ଯଦି ଆପଣଙ୍କ ଚୁଟି ଝଡୁଥିବ ତାହେଲେ ଆପଣ କଣ କଲେ ଏଥିରୁ ରକ୍ଷା ପାଇ ପାରିବେ ଜାଣି ରଖନ୍ତୁ…
1 min read
ସାଙ୍ଗମାନେ କଣ ଆପଣଙ୍କ ଚୁଟିବି ଦୁଇ ଓ ତିନି ମାସରେ ମାତ୍ର ଗୋଟେ ବା ଦେଢ଼ ଇଞ୍ଚ ବଢିଥାଏ,ସମୟ ପୂର୍ବରୁ ଧଳା ହୋଇଥାଏ,ଚୁଟୀରେ ରୁପି ହେଉଛି,ଚୁଟି ବହୁତ ଅଧିକ ପତଳା ହୋଇ ଯାଇଛି।ଆମେ ଆପଣଙ୍କୁ କହିବୁକି ଆପଣଙ୍କୁ କଣ କରିବାକୁ ପଡିବ,ଯାହା ଆପଣଙ୍କୁ ୧୦୦% ଲାଭ ଦେଇ ପାରିବ।ଏହି ରୋଗକୁ ମୂଳରୁ ନାଶ କରିବା ପୂର୍ବରୁ ଏହା ହେବାର କାରଣ କଣ ହୋଇଥାଏ ?ଆସନ୍ତୁ ଜାଣିବା ଏହାର ତିନୋଟି କାରଣ।
ପ୍ରଥମ ଜିନିଷ ଆପଣ ନିଜ ବହୁତ ଓଜନ କମେଇ ଦେଇଛନ୍ତି।ନିଜର ଓଜନ କମେଇବା ପାଇଁ ଆମେ ବହୁତ ଜିନିଶ ଖାଇବା ବନ୍ଦ କରି ଦେଇଥାନ୍ତି।ଦ୍ୱିତୀୟ ଜିନିଷ ଆପଣ ଓଜନ ବଢେଇଛନ୍ତି,ସେ ସମୟରେ ଆମେ ବହୁତ ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇ ଥାଉ।ଆପଣ ପାନି ପିବା କମେଇ ଦେଇଥାନ୍ତି ଓ ଯେଉଁଠି ରହିଥାନ୍ତି ସେଠାରେ ପାଣିପାଗ ଖରାପ ରହିଥାଏ।ଆପଣ ଯେଉଁଠି ରହିଥିଲେ ସେଠାରେ ବେଶି ଗରମ ବା ତଣ୍ଡା ହେଉଥାଏ ସେଠାରେ ତାଙ୍କ ଚୁଟି ଝଡିଥାଏ।
ପାଣି ପିବା ରେ କମ କରିବା ଉଚିତ ନୁହେଁ,ଆପଣ ଗୋଟେ ଦିନରେ ବେଶିରେ ବେଶି ପାଣି ପିବା ଦରକାର।ଯାହାଫଳରେ ଆପଣଙ୍କ ମୁଣ୍ଡରେ ରୁପି ରହିବ ନାହିଁ,ରୂପି ସବୁଠାରୁ ବଡ଼ କାରଣ ଅଟେ ଯାହା ଆମ ଚୁଟି ଝଡିଥାଏ।ଏହାଦ୍ୱାରା ଆମ ଚୁଟିକୁ ଟାଣ ପଣ ମିଳିଲା ନାହିଁ,ତାକୁ ଆପଣ ଠିକ କରିପାରିବେ।ଆପଣ ଅନ୍ୟମାନଙ୍କୁ ଦେଖି ପତଳାତ ହେଇଗଲେ କିନ୍ତୁ ଆପଣ ଦେଖିବେକି ଯିଏକି ସ୍ୱାସ୍ଥ୍ୟକର ଖାଇବା ଖାଇ ସେ ପତଳା ହୋଇଛି ନାକି ଭୋକରେ ରହି।
ଆପଣ ସକାଳୁ ପୃଷ୍ଟିକର ଖାଦ୍ୟ ଓ ଫଳ ମୂଳ ଖାଇବା ଆରମ୍ଭ କରିଦିଅନ୍ତୁ।ଜୀବନରେ ଏମିତି କଣ ଅସ୍ବାସ୍ଥ୍ୟକର କର ଖାଦ୍ୟ ଖାଇଥାନ୍ତିକି ଯାହା ଆପଣଙ୍କ ଓଜନ ଉପରେ ପ୍ରଭାବ ପକେଇଥାଏ ଓ ଆପଣଙ୍କ ଚୁଟି ଉପରେ ବହୁତ ଖରାପ ପ୍ରଭାବ ପକେଇଥାଏ।ଏହି ତିନୋଟି କାରଣକୁ ଖୋଜି ଆପଣ ତାଭିତରେ ପରିବର୍ତ୍ତନ ଆନନ୍ତୁ।ଆଶନ୍ତୁ ଜାଣିବା ଗୋଟେ ଘରୋଇ ଉପାୟ ବିଷୟରେ ଯାହା ଆପଣଙ୍କ ଚୁଟି ଉପରେ ଭଲ ପ୍ରଭାବ ପକେଇବ।
ଆସନ୍ତୁ ଜାଣିବା ସେ ଉପାୟ ବିଷୟରେ ଆପଣ ନେବେ ଗୋଟେ ଗିନା ଚାଉଳକୁ ପାଣିରେ ଭଲ ଭାବରେ ଗରମ କରିବା ଓ ତାର ପାଣିକୁ ଭଲ ଭାବରେ ଛାଣିବା ଓ ପାଣିକୁ ଅଲଗା ଗୋଟେ ଗିନାରେ ନେବା।ତାପରେ ଆପଣଙ୍କୁ ନବାର ଅଛି ୧୦-୧୨ ଲେମ୍ବୁ ପତ୍ର ଓ ତାକୁ ଫୁଟେଇ ବା ଓ ପାଣିକୁ ଗୋଟେ ଗିନାରେ ଭଲ ଭାବରେ ଛାଣିନେବା।ତାପରେ ତାଭିତରେ ନଡିଆ ତେଲ ମିସେଇବା।ତାକୁ ଗୋଟେ ସ୍ପ୍ରେ ବୋତଳରେ ପୁରେଇବା ତାକୁ ଆପଣଙ୍କ ଚୁଟିରେ ସପ୍ତାହରେ ୩ ଥର ନିଜ ଚୁଟିରେସ୍ପ୍ରେ କରିବାର ଅଛି।
ତାପରେ ଆପଣ ଚୁଟି ଧୋଇବା ଆଗରୁ ଚୁଟି ମୁଳରେ ଓ ଆଗରେ ଭଲ ଭାବରେ ସ୍ପ୍ରେ କରିବା ଓ ଗୋଟେ ଘଣ୍ଟାରେ ସାମ୍ପୁକରିଦେବେ।ଆପଣ ସାମ୍ପୁ ଅଳ୍ପ କରିବେ।ଆପଣ ଫେଣ ପାଇଁ ନିଜ ମୁଣ୍ଡରେ ଅଧିକ ସାମ୍ପୁ ଲଗେଇ ଦିଅନ୍ତି ଯାହାଫଳରେ ତାଙ୍କ ଚୁଟି ଝଡ଼ିଥାଏ।ଏସବୁ କରିବା ପରେ ଆପଣ ନିଜ ଚୁଟିରେ ତାଜା ଆଲୋବେରା କୁ ଭଲ ଭାବରେ ଘଷିବେ ସପ୍ତାହରେ ୩ ଥର ପ୍ରୟୋଗ କରିଛନ୍ତି।ଏହା ଦ୍ୱାରା ଆପଣଙ୍କ ଚୁଟି ସୁନ୍ଦର ଓ କଳା ହୋଇଯିବ।