June 28, 2025

Odia Express

Here, There and Everywhere

ନିଜ ଶାଶୁକୁ ଖୁସିରେ ରଖନ୍ତି ଏହି ୫ଟି ନାମ ଧାରୀ ଝିଅ – ଆସନ୍ତୁ ଜାଣିବା କେଉଁ ନାମ ଏଥିରେ ସାମିଲ ଅଛନ୍ତି…

1 min read

ନମସ୍କାର ବନ୍ଧୁଗଣ ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ,ଆଜି ଆମେ ଏଠି ଆପଣଙ୍କୁ କହିବୁକି ଶାଶୁଙ୍କ ପଟେଇବାରେ ମାହୀର ହୋଇଥିବା ଏ ପାଞ୍ଚଜଣ ଝିଅଙ୍କ ନାମ।ଯେମିତି କୌଣସି ପୁଅର ମା,ବାପା ନିଜ ପୁଅ ପାଇଁ ଏମିତି ଗୋଟେ ଝିଅକୁ ଖୋଜି ଥାନ୍ତି ସେ ଘର କାମ କାର୍ଯ୍ୟ ସମ୍ବାଳିବା ଶହ ତାଙ୍କର ପୁଅଙ୍କୁ ସମ୍ଭାଳିବ।ଠିକ ସେମିତି ଗୋଟେ ଝିଅ ମନରେ ବାହାଘର ପୂର୍ବରୁ ଶଶୁର ଘରେ ଥିବା ଲୋକଙ୍କ ଗୁଣକୁ ନେଇ ଚିନ୍ତିତ ଥାଏ।ବିଶେଷକରି ଝିଅମାନେ ନିଜର ହେବାକୁ ଥିବା ଶାଶୁଙ୍କୁ ନେଇ ବହୁତ ଚିନ୍ତିତ ଥାଆନ୍ତି।ଆଜି ଆମେ ଜ୍ୟୋତିଷ ଅନୁସାରେ ଏମିତି କିଛି ନାମ କହିବୁ ଯେଉଁମାନଙ୍କର ନିଜ ଶାଶୁ ସହ ବହୁତ ଭଲ ଭାବରେ ପଡିଥାଏ ବା ନିଜ ଶାଶୁଙ୍କୁ ପଟେଇବାରେ ଧୁରନ୍ଦର ଅଟନ୍ତି।

ଆସନ୍ତୁ ଜାଣିବା ସେମାନଙ୍କ ନାମ ବିଷୟରେ A ନାମ ଧାରୀ ଝିଅମାନେ।ଏମାନେ ବହୁତ ଭାଗ୍ୟସାଳି ହୋଇଥାନ୍ତି।ସେ ଯେଉଁ ଘରକୁ ବୋହୁ ହେଇ ଯାଆନ୍ତି ସେ ଘରେ ଆହୁରି ଖୁସି ଓ ସୁଖ ସଂବୃଦ୍ଧି ବଢିଥାଏ।ନିଜ ଭଲ ଗୁଣ ପାଇଁ ସେ ସମସ୍ତଙ୍କ ହୃଦୟରେ ରାଜୁତି କରିଥାନ୍ତି।ସେ ଘରର ସବୁ ଜିମେଦାରୀକୁ ଭଲ ଭାବରେ ତୁଳାନ୍ତି ତେଣୁ ସେ ଶାଶୁଙ୍କର ପ୍ରିଅ ଅଟନ୍ତି।

B ନାମରେ ନାମିତ ଝିଅ ନିଜ ଗୁଣ ଓ ଭଲ ଗୁଣ ପାଇଁ ସେମାନେ ନିଜକୁ ସମସ୍ତଙ୍କ ପାଖରେ ପ୍ରିୟ ପାତ୍ର କରି ପାରନ୍ତି।ଏମାନେ ଘରର ସମ୍ପୁର୍ଣ୍ଣ ବୋଝ ଓ ଦାୟିତ୍ୱକୁ ସୁଚାର ରୂପେ ତୁଲେଇ ଥାଆନ୍ତି।ତାସହିତ ସମସ୍ତଙ୍କ ମାନ ସନ୍ନମାନର ବହୁତ ଭଲ ଭାବରେ ଧ୍ୟାନ ରଖନ୍ତି।ଯେଉଁକାରଣରୁ ଶାଶୁ ସହ ତାଙ୍କର ଭାବ ଦୃଢ ଓ ଟାଣ ହେବାର ଲାଗିଥାଏ।ଏମିତିରେ ସେ ତାଙ୍କର ପ୍ରିଅ ବୋହୁ ହେଇ ତାଙ୍କ ମନରେ ରାଜୁତି କରନ୍ତି।

H ନାମକ ବୋହୁମାନେ ସମ୍ପୂର୍ଣ୍ଣ ସଠିକ ବୋହୁ ହୋଇଥାନ୍ତି,କାହିଁକି ନା ଏମାନଙ୍କ ଭିତରେ ସେ ସବୁ ଗୁଣ ମିଳିଥାଏ ଯାହା ଗୋଟେ ଆଦର୍ଶ ବୋହୁ ଭିତରେ ରହିବା ଦରକାର।ନିଜ ଚେହେରାର ହସ ସମ୍ପୂର୍ଣ୍ଣ ଘରେ ବିତରଣ କରିଥାନ୍ତି ଓ କୁହାଯାଏକି ନିଜ ଶାଶୁକୁ ପଟେଇବାରେ ଧୁରନ୍ଦର ଅଟନ୍ତି।ଏ ନାମର ଝିଅ ଶାଶୁ ଘରେ ସମସ୍ତଙ୍କ ହୃଦୟରେ ଜାଗା ବନେଇ ନେଇଥାନ୍ତି।

S ନାଁ ଧାରି ଝିଅ ଏମାନେ ଦେଖିବାକୁ ବହୁତ ସୁନ୍ଦର,ଆକର୍ଷକ,ଶାନ୍ତ ଓ ସାଧାରଣ ସ୍ୱଭାବର ହୋଇଥାନ୍ତି।ଏମାନେ କେବଳ ଭଲ ଝିଅ ନୁହେଁ ଭଲ ବୋହୁବି ବିବେଚିତ ହୋଇଥାନ୍ତି।ଆଉ ନିଜ ଶଶୁର ଘରର ଲୋକମାନଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।ଏମାନଙ୍କର ଭଲ ସ୍ଵଭାଵ ପାଇଁ ଏମାନେ ନିଜ ଶାଶୁ ଶହ ମା ଝିଅର ସମ୍ପର୍କ ରଖିଥାଆନ୍ତି।ଏମାନେ ନିଜ ଶାଶୂର ମନ ଜିତିବାର ନିଶ୍ଚିନ୍ତ ରୁହନ୍ତି।

P ନାମ ଧାରୀ ଝିଅମାନେ ସ୍ୱଭାବରେ ବହୁତ ମିଳନ ସାରା ଓ ହସମୁଖ ହୋଇଥାନ୍ତି।ନିଜ ଶାଶୁଘର ଓ ଶାଶୁଘରର ଲୋକମାନଙ୍କ ଶହ ମିଳି ମିଶି ଯାଆନ୍ତି ଓ ନିଜ ଶାଶୁ ଶହ ଗହିର ସମ୍ଵନ୍ଧ ବନାନ୍ତି।ଯେଉଁ କାରଣରୁ ସେ ତାଙ୍କ ଶାଶୁର ଲାଡ଼ଲି ହୋଇଥାନ୍ତି।ଏସ ନାମକ ଝିଅ ବହୁତ ଖୁଶ ମିଜାଜର ହୋଇଥାନ୍ତି,ସେ ସମସ୍ତଙ୍କ ହୃଦୟ ଜିତିବାକୁ ଚେଷ୍ଟା କରନ୍ତି,ସେ ନିଜ ଘର ପରିବାରର ଧ୍ୟାନ ନେଇଥାନ୍ତି।ନିଜ ବୁଝାବଣାରେ ଘରର ଓ ନିଜ ପରିବାରର ଯତ୍ନ ନିଅନ୍ତି।

Leave a Reply

Your email address will not be published. Required fields are marked *