June 25, 2025

Odia Express

Here, There and Everywhere

ମଜାଦାର ଜୋକ୍ସ: ବାପଘରୁ ପତ୍ନୀ ସ୍ଵାମୀଙ୍କୁ ଫୋନକରି କହିଲା, ପତ୍ନୀ- ସତରେ ଆପଣନାଙ୍କ ବିନା ମନ ଲାଗୁ ନାହିଁ ତାପରେ ସ୍ୱାମୀ ଯାହା କହିଲେ ହସି ହସି ଗଡିଯିବେ ଆପଣ..

1 min read

ହସିବା ସ୍ୱାସ୍ଥ୍ୟ ପାଇଁ ଲାଭଜନକ ହୋଇଥାଏ, ଏହା ଗୋଟିଏ କଥା ଆମେ ସମସ୍ତଙ୍କ ଠାରୁ ଶୁଣିଥାଉ। ହସିବାର କୌଣସି ସୁଯୋଗ ଛାଡିବା ଉଚିତ ନୁହେଁ। ଏହା ସ୍ୱାସ୍ଥ୍ୟ ନିମନ୍ତେ ଲାଭଜନକ ହୋଇଥାଏ ତାସହ ଆପଣଙ୍କର ସମସ୍ତ ଚିନ୍ତା ମଧ୍ୟ ଦୂର କରିଥାଏ। ଫିଲ୍ମ ‘କାଲ ହୋ ନା ହୋ’ର ଏହି ଲାଇନ ‘ହସୋ ମୁସ୍କୁରାଓ କ୍ୟା ପତା କାଲ ହୋ ନା ହୋ’ ଆମ ସମସ୍ତଙ୍କ ଉପରେ ବିଲକୁଲ ଫିଟ ହୋଇଥାଏ। ଛୋଟିଆ ଜୀବନ ଅଟେ ଏବଂ ସମସ୍ତଙ୍କୁ ଖୁସି ରହିକି କଟେଇବା ଉଚିତ। ଦିନେ ନା ଦିନେ ସମସ୍ତଙ୍କୁ ମରିବାର ଅଛି, କିନ୍ତୁ ଏବେ ପ୍ରଶ୍ନ ହେୟା ଯେ ଖୁସି କିପରି ରହିବା? ଯଦି ଆପଣ ଖୁସି ରହିବାର କାରଣ ଖୋଜୁଛନ୍ତି ତ ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କ ନିମନ୍ତେ କାରଣ ନେଇ ଆସିଛୁ। ଆଜିର ଏହି ପୋଷ୍ଟ ରେ ଆମେ ଆପଣଙ୍କ ନିମନ୍ତେ ଇଣ୍ଟରନେଟରେ ଭାଇରାଲ କିଛି ଏପରି ମଜାଦାର ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ନିଶ୍ଚିତ ଭାବରେ ଆପଣଙ୍କ ହସ ଅଟକିବ ନାହିଁ। ତ ବିଳମ୍ବ କାହିଁକି ଆସନ୍ତୁ ଆରମ୍ଭ କରିବା ହସି ହସିହସେଇବାର ଏହି ସୁନ୍ଦର ପ୍ରକ୍ରିୟା ।

ଗାର୍ଲଫ୍ରେଣ୍ଡ- ପିଇକି କାର ଚଲେଇବ ନାହିଁ, ବହୁତ ଦୁର୍ଘଟଣା ହୁଏ । ପୁଅ- ଧନ୍ୟବାଦ, ତୁମେ ମୋର କେତେ ଧ୍ୟାନ ରଖୁଛ । ସାଙ୍ଗ- ପିଇକି କାର ଚଲେଇବ ନାହିଁ, ବହୁତ ଦୁର୍ଘଟଣା ହୁଏ । ପୁଅ- ଶଳା ବାପାକୁ ଶିଖେଇବା ବନ୍ଦ କର ।

ଜଣେ ବ୍ୟକ୍ତିଙ୍କର ପତ୍ନୀ ବାପଘର ଯାଇଥିଲେ । ପତ୍ନୀ ସ୍ଵାମୀଙ୍କୁ ଫୋନରେ – ଯେବେ ମୋତେ ତୁମେ ମନେ ପଡ଼ୁଛ ତ ତୁମର ଫଟୋ ଦେଖି ନେଉଛି । ସ୍ଵାମୀ- ଆଚ୍ଛା, ଆଉ ମୋର ସ୍ଵର ଶୁଣିବା ପାଇଁ କଣ କରୁଛ??? ପତ୍ନୀ- କିଛି ନାହିଁ, କେବଳ କୁକୁରକୁ ଗୋଇଠା ମାରିଦେଉଛି ।

ହ୍ଵାଟସଆପ ଈଂଷ୍ଟଲ କରିବା ପରେ ବାପା ପୁଅକୁ ମେସେଜ କଲେ… । ବାପା- ଓଏ ଜୋକ୍ସ ପଠା । ପୁଅ- ଏବେ ମୁଁ ପାଠ ପଢୁଛି । କିଛି ସମୟ ପରେ…. ବାପା- ମସ୍ତ ଥିଲା ଆଉ ପଠା ।

ଶିକ୍ଷକ- ଚନ୍ଦ୍ର ଉପରେ ପ୍ରଥମ ପାଦ କିଏ ରଖିଥିଲେ? ପପ୍ପୁ- ନିଲ ଆର୍ମଷ୍ଟ୍ରଙ୍ଗ ରଖିଥିଲେ । ଶିକ୍ଷକ- ଆଉ ଦ୍ଵିତୀୟ? ପପ୍ପୁ- ଦ୍ଵିତୀୟ ମଧ୍ୟ ସେ ରଖିଥିବେ…. ଏକ ଗୋଡ ଖେଳିବା ପାଇଁ ସେ କଣ ଯାଇଥିଲେ କି ।

ସ୍ଵାମୀ 12ବର୍ଷ ପରେ ଜେଲରୁ ମୁକୁଳିଲେ, ମଇଳା ପୋଷାକରେ କ୍ଳାନ୍ତିର ସହ ଘରେ ପହଞ୍ଚିଲେ । ପତ୍ନୀ- କେଉଁଠାରେ ବୁଲୁଥିଲ ଏତେ ବିଳମ୍ବ ପର୍ଯ୍ୟନ୍ତ? ମୁକୁଳିବା ତ 2ଘଣ୍ଟା ହେଇଗଲାଣି । ଏହା ଶୁଣିବା ମାତ୍ରେ ସେ ପୁଣି ଜେଲକୁ ଚାଲିଗଲେ ।

ଏକ ବହୁତ କଳା ଏବଂ କଦାକାର ସ୍ଵାମୀ ନିଜର ପତ୍ନୀଙ୍କୁ । ସ୍ଵାମୀ- ଆମର ସନ୍ତାନ ସୁନ୍ଦର ହେବା ଦରକାର । ପତ୍ନୀ- ଶୁଣ ଭଲ ଭାବରେ ଚିନ୍ତା କର । ଛୁଆ ସୁନ୍ଦର ହେବା ଦରକାର ନା, ଠିକ ଅଛି, ପରେ ମୋତେ କିଛି କହିବନି ।

କରୀନା କପୁର ବାବା ରାମଦେବଙ୍କୁ ପଚାରିଲେ- ସୁନ୍ଦର ଝିଅ ମାନଙ୍କୁ ସ୍ନାନ ପୂର୍ବରୁ କଣ ଲଗେଇବା ଉଚିତ । ବାବା ରାମଦେବ କହିଲେ- ଗାଧୁଆଘରର କୁଣ୍ଡି ।

ଗୋଟିଏ ରାତି ଭିଣୋଇ ନିଜର ଶାଳି ସହିତ ରାସ୍ତା ଉପରେ ବୁଲୁଥିଲେ । ଭିଣୋଇ(ଶାଳିକୁ)- ତୁମ ଦିଦି ସହିତ ବିବାହ କରି ମୋତେ ଏକ ବହୁତ ବଡ ଲାଭ ହେଲା । ଶାଳି- କେଉଁ ଲାଭ? ମୋତେ ମୋର ସଜା ବଞ୍ଚି ଥାଉ ଥାଉ ମିଳିଗଲା ।

ଭାରତରେ ଯଦି ସଡକ ଉପରେ ବରଯାତ୍ରୀ ଚାଲୁଥିବେ ଏବଂ ଆଗରୁ ବସ କିମ୍ବା କାର ଆସିଯାଏ ତ ବରଯାତ୍ରୀରୁ 15ଲୋକ ତୁରନ୍ତ ଟ୍ରାଫିକ ପୋଲିସର ଭୂମିକାରେ ଆସିଯାନ୍ତି ।

ଦିନେ ଚପ୍ପୁ ନାମକ ଏକ ହାତୀ ଝିଅମାନଙ୍କ ଦ୍ଵାରା ତିଆରି ହୋଇଥିବା ବନ୍ଧ ପାର ହେଉଥିଲା ଏବଂ ତା ଉପରେ ଏକ ମୂଷା ବସିଥିଲା । ଯେପରି ଚପ୍ପୁ ହାତୀ ବନ୍ଧର ଅଧା ରାସ୍ତାରେ ପହଞ୍ଚିଲା , ବନ୍ଧ ହଳିବାରେ ଲାଗିଲା । ମୂଷା(ଚପ୍ପୁ ହାତୀକୁ)- ବନ୍ଧର ସେପଟକୁ ଯାଇପାରିବୁ ନା ମୁଁ ତଳକୁ ଓହ୍ଲେଇବି?

ସିଂହଙ୍କ ଭଳି ବଞ୍ଚୁଥିଲୁ ଯେପର୍ଯ୍ୟନ୍ତ ରୋଜଗାର କରିନଥିଲୁ । ଯେବେ ରୋଜଗାର କରିବା ଆରମ୍ଭ କଲୁ ଜୀବନ କୁକୁର ଭଳି ହୋଇଗଲା… ।

ପତ୍ନୀ- ହେଇଟି ସୁନୁଛ, ଖବର କାଗଜରେ ଖବର ଅଛି ଯେ ଜଣେ ବ୍ୟକ୍ତି ନିଜର ପତ୍ନୀକୁ ବିକ୍ରିକରିଦେଲେ । ସ୍ଵାମୀ- ଓହ! କେତେ ରେ? ପତ୍ନୀ- ଗୋଟିଏ ସାଇକେଲ ବଦଳରେ, ହୁଏତ ତୁମେ ମଧ୍ୟ ମୋତେ ଏପରି କରିବ ନାହିଁ ତ? ସ୍ଵାମୀ- ମୁଁ ଏତେ ମୂର୍ଖ ନୁହେଁ, ତୁମ ବଦଳରେ ମୁଁ କାର ଆଣିପାରିବି ।

ବାପଘରୁ ପତ୍ନୀ ସ୍ଵାମୀଙ୍କୁ ଫୋନ କରି କହିଲା…. । ପତ୍ନୀ- ସତରେ ତୁମ ବିନା ମନ ଲାଗୁନି । ସ୍ଵାମୀ- ଆରେ ପାଗଳୀ, ମନ ଲାଗୁ ନାହିଁ ତ ଷ୍ଟାର ଏବଂ ସୋନି ଲଗେଇକି ଦେଖ, ସେମାନେ ମଧ୍ୟ ଭଲ ଚାନେଲ ଅଟନ୍ତି । ତାପରେ ପତ୍ନୀ ଦ୍ଵିତୀୟ ଥର କେବେ କହି ନାହିଁ….

Leave a Reply

Your email address will not be published. Required fields are marked *