June 24, 2025

Odia Express

Here, There and Everywhere

ଗୋଟେ ସତ ଭକ୍ତର ସତ କାହାଣୀ ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ – ମହାଦେବ ଙ୍କ ଭକ୍ତ ନିଶ୍ଚୟ ପଢନ୍ତୁ…

ନମସ୍କାର ବନ୍ଧୁଗଣ ଆମେ ଆପଣଙ୍କୁ ସ୍ବାଗତ ଜଣାଉଛୁ,ଆଜି ଆମେ ଜାଣିବା ନନ୍ଦନାରଙ୍କ ବିଷୟରେ ସେ ବହୁତ ବଡ଼ ଶିବ ଭକ୍ତ ଥିଲେ।ଯାହାଙ୍କୁ ଲାଗୁଥିଲା ତାଙ୍କୁ ପିଲା ବେଳୁ ଶିବ ଡାକୁଥିଲେ,ତାଙ୍କର ମାତା ପିତା ତାଙ୍କୁ ଶିବଙ୍କ ଶହ ଜଡିତ କାହାଣୀ ଶୁଣାଉ ଥିଲ,ସେଥିପାଇଁ ତାଙ୍କୁ ଲାଗେ ଭଗବାନ ସିବ ତାଙ୍କୁ ଡାକୁଛନ୍ତି ବୋଲି।ଭକ୍ତିର ରୂପରେ ନନ୍ଦନାର ତାଙ୍କର ବହୁତ ପାଖକୁ ଆସି ସାରିଥିଲେ,କିନ୍ତୁ ସେ ଆଜି ପର୍ଯ୍ୟନ୍ତ କେବେବି ଶିବ ଲିଙ୍ଗକୁ ଛୁଇଁ ନଥିଲେ,କାରଣ ସେ ମଜୁରିଆ ହେବା କାରଣରୁଛୁଆଁ ଛୁଇଁ ଭେଦ ଭାବରେ ପ୍ରଭାବିତ ଥିଲେ।ତଥାପି ନନ୍ଦନାର ମନରେ ଭଗବାନ ଶିଵଙ୍କ ଭକ୍ତି ଗୋଟେ ନୂଆ ଉମଙ୍ଗ ଭରି ଦେଇଥିଲା।ସେ ଯେଉଁଠି ରହିଥିଲେ ସେଠାରୁ ୨୫ କିମି ଦୂରରେ ଗୋଟିଏ ଶିବ ମନ୍ଦିର ଥିଲା ଓ ତାଙ୍କୁ ଲାଗୁଥିଲାକି ଭଗବାନ ଶିବ ତାଙ୍କୁ ଡାକୁଛନ୍ତି ବୋଲି।ସେ ସବୁବେଳେ ସେ ମନ୍ଦିରକୁ ଯିବାକୁ ଚାହୁଁଥିଲେ।ସେ ଜମିଦାରକୁ ବହୁତ ଥର କୁହନ୍ତି କି ସେ କେବଳ ଗୋଟିଏ ଦିନ ପାଇଁ ସେ ମନ୍ଦିରକୁ ଯିବାକୁ ଚାହୁଁଛନ୍ତି ବୋଲି କିନ୍ତୁ ଜମିଦାର ତାଙ୍କୁ ସବୁବେଳେ ମନା କରି ଦେଉଥିଲା।

ଜମିଦାର କୁହେକି କ୍ଷେତରେ ବହୁତ କାମ ଅଛି ତୁ ମୋର ଗୋଟେ ଦିନବୀ ଖରାପ କରି ପାରିବୁନି।ଜମିଦାରର ବାର ବାର ମନା କରିବା ପରେବି ତାଙ୍କର ଶିବ ଦର୍ଶନର ଇଛା କମ ହୋଇନଥିଲା।କହିବାକୁ ଗଲେ ଭଗବାନ ଶିଵଙ୍କ ପ୍ରତି ତାଙ୍କ ଇଛା ଆହୁରି ବଢି ଚାଲିଲା।ସେ ଥରେ ନୂଆ ଦିନରେ ନୂଆ ଉମଙ୍ଗ ଶହ ସେ ଜମିଦାରକୁ ପଚାରିଲେ କିନ୍ତୁ ସେ ପୁନର୍ବାର ମନା କରିଦେଲେ।ତାପରେ ନନ୍ଦନାର କହିଲେ ମୁଁ କାଲି ଯିବାକୁ ଚାହୁଁଛି ଓ ଆଜିହିଁ ସବୁ କାମ ସାରିଦେବୀ।ଏଥର ଜମିଦାର ତାର କଥା ମାନିଗଲେ।

ସେ ଜମିଦାର କହିଲେ କାଲି ଯିବା ଆଗରୁ ତତେ ଚାଳିଶ ଏକର ଜମିର ଫସଲ କାଟିବାର ଅଛି।ନନ୍ଦନାର ଜାଣିଥିଲେ ଗୋଟିଏ ଦିନରେ ଚାଳିଶ ଏକର ଜମିକୁ ଚାଷ କରିବା କାହା ପାଇଁବି ସମ୍ଭବ ପର ନୁହେଁ।ସେଥିପାଇଁ ସେ ଏ ମୁର୍ଖତା ପୁର୍ଣ୍ଣ ପ୍ରୟାସ କଲେ ନାହିଁ ଓ ରାତିରେ ଶୋଇବାକୁ ପଳେଇଲେ।ତଥାପି ସେଦିନ ତାଙ୍କ ଶରୀରରେ ଶିଵଙ୍କ ବିଚାର ନୂଆ ଉମଙ୍ଗ ଭରି ରହିଥିଲା।ସେ ଭାବିଲେ କାଲି ଯାହା ହେଉ ଶିବ ମନ୍ଦିର ଯିବାର ଅଛି।ସେ ସୋଇକି ଉଠି ଦେଖନ୍ତି ସକାଳୁ ଆବୁ ଗାଁ ରେ ହଙ୍ଗାମା ଖେଳି ଯାଇଛି।

ସେ ଆସି ଦେଖନ୍ତିତ ସବୁ ସାରା ଚାଲିସି କ୍ଷେତର ଫସଲ କଟା ସରିଛି।ସେ ଏସବୁ ଦେଖି ଆଶ୍ଚର୍ଯ୍ୟ ଚକିତ ଥିଲା ଓ ସେ ନନ୍ଦନାର ପାଦରେ ଆସି ପଡିଗଲା,ଏହା ସେ ଗରିବ ମଜୁରିଆ ପାଇଁ ବହୁତ ଆଶ୍ଚର୍ଯ୍ୟଜନକ ଥିଲା।ସମସ୍ତେ ଆଶ୍ଚର୍ଯ୍ୟ ଥିଲେ କି ଚାଲିସ ଏକର ଜାଗା ଏକାଥରେ କିଏ ଚାଷ କଲା।ସମସ୍ତେ ତାଙ୍କୁ କିଛି ନା କିଛି ଦେଲେ,ସମସ୍ତେ କହିଲେ ଇଏ ମନ୍ଦିର ଯାଉଛି।ଭଗବାନ ଏହାକୁ ବାଛିଛନ୍ତି,ସ୍ୱୟଂ ଭଗବାନ ଆସି ଏ ଚାଳିଶି ଏକର ଜାଗକୁ ହଳ କରିଛନ୍ତି।

ଲୋକଙ୍କ ଅପାର ପ୍ରେମ ସହ ସେ ମନ୍ଦିର ଆଡ଼କୁ ବଡ଼ିଲା,ସେ ଚାଲି ଚାଲି ମନ୍ଦିର ବାହାରକୁ ଆସି ପହଁଚିଲା।ତାପରେ ମନ୍ଦିର ବାହାରେ ଆସି ଠିଆ ହୋଲା ତା ଆଖିରେ ଅଶ୍ରୁ ଆସିଗଲା।ସେ ସବୁ ଜୀବନ ଅଛୁଆଁ ଭଳିଆ ବଂଚିକି ଭୁଲି ନଥିଲା,ମନ୍ଦିର ପୂଜାରୀ ତାକୁ ଶହଜରେ ମନ୍ଦିର ଭିତରକୁ ଯିବାକୁ ଦେବ।ସେ ଯାଇଁ ବାହାରେ ଠିଆ ହୋଇଗଲା ଓ ବାହାରୁ ଆସି ଶିବ ଲିଙ୍ଗଙ୍କୁ ଦେଖିବାକୁ ଲାଗିଲେ।ଯାହାକୁ ଆପଣ ଦେଖିକି ଆଶ୍ଚର୍ଯ୍ୟ ହେବେ।

ସେଠାରେ ଥିବା ନନ୍ଧି ତାଙ୍କୁ ଦେଖିକି ଅନ୍ୟ ସ୍ଥାନକୁ ହଟିଗଲେ।ତାପରେ ନନ୍ଦନାର ଭଗବାନ ଶିବଙ୍କ ଦର୍ଶନ କଲେ।ପଥରରେ ତିଆରି ଭାରି ନନ୍ଦି ଗୋଟେ ପାଖକୁ ହଟି ଗଲେ,ଏହାକୁ ଦେଖି ସେଠାରେ ଥିବା ପୂଜାରୀ ଓ ବାକି ଲୋକ ଆଶ୍ଚର୍ଯ୍ୟ ଚକିତ ରହିଗଲେ।ସେ ଗରିବ ମଜୁରିଆ ନିଜ ଦୁଇ ହାତ ଟେକି ହର ହର ମହାଦେବ ଡାକ ଛାଡୁଥିଲା।ଏହି ଘଟଣା ପରେ ସେ ଗରିବ ମଜୁରିଆର ନାମ ନନ୍ଦନାର ପଡିଲା।ଏହା ପୂର୍ବରୁ ତାର କୌଣସି ନାଁ ନଥିଲା।

Leave a Reply

Your email address will not be published. Required fields are marked *