June 26, 2025

Odia Express

Here, There and Everywhere

ଯଦି ଆପଣ ଗୋରା ହେବାକୁ ଚାହୁଁଛନ୍ତି ତେବେ ଏହି ଆର୍ଟିକିଲ ନିଶ୍ଚିତ ପଢନ୍ତୁ ଓ ବିଲାତି ଦ୍ୱାରା ଏହି ଉପାୟ କରନ୍ତୁ..

ଆମ ମୁହଁର ଚର୍ମ ଦିନକୁ ଦିନ ସୌନ୍ଦର୍ଯ୍ୟ ହ୍ରାସ ହେବାକୁ ଲାଗୁଛି କିଛି ପ୍ରକାର ବାହାର ଧୂଳି ଯୋଗୁଁ ଏହା ଧୀରେ ଧୀରେ ଗୋରା ରୁ କମିବାକୁ ଯାଉଛି। ତେବେ ଆମେ ଆଜି ଆପଣଙ୍କ ପାଇଁ ଏକ ଉପାୟ ନେଇକି ଆସିଛି। ତେବେ ଚାଲନ୍ତୁ ଜାଣିବା।ଆମକୁ ଏକ ଆଳୁ ଦରକାର। ଆଳୁର ଚୋପାକୁ ଆମେ ଭଲ ଭାବେ ଛଡେଇଦେବା ଉଚିତ ଅଟେ। ଏହାକୁ ପରିଷ୍କାର ସ୍ଥାନରେ କରିବା ଉଚିତ ଅଟେ। ତାହାପରେ ଆମେ ଏହାକୁ ଭଲ ଭାବରେ ଛେଲିଦେବା ଆବଶ୍ୟକ ଅଟେ। ତାହାପରେ ଆମେ ଏହାକୁ ଛାଣିଦେବା ଆବଶ୍ୟକ ଅଟେ।

ସେହି ଛାଣିଥିବା ଆଳୁ ସହିତ ଆମେ ମୂଲତାନି ମାଟି ବ୍ୟବହାର କରିବା ଆବଶ୍ୟକ ଅଟେ। ତାହାପରେ ଆମକୁ ଟମାଟୋ ଆଣିବାର ଅଛି। ଏହି ଟମାଟୋର ମଝିରୁ ଛୁରୀ ପୁରେଇ ଏହାକୁ ଚିପୁଡ଼ିଦେବାର ଅଛି। ତାହାପରେ ଏହି ସବୁକୁ ଭଲ ଭାବରେ ମିକ୍ସ କରିଦେବାର ଅଛି। ମିକ୍ସ କରିସାରିଲା ପରେ ସେ ଏକ ପେଷ୍ଟ ଭଳି ବନିଯିବ।

ତାହାପରେ ଏହାକୁ ହାତରେ ନେଇ ଧୀରେ ଧୀରେ ଲଗେଇବାର ଅଛି। ତାହାପରେ ଆମକୁ ୧୫ ମିନିଟ ସେମିତି ଛାଡ଼ିଦେବା ଆବଶ୍ୟକ ଅଟେ। ତାହା ପରେ ଦେଖିବେ ଏହା ଆପଣଙ୍କ ରଙ୍ଗକୁ କେମିତି ଉଜ୍ଜ୍ୱଳ କରିବ ଏବଂ ଚମକେଇ ଦେବ। ହେଲେ ପ୍ରାୟ ଲୋକ ମୁହଁ କୁ ସ୍କବ କରନ୍ତି ଏବଂ ତାହାପରେ ପ୍ୟାକ ବ୍ୟବହାର କରନ୍ତି ହେଲେ ଏହା କରିବା ଆବଶ୍ୟକ ନୁହେଁ । ଯେମିତି ଆମେ ଏହି ଆର୍ଟିକିଲ ସାହାଯ୍ୟ ରେ କହିଛୁ ସେମିତି ହିଁ ବ୍ୟବହାର କରନ୍ତୁ।

ଏହା ଫଳରେ ଆମ ନିଜ ଚର୍ମର ପରିବର୍ତ୍ତନକୁ ଜାଣିପାରିବେ। ତେବେ କେମିତି ଲାଗିଲା ଆମକୁ ନିଶ୍ଚିତ ଭାବେ ଜଣାନ୍ତୁ। ଧନ୍ୟବାଦ।

Leave a Reply

Your email address will not be published. Required fields are marked *