October 10, 2025

Odia Express

Here, There and Everywhere

ନୀତା ଅମ୍ବାନୀ ଙ୍କ ଗୋଟିଏ ଦିନର ଖର୍ଚ କେତେ ଆପଣ ଜାଣିଛନ୍ତି କି – ଦେଖନ୍ତୁ କିପରି ପଇସା କୁ ଉଡେଇଥାନ୍ତି ନୀତା ଅମ୍ବାନୀ…

ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ।ଦେଶକୁ କିଛି ଧନୀ ପରିବାର ଚଳାଉଛନ୍ତି ଏହା କହିବା ଭୁଲ ହେବନି।ଏହି ଫଟୋକୁ ଭଲସେ ଦେଖନ୍ତୁ।ଯେବେ କୌଣସି ଛୋଟ ବେପାରୀ ନିଜ ବ୍ୟବସାୟ କୁ ବଢାଇବାକୁ ଚାହେଁ ନିଜ ପରିବାରକୁ ଆଖିରେ ରଖି ୧୫୦୦ ଟଙ୍କାର ଫୋନ କିଣିବାକୁ ଭାବିଥାଏ।କିନ୍ତି ଜିଓ ର ମାଳିକାଣି ନିତା ଅମ୍ବାନୀ ୩୧୫ କୋଟି ଟଙ୍କାର ହୀରା ମୋତି ଫୋନ ବ୍ୟବହାର କରିଥାନ୍ତି।ଏକ ଶ୍ରମିକ ଦିନ ରାତି ପରିଶ୍ରମ କରିଥାଏ।ଖାଇବା ବେଳେ ଏକ କପ ଚାହା ଓ ଏକ ପାଞ୍ଚ ଟଙ୍କିଆ ବିସ୍କୁଟରେ ସନ୍ତୁଷ୍ଟ ହୋଇଥାଏ।କିନ୍ତୁ ନିତା ଅମ୍ବାନୀ ଏକ ଲକ୍ଷ ଟଙ୍କାର ଚାହା ପିଇ ଥାନ୍ତି।ଆଜି ପର୍ଯ୍ୟନ୍ତ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଦେଶ କିଛି ବି କମେଇ ପାରିଲାନି।

ଏବେ ଭାବିକି ଦେଖନ୍ତୁ ବାରେନ ବଫେ, ଆମାଜନ ସିଇଓ ,ରିଚେଡ଼ ବାଣ୍ଡସନ,ଵିଲଗ୍ରେଡ୍ସ ଏମାନଙ୍କୁ ବି ଏମାନଙ୍କ ଦେଶ ଅନେକ ପଇସା କମେଇକି ଦେଇଛି।ଏମାନେବି ଯେଉଁ କାମ ବା ଚାକିରୀ ବାହାର କରିଛନ୍ତି ଯାହା ଦ୍ଵାରା ଆମେରିକାର ସେୟାର ମାର୍କେଟ ଅନେକ ବଢିଯାଇଛି।

ଭାବନ୍ତୁ ଆମ ଦେଶର ଧନୀ ବ୍ୟକ୍ତି କଣ କରିଛନ୍ତି।କେବଳ କୋଟି କୋଟି ଟଙ୍କାର ମୋବାଇଲ, ଲକ୍ଷ ଲକ୍ଷ ଟଙ୍କାର ହ୍ୟାଣ୍ଡବ୍ୟାଗ, ଲକ୍ଷ ଟଙ୍କାର ଚାହା ରେ ପଇସା ଖର୍ଚ୍ଚ କରିଛନ୍ତି।ହଁ ସେମାନେ ନିଜ ଖୁସି ପୁରଣ କରୁଛନ୍ତି କିନ୍ତୁ ଦେଶ ପାଇଁ ବି କିଛି କରିବା ଉଚିତ ଓ ଏହା ଦେଖିବାକୁ ବି ପଡିବ କି ଦେଶର ଯେପରି କିଛି କ୍ଷତି ନହେଉ।ଯେପରି ଆପଣଙ୍କ ଦ୍ବାରା କୌଣସି ଲୋକର ଆହାର ନ ଯାଉ ଫସଲ ଖରାପ ଦ୍ବାରା ଯେପରି କୌଣସି ଚାଷୀ ଆତ୍ମହତ୍ୟା ନ କରୁ ନହେଲେ ଲୋକ ଖାଇବାକୁ ପାଇବେନି।

କଣ ଏପରି ହୋଇପାରିବନି ଧନୀ ମାନେ ଭଲ ଚାଷ ପାଇଁ ନୂଆ କୌଶଳ ବିଦେଶରୁ ଆଣିବା ଦରକାର।ଇଜାରାୟଲ ଭଳି ଦେଶ ମରୁଭୂମିକୁ ବି ଚାଷ ପାଇଁ ପ୍ରସ୍ତୁତ କରିଦେଲା।ଧନୀ ମାନେ ଯଦି କୃଷକଙ୍କ କିଛି ସାହାଯ୍ୟ କଲେ କଣ ତାଙ୍କର କ୍ଷତି ହେବ।ଏହି ସରକାରୀ ଫଣ୍ଡରେ କଣ ଅଛି।ଆପଣ ମାନଙ୍କ ପାଖରେ କେଉଁ ଜିନିଷର ଅଭାବ ଅଛି।କେବଳ ଏହି ଧନୀ ମାନଙ୍କ ପାଇଁ ଦେଶ ଟ୍ରମ୍ପ ଭଳି ଲୋକଙ୍କ ଆଗରେ ହାତ ଯୋଡିବାକୁ ପଡୁଛି।ଦେଶ ପାଇଁ ଭାବନ୍ତୁ।ଯଦି ଦେଶର ୨୫% ଲୋକ ପଇସା କମେଇବା ପାଇଁ ସକ୍ଷମ ହେବେ ଭାବନ୍ତୁ କଣ ହେବ।ଦେଶର ଯୁବ ଶକ୍ତିଙ୍କ ପାଖରେ ଅନେକ ପ୍ରତିଭା ଅଛି।

Leave a Reply

Your email address will not be published. Required fields are marked *