ପାର୍ଟନରଙ୍କୁ ବହୁତ ଭଲ ପାଆନ୍ତି ଏହି ରଙ୍ଗର ଝିଅମାନେ, ଜାଣନ୍ତୁ କିପରି ଅଟେ ଆପଣଙ୍କ ଗାର୍ଲଫ୍ରେଣ୍ଡଙ୍କ ସ୍ଵଭାବ..
ନାରୀ ମାନଙ୍କୁ ବୁହିପରିବା ମୁସ୍କିଲ କାର୍ଯ୍ୟ ଅଟେ। ଏପରି କୁହାଯାଏ ଯେ ମହିଳାଙ୍କର ମୁଡ ପରିବର୍ତ୍ତନ ହୁଏ ଏଥିପାଇଁ ସେମାନଙ୍କୁ ସହଜରେ ଜଜ କରି ହୁଏ ନାହିଁ। ସେମାନଙ୍କର ବ୍ୟବହାର ବିଷୟରେ ଜାଣିବା ସହଜ କାର୍ଯ୍ୟ ନୁହେଁ। ଏଥିପାଇଁ ଆଜି ଆମେ ଆପଣଙ୍କୁ ଜଣେଇବୁ କିଛି ସହଜ ଉପାୟ ଯାହାକୁ ଦେଖି ଆପଣ ମହିଳାଙ୍କର ବ୍ୟବହାର ଜାଣି ପାରିବେ। ତେବେ ଆସନ୍ତୁ ଆପଣଙ୍କୁ ଜଣେଇଦେବୁ ମହିଳାଙ୍କ ରଙ୍ଗ ହିସାବରେ ସେମାନଙ୍କର ପ୍ରକୃତି ।
– ଶ୍ୟାମଳ ବର୍ଣ୍ଣ : ଏହି ରଙ୍ଗର ମହିଳାମାନେ ବହୁତ ସଂଘର୍ଷ କରିବା ବାଲା ହୋଇଥାନ୍ତି। ନିଜର ଜୀବନରେ ଏମାନେ ଅଧିକ ପରିଶ୍ରମ କରନ୍ତି। କୁହାଯାଏ ଯେ ଏହି ରଣର ମହିଳା ମାନଙ୍କୁ ଲେଖା ପଢାର ସଉକ ଥାଏ। ଏବଂ ସେମାନେ ନିଜର ଶିକ୍ଷାରେ ସଫଳ ହୋଇଥାନ୍ତି, ଏହି କାରଣରୁ ସେମାନଙ୍କୁ ଆର୍ଥିକ ଅସୁବିଧାର କମ ସମ୍ମୁଖୀନ ହେବାକୁ ପଡିଥାଏ। ଶ୍ଯାମଲ ବର୍ଣ୍ଣର ମହିଳାମାନେ କେବେ ହାର ମାନନ୍ତି ନାହିଁ, ସବୁବେଳେ ସଂଘର୍ଷ କରନ୍ତି ।
– କଳା ରଙ୍ଗ: କଳା ରଙ୍ଗ ପ୍ରକୃତିର ରଙ୍ଗ ର ଗୋଟିଏ ରଙ୍ଗ ଅଟେ। ଏହା ଆମର ସମାଜର ବିଡମ୍ବନା ଅଟେ ଯେ କଳା ରଙ୍ଗକୁ ଅସୁନ୍ଦର ଆଖ୍ୟା ଦିଆଯାଇଛି। ଯେବେ କି କଳା ରଙ୍ଗର ମହିଳା ମାନେ ନିଜର କାର୍ଯ୍ୟ ପ୍ରତି ସଂପୂର୍ଣ୍ଣ ରୂପେ ସମର୍ପିତ ଅଟନ୍ତି । ଏବଂ ଯେକୌଣସି କାର୍ଯ୍ୟକୁ ଶତ ପ୍ରତିଶତ ପରିଶ୍ରମ ସହିତ କରନ୍ତି । ଏହି ରଙ୍ଗର ମହିଳାଙ୍କର ସ୍ଵଭାବ ଶାନ୍ତ ହୋଇଥାଏ। ସେମାନଙ୍କର ବ୍ୟକ୍ତିଗତ ଜୀବନର କଥା କହିବାର ନିଜର ପାର୍ଟନରଙ୍କ ସହିତ ସବୁକିଛି ସେୟାର କରନ୍ତି ଏବଂ ସଂପୂର୍ଣ୍ଣ ସମର୍ପିତ ଅଟନ୍ତି ।
– ଗହମ ରଙ୍ଗ: ଯାହାକି ଏମାନଙ୍କ ରଙ୍ଗ ମଧ୍ୟ ମିଶ୍ରିତ ହୋଇଥାଏ ସେହିପରି ଏମାନଙ୍କ ସ୍ଵଭାବ ମଧ୍ୟ ମିଶ୍ରିତ ଅଟେ। ଏହି ରଙ୍ଗର ମହିଳାମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ଏବଂ କେବେ କେବେ ନିଜର କାର୍ଯ୍ୟ ପ୍ରତି ବହୁତ ଅବହେଳା ମଧ୍ୟ କରନ୍ତି। ଅର୍ଥ ମୁଡି ହୋଇଥାନ୍ତି। ମୁଡ ଅନୁସାରେ ନିଜର କାର୍ଯ୍ୟ କରନ୍ତି। ଏମାନେ ନିଜର ବ୍ୟକ୍ତିଗତ ଜୀବନରେ ଏହି ପ୍ରକାରର ହୋଇଥାନ୍ତି। ଯଦି କାମ କରିବାର ମନ ନଥିବ ତ ଜବରଦସ୍ତି କାମ କରେଇ ପାରିବେ ନାହିଁ । ଏମାନଙ୍କ ସ୍ଵଭାବରେ କ୍ରୋଧ ମଧ୍ୟ ଥାଏ, ଏଥିପାଇଁ ଏମାନେ ଧୈର୍ଯ୍ୟ ଏବଂ ସଂଘର୍ଷ ମାମଲାରେ ଅନ୍ୟ ଲୋକଙ୍କ ଠାରୁ ପଛରେ ରହିଯାନ୍ତି। ଏମାନଙ୍କର ବ୍ୟକ୍ତିଗତ ଜୀବନର କଥା କୁହାଯାଏ ତ ଏମାନେ ନିଜର ସାଥିଙ୍କ ଉପରେ ପୂର୍ଣ୍ଣ ରୂପରେ ଆଶ୍ରିତ ହୋଇଥାନ୍ତି।
– ହଳଦୀ ରଙ୍ଗ: ଏହି ରଙ୍ଗର ଝିଅମାନଙ୍କର ସ୍ଵଭାବ ବହୁତ କୋମଳ ହୋଇଥାଏ। ଏବଂ କାହା ଉପରେ ମଧ୍ୟ ଅନ୍ଧ ଭାବରେ ବିଶ୍ଵାସ କରନ୍ତି। ହୃଦୟରୁ ବହୁତ ବିନମ୍ର ଏବଂ ଭଲ ସ୍ଵଭାବର ହୋଇଥାନ୍ତି। ନିଜର ଜୀବନରେ ଭବିଷ୍ୟକୁ ନେଇ ବହୁତ ଚିନ୍ତିତ ଏବଂ ଗମ୍ଭୀର ରହି ଏମାନେ ନିଜର ବର୍ତ୍ତମାନ ଉପରେ କାର୍ଯ୍ୟ କରନ୍ତି ଯଦ୍ୱାରା ଭବିଷ୍ୟ ଉନ୍ନତ ହେବ । ଏହି ରଙ୍ଗର ଝିଅଙ୍କର ନିଜର ଜୀବନରେ ପ୍ରାକ୍ଟିକାଲି ଚିନ୍ତା କରନ୍ତି। ଏବଂ ଜିନିଷକୁ ନେଇ ଧୈର୍ଯ୍ୟ ବନେଇ ରଖନ୍ତି । ଘର ପରିବାର ଏବଂ ବାହାର ଲୋକଙ୍କ ସହିତ ଭଲ ବ୍ୟବହାର ରଖନ୍ତି। ଯାହାଦ୍ଵାରା ତାଙ୍କର ବ୍ୟବହାର ସମାଜରେ ଭଲ ହୋଇଥାଏ। ନିଜର ବ୍ୟକ୍ତିଗତ ଜୀବନରେ ନିଜର ପ୍ରେମ ପ୍ରତି ବହୁତ ସଚୋଟ ରହନ୍ତି। ଏତେ ଭଲ ଗୁଣର କାରଣରୁ ଏମାନଙ୍କୁ ଜୀବନରେ କମ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏହି ରଙ୍ଗର ମହିଳାଙ୍କର ଜୀବନ ଭଲ ଭାବରେ କଟିଥାଏ ।
– ଗୋରା ରଙ୍ଗ: ରଙ୍ଗ ଯେପରି କାମ ମଧ୍ୟ ସେହିପରି। ବହୁତ କ୍ଷିପ୍ର ପ୍ରବୃତ୍ତିର ହୋଇଥାନ୍ତି, ନିଜର ସମସ୍ତ କାମ ବହୁତ ଶୀଘ୍ର କରନ୍ତି। ଏମାନଙ୍କୁ ଭଲ ରହଣିର ସଉକ ଥାଏ। ଭଲ ପୋଷାକ ପିନ୍ଧିବା, ଖାଦ୍ୟପେୟ ଭଲ କରିବାର ସଉକ ହୋଇଥାଏ। ନିଜର ଜୀବନଶୈଳୀ ପ୍ରତି ଏମାନେ ବହୁତ ଗମ୍ଭୀର ହୋଇଥାନ୍ତି। ଏବଂ ନଜର ଜୀବନଶୈଳୀକୁ ମେଣ୍ଟେନ ରଖନ୍ତି। ଯେକୌଣସି କାମ କରିବା ଆଗରୁ ତା ଉପରେ ବିଚାରବିମର୍ଶ କରନ୍ତି। ବହୁତ ବୁଝିବିଚାରୀ ନିର୍ଣ୍ଣୟ ନିଅନ୍ତି। ନିଜର ହୃଦୟର କଥା ତ ଶୁଣନ୍ତି ତାସହ ବୁଦ୍ଧିର ବ୍ୟବହାର କରିବା ମଧ୍ୟ ପସନ୍ଦ କରନ୍ତି ।
ତେବେ ଆମେ ଏଠାରେ କହିରଖୁ ଯେ ଏହା ସବୁ ଝିଅଙ୍କ କ୍ଷେତ୍ର ରେ ଦେଖା ଯାଏ ନାହିଁ | ଏହା କେବଳ ୮୦ ପ୍ରତିଶତ ଲୋକଙ୍କ ପାଖେ ସଠିକ ହେଇଥାଏ