ୍ତନଳୀ ବା ପାକସ୍ଥଳୀ ଯେଉଁଠାରେ ବି ଥାଉ ଏହି ପାଣି ସେ ଆବର୍ଜନାକୁ ବାହାର କରିବାରେ ସାହାର୍ଯ୍ୟ କରେ।ଆପଣ ଚୋବେଇ ଖାଇଥିବା ଦାନ ଆପଣଙ୍କ ଶରିରରେ ଅବିଶ୍ଵସନୀୟ ରକ୍ତ ବନେଇବ।ଏହା ରକ୍ତ ସଫା କରିବ ଓ ଶରୀରରେ ଉପୁଜୁଥିବା ବିଭିନ୍ନ ପ୍ରକାର ସମସ୍ୟାରୁ ଆମକୁ ନିଜାତ ମିଳିଥାଏ।ମାତ୍ର ଏହାର ୩ ଦିନର ସେବନ ଦ୍ୱାରା।