June 26, 2025

Odia Express

Here, There and Everywhere

ଏହି ସୁନ୍ଦର କିନ୍ନରକୁ ଦେଖି ସୋନମଙ୍କର ମଧ୍ୟ ହୋଶ ଉଡିଗଲା, କହିଲେ ସେ ତ ମୋଠାରୁ ମଧ୍ୟ ଅଧିକ ସୁନ୍ଦର ଅଟନ୍ତି…

ଏହି ଦୁନିଆରେ ଭଗବାନ ମନୁଷ୍ୟକୁ ତିନି ରୂପରେ ଜନ୍ମ କରିଛନ୍ତି। ଯେଉଁ ମାନଙ୍କ ମଧ୍ୟରୁ ଏକକୁ ସେ ପୁରୁଷ, ଅନ୍ୟକୁ ସ୍ତ୍ରୀ ଏବଂ ତୃତୀୟକୁ କିନ୍ନର କରିଛନ୍ତି। ଯଦିଓ , ସ୍ତ୍ରୀ ଏବଂ ପୁରୁଷଙ୍କୁ ସମସ୍ତେ ଦୁନିଆରେ ସମ୍ମାନ ଦୃଷ୍ଟିରେ ଦେଖିଥାନ୍ତି । କିନ୍ତୁ ପ୍ରାଚୀନ ଚିନ୍ତନ କାରଣରୁ କିନ୍ନର ମାନଙ୍କୁ ସମାଜରେ ସବୁଠାରୁ ନିମ୍ନ ସ୍ଥାନ ଦିଆଯାଇଛି। ଆପଣଙ୍କୁ ଏହା ଜାଣିକି ଆଶ୍ଚର୍ଯ୍ୟ ହେବ ଯେ ଏହି କିନ୍ନର ମଧ୍ୟ ସାଧାରଣ ମନୁଷ୍ୟଙ୍କର ଶାରୀରିକ ସମ୍ବନ୍ଧ ବନେଇବା ପରେ ହିଁ ସାଧରେଆନ ଶିଶୁ ଭଳି ଜନ୍ମ ନେଇଥାନ୍ତି। କିନ୍ତୁ ଏମାନେ ନା ତ ସଂପୂର୍ଣ୍ଣ ସ୍ତ୍ରୀ ହୋଇଥାନ୍ତି ଏବଂ ନା ହିଁ ପୁରୁଷ ଏଥିପାଇଁ ଏମାନଙ୍କୁ କିନ୍ନର ନାମରେ ଡକାଯାଇଥାଏ ।

ପ୍ରାୟତଃ ଆପଣମାନେ ବିବାହ, କିମ୍ବା କାହାର ଖୁସି ସମୟରେ କିନ୍ନରଙ୍କୁ ନାଚୁଥିବାର ଦେଖିଥିବେ। ନାଚିବା ଏମାନଙ୍କର ପେଶା ହୋଇସାରିଛି । ଏହାର କାରଣ ଏମାନଙ୍କର ଆର୍ଥିକ ଦୁର୍ବଳତା ଏବଂ ସମାଜର ଭୁଲ ଚିନ୍ତାଧାରା। ଆମର ସମାଜ ଯେଉଁ ଅଧିକାର ଏକ ପୁରୁଷ ଏବଂ ସ୍ତ୍ରୀ କୁ ଦେଇଥାଏ, ସେହି ହକ କେବେ ମଧ୍ୟ କୌଣସି କିନ୍ନରକୁ ଦେଇନଥାଏ। ଏପରିକି ସେମାନଙ୍କ ନିଜର ମାଆ ବାପା ମଧ୍ୟ ତାଙ୍କୁ ମରିବା ପାଇଁ ଏକୁଟିଆ ଛାଡି ଦିଅନ୍ତି ଏବଂ ସେମାନଙ୍କୁ ବୋଝ ଭାବିଥାନ୍ତି।

କିନ୍ନର ମଧ୍ୟ ଭଗବାନଙ୍କର ଦ୍ଵାରା ତିଆରି ହୋଇଥିବା ଜୀବ ଅଟନ୍ତି, ଯାହାଙ୍କୁ ବଞ୍ଚିବାର ପୂର୍ଣ୍ଣ ଅଧିକାର ମିଳିବା ଉଚିତ। କିନ୍ତୁ ଆମର ସମାଜ କିନ୍ନରଙ୍କ ପ୍ରତି ନିଜର ଚିନ୍ତାଧାରା ପରିବର୍ତ୍ତନ କରିବାକୁ ରାଜି ନୁହେଁ । ଅଧିକତର କିନ୍ନର ନିଜର ପେଟ ପୋଷିବା ପାଇଁ ନାଚନ୍ତି ଗାଆନ୍ତି। ଏହି ଲୋକମାନେ ଅନ୍ୟ ମାନଙ୍କର ଖୁସି ବାଣ୍ଟି ନିଜର ଖାଦ୍ୟ ଯୋଗାଡ କରନ୍ତି। ଆଜି ଆମେ ଆପଣଙ୍କୁ ଏକ ଏପରି କିନ୍ନର ସହିତ ଭେଟ କରିବାକୁ ଯାଉଛୁ, ଯାହାକୁ ଦେଖି କେହି ମଧ୍ୟ ଚିନ୍ତା କରିପାରିବ ନାହିଁ ଯେ ସତରେ କିନ୍ନର ଅଟେ। ପ୍ରକୃତରେ, ଭାରତର ନିବାସୀ ବିଶେଷ ହୁଇରେମ ଦେଖିବାକୁ ପୁରା ନାରୀ ଭଳି ଅଟନ୍ତି ।

ଏହା ବ୍ୟତିତ ଆମେ ଆପଣାକୁ ଜଣେଇଦେବୁ ଯେ ବିଶେଷ ଏତେ ସୁନ୍ଦର ଅଟନ୍ତି ଯେ ତାଙ୍କର ଚର୍ଚା ଦେଶ ହିଁ ନୁହେଁ ବରଂ ବିଦେଶଏ ମଧ୍ୟ ହେଉଛି। ଏବେ ନିକଟରେ ଥାଇଲାଣ୍ଡର ଚୋମ୍ବୁରୀରେ ହୋଇଥିବା ପ୍ରତିଯୋଗୀତାରେ 30 ପ୍ରତିଯୋଗୀଙ୍କୁ ଚୟନ କରଯାଇଥିଲା ଯେଉଁଥିରେ ବିଶେଷଙ୍କର ନାମ ସବୁଠାରୁ ଉପରେ ଥିଲା ।

ଏକ ରିପୋର୍ଟ ଅନୁଯାୟୀ ଏହି ପ୍ରତିଯୋଗୀତା ପ୍ରତି ବର୍ଷ ଥାଇଲାଣ୍ଡରେ କିନ୍ନରଙ୍କ ନିମନ୍ତେ ଆୟୋଜିତ କରାଯାଇଥାଏ। ଏଥିରେ ସାରା ଦୁନିଆର କିନ୍ନରଙ୍କୁ ନିଜର ସୌନ୍ଦର୍ଜ୍ୟର ପରାକାଷ୍ଠା ଦେଖାଇବାର ସୁଯୋଗ ଦିଆଯାଏ । ଏହି ଇପ୍ରତିଯୋଗୀତାର ପ୍ରାରମ୍ଭ 2004ରେ ହୋଇଥିଲା। ବିଶେଷଙ୍କର ମାତା ପିତାଙ୍କୁ ସୂଚନା ମିଳିଲା ଯେ ତାଙ୍କର ସନ୍ତାନ କିନ୍ନର ଜନ୍ମ ହୋଇଛି ତ ସେମାନେ ତାକୁ ତ୍ୟାଗ କରିବା ବଦଳରେ ଧୈର୍ଯ୍ୟ ଏବଂ ଶାନ୍ତି ପୂର୍ବକ କାମ କଲେ ଏବଂ ପ୍ରତି ପଦକ୍ଷେପରେ ତାହାର ସହାୟତା କଲେ ।

ବିଶେଷର ପିତା ମାଇଙ୍ଗଲେମଙ୍କୁ ଯେବେ ତାଙ୍କର ସନ୍ତାନ ବିଷୟରେ ପ୍ରଶ୍ନ କରାଗଲା ତ ସେ ପ୍ରଥମେ ତ ବିଶେଷର ବ୍ୟକ୍ତିତ୍ବ ବିରୋଧରେ ବୟାନ ଦେଲେ କିନ୍ତୁ ପରେ ତାହାର ବ୍ୟକ୍ତିତ୍ବକୁ ଗ୍ରହଣ କରିନେଲେ। ସେଠାରେ ମାଆ ଖୋମଦମ୍ବି କହିଲେ ଯେ ଆରମ୍ଭରେ ବିଶେଷ ଝିଅ ମାନଙ୍କ ପୋଷାକରେ ଆଗ୍ରହ ନେଉଥିଲା ସେତେବେଳେ ତାଙ୍କୁ କ୍ରୋଧ ଆସୁଥିଲା କିନ୍ତୁ ପରେ ସେମାନେ ତାଙ୍କୁ ଏପରି ହିଁ ସ୍ଵୀକାର କରିନେଲେ ।

Leave a Reply

Your email address will not be published. Required fields are marked *