March 12, 2025

Odia Express

Here, There and Everywhere

ଚାରି ଦିନ ସେବନ କରନ୍ତୁ ଓ ଆଉ ଦେଖନ୍ତୁ ଆପଣଙ୍କ ଶରୀରରେ ଆସୁଥିବା ଅବିଶ୍ଵସନୀୟ ପରିବର୍ତ୍ତନକୁ….

1 min read

ନମସ୍କାର ବନ୍ଧୁଗଣ ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ,ଯେକୌଣସି ପ୍ରକାର ଦୁର୍ବଳତା ଓ ଶାରୀରିକ ପୀଡା ହେଉ ମାତ୍ର ୩ ଦିନ ଏହାକୁ ପିଦେଵ ୬୫ ବର୍ଷ ବୟସରେ ୨୫ ବର୍ଷ ଭଳିଆ ଚୁସ୍ତି ଓ ଫୁର୍ତ୍ତି ଆପଣଙ୍କ ଭିତରେ ଆସିଯିବ।ସାଙ୍ଗମାନେ ଆପଣ ଦେଖିଥିବେ ପ୍ରାୟ ସମୟରେ ଆମେ କୌଣସି କାମ କରିବା ପୂର୍ବରୁ ଆମ ଶରିରରେ ବହୁତ ଦୁର୍ବଳତା ଓ ଥକାପଣ ଅନୁଭବ ହୋଇଥାଏ।ଆପଣ ଦେଖିଥିବେ ବେଳେବେଳ ବସିକି ଆମ ଶରୀର ବିନ୍ଧା ହୁଏ,ଅଣ୍ଟା ଓ ମାଂଶ ପେଷି ଆଦିରେ କଷ୍ଟ ହେବାକୁ ଲାଗିଥାଏ।

ଦିନ ସାରା କାର୍ଯ୍ୟ କରି ଆସିଥିବା ବ୍ୟକ୍ତି ଯେତେବେଳେ ଘରକୁ ରାତିରେ ଫେରିଥାଏ ତାକୁ ଦିନ ସାରା ଏମିତି ଥକାନ ଅନୁଭବ ହୋଇଥାଏ ଯାହାଫଳରେ ସେ ନିଜ ପରିବାରକୁ ସମୟ ଦେଇ ପାରି ନଥାଏ।ଆଜିକାଲିର ଛୁଆ ଭଲ ଖାଦ୍ୟ ଗ୍ରହଣ ଓ ଉତ୍ତମ ଦାଇଟ କୁ ନେଇନଥାନ୍ତି।ଯାହାଫଳରେ ଭୋଜନରେ ଭିଟାମିନ ଓ ଫାଇବର ଆଦିର ଅଭାବ ରହିଥାଏ ଯାହା ଆଗକୁ ବହୁତ ଅସୁବିଧା କରିପାରେ।ଖରାପ ଖାଦ୍ୟ ପେୟ ଆମ ଶରୀରକୁ ଭିତରୁ ଫମ୍ପା କରିଦିଏ ଯାହାଫଳରେ ଆମକୁ ରୋଗ ରେ ପୀଡିତ କରିଥାଏ।

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କ ସହ ଏମିତି ନୁଷ୍କା ବାଣ୍ଟିବାକୁ ଯାଉଛୁ ଯାହା ଆପଣଙ୍କ ଶରୀରର ଦୁର୍ବଳତାକୁ କମେଇବ କିନ୍ତୁ ତାସହିତ ସେ ଆପଣଙ୍କ ଶରୀରରେ ଗୋଟିଏ ନୂତନ ଶକ୍ତି ଭରି ଦେବ।ଯାହାଦ୍ୱାରା ଆପଣ ୬୫ ବର୍ଷରେ ମଧ୍ୟ ୨୫ ର ବଳ ଓ ତେଜ ଅନୁଭବ କରି ପାରିବେ।ଆସନ୍ତୁ ଦେଖିବା ଏହି ଏପାୟାକୁ କେଉଁ ଭଳି ଭାବେ ପ୍ରସ୍ତୁତ କରନ୍ତି।ଗୋଟେ କଢେ଼ଇ ବସେଇ ସେଥିରେ ଗୋଟେ ଗିଲାସ କ୍ଷୀର ନବାର ଅଛି,କ୍ଷୀର ନିଜ ଭିତରେ ନିଜେ ଗୋଟେ ସମ୍ପୂର୍ଣ୍ଣ ଆହାର ଅଟେ।ଏଥିରେ ସବୁ ପ୍ରକାର ତତ୍ୱ ଥାଏ ଯାହାଫଳରେ ଆପଣଙ୍କ ଦାନ୍ତ ଓ ହାଡ଼କୁ ମଜବୁତ ରଖେ।

ତାପରେ ଆସନ୍ତୁ କ୍ଷୀରରେ ଏମିତି କିଛି ଜିନିଷ ମିସେଇବା ଯାହା ଆମ ଶରୀରକୁ ଚୁସ୍ତି ଓ ଫୁର୍ତ୍ତି ଆଦି ପ୍ରଦାନ କରିଥାଏ।ଆପଣଙ୍କୁ ନେବାର ଅଛି ଦୁଇଟି ଅଖରୋଟ ଓ ତଅଭିତର ଫଳ କାଢି ନେବା,ହୃଦୟରୁ ନେଇ ମସ୍ତିସ୍କ ପର୍ଯ୍ୟନ୍ତ ଅଖରୋଟ ବହୁତ ଫାଇଦା କାରୀ ହୋଇଥାଏ।ତାସହିତ ଆମ ମସ୍ତିସ୍କ ଓ ହୃଦୟ,ଆଖି ପାଇଁ ଏହା ବହୁତ ଲାଭ ପ୍ରଦାନ କାରୀ ହୋଇଥାନ୍ତି ଓ ଏହା ଆମ ଚିନ୍ତାକୁ କମ କରିଥାଏ।ତାସହିତ ଆମ ଆଣ୍ଠୁ ଗଣ୍ଠି ଓ କୋଲେଷ୍ଟ୍ରୋଲ ଭଳି ସମସ୍ୟାକୁ ସମାଧାନ କରିଥାଏ।

ଅଖରୋଟର ଫଳକୁ ଏକଦମ ସମ୍ପୂର୍ଣ୍ଣ ଭାବରେ ଛୋଟ ଛୋଟ କରି କାଟିଦେବେ ଓ ଆପଣ ପାରିବେତ ଏହାକୁ ଗ୍ରୱାଇଣ୍ଡରରେ ଭଲ ଭାବରେ ଫେସି ଦେବେ।ତାପରେ ତାକୁ କ୍ଷୀରରେ ମିଶେଇ ଦେବ,ତାପରେ ଯେଉଁ ଜିନିଷ ନେବା ସେ ହେଉଛି କିସମିଶ।ଆମେ ୧୫-୨୦ ଦାନା କିସମିସର ନେବା,କିସମିଶରେ ଆଇରନ,ପୋଟାସୀୟମ ଭଳି ତତ୍ୱ ଆମ ଶରିରର ବିଭିନ୍ନ ଅଙ୍ଗକୁ ଶକ୍ତି ଯୋଗାଏ ଓ ଆଖି ପାଇଁ ମଧ୍ୟ ବହୁତ ଲାଭ ଦାଇ ହୋଇଥାଏ।ଏହା ଆମ ଆଣ୍ଠୁକୁ ଟାଣ କରେ ଓ ଶକ୍ତି ପ୍ରଦାନ କରେ ଯେଉଁଥିପାଇଁ ଆମକୁ ବୁଢା ବୟସ ପର୍ଯ୍ୟନ୍ତ କୌଣସି ପ୍ରକାରର ଅସୁବିଧା ହୋଇନଥାଏ।

ଏହା ଆପଣଙ୍କ ଶରୀରରେ ଥିବା କୋଷ୍ଟକାଠିନ୍ୟ ଓ ଗ୍ୟାସ ଆଦି ସମସ୍ୟାକୁ ଭଲ କରିଥାଏ।ଯେଉଁଥିରେ ପର୍ଯ୍ୟାପ୍ତ ପରିମାଣରେ ଆଇରନ ଓ ଭିଟାମିନ ବି କମ୍ପ୍ଲେକ୍ସ ଥାଏ ଯାହା ଦ୍ୱାରା ଆମ ଶରିରରେ ହେଉଥିବା ରକ୍ତ ହିନତାକୁ କମ କରିଥାଏ।ଆମେ ତାକୁ କ୍ଷୀରରେ ମିଶେଇ ଦେବା,ଏ ଦୁଇଟି ଜିନିଷକୁ ଆମେ ଭଲଭାବେ କ୍ଷୀରରେ ପକେଇ ଫୁଟେଇବା।ଆପଣ ବେଶୀରେ ବେଶି ୭-୮ ମିନିଟ ପର୍ଯ୍ୟନ୍ତ ଧିମା ଆଞ୍ଚରେ ଏହାକୁ ଗରମ କରିବା।ଏହି ଭଳି ଏହି ପାନୀୟ ପ୍ରସ୍ତୁତ ହୋଇଯିବ।

ତାପରେ ଆପଣ ନିଜ ସ୍ୱାଦ ଅନୁସାରେ ଚିନି ବା ମିଶ୍ରି ପକେଇ ପାରିବେ।ଯଦି ଆପଣଙ୍କୁ ମଧୁମେହ ଭଳି ସମସ୍ୟା ଅଛି ଆପଣ ବିନା ଚିନିରେ ଏହାକୁ ସେବନ କରିବେ।ଆସନ୍ତୁ ଜାଣିବା ଏହି ପାନୀୟକୁ ଆପଣଙ୍କୁ କେତେବେଳେ ସେବନ କରିବାର ଅଛି।ଆପଣ ଏ କ୍ଷୀରକୁ ସକାଳ ବା ରାତିରେ କେତେବେଳେବି ପିପାରିବେ।ଆପଣଙ୍କୁ ଯଦି ସକାଳୁ ସମୟ ନମିଳୁଛି ତାହେଲେ ଆପଣ ରାତିରେ ଶୋଇବାର ଗୋଟେ ଘଣ୍ଟା ଆଗରୁ ଏହାକୁ ସେବନ କରି ପାରିବେ।ଦ୍ଵିତୀୟ କଥା ଆପଣ ଯେତେବେଳେ ଏ କ୍ଷୀର ସେବନ କରିବେ ଏହାକୁ ଉଷୁମ ଉଷୁମ ପିବା ଉଚିତ।ଯାହା ଆପଣଙ୍କ ଶରୀରକୁ ଲାଭ ପ୍ରଦାନ କରିବ।ଏହା ଆପଣଙ୍କ ଶରୀରରେ ଏଭଳି ଭାବରେ ଚୁସ୍ତି ଭରି ଦେବ ଯାହାଦ୍ୱାରା ଆପଣଙ୍କ ଆଖ ପାଖକୁ କୌଣସି ପ୍ରକାର ରୋଗ ଆସିବ ନାହିଁ

Leave a Reply

Your email address will not be published. Required fields are marked *