June 28, 2025

Odia Express

Here, There and Everywhere

ଏମିତି ସ୍ତ୍ରୀ ଭିକାରୀ ଙ୍କୁ ମଧ୍ୟ କୋଟିପତି କରିଦିଏ – ପ୍ରତ୍ୟେକ ପୁରୁଷ ଦେଖନ୍ତୁ ଜାଣି ରଖନ୍ତୁ ଏହି କଥା…

1 min read

ସ୍ତ୍ରୀ ମାନ ଙ୍କ କର୍ମ ଏବଂ ଭାଗ୍ୟ ର ଅନେକ ମହତ୍ୱ ରହିଥାଏ ସ୍ୱାମୀ ଙ୍କ ଜୀବନ ପାଇଁ। ସ୍ୱାମୀ ଦିନରେ ଯେତେ ପରିଶ୍ରମ କଲେ ମଧ୍ୟ ଯଦି ସ୍ତ୍ରୀ ସ୍ୱାମୀ ପାଇଁ ଶୁଭ କାମନା ଚାହେଁ ନାହିଁ ତେବେ ସ୍ୱାମୀ ଉନ୍ନତି କରି ପାରେ ନାହିଁ।ସ୍ତ୍ରୀ ମାନଙ୍କ ଯଦି ଉତ୍ତମ ଗୁଣ ଥାଏ ତେବେ ଏହା ଦ୍ୱାରା ପୁରୁଷ ମାନଙ୍କ ଭାଗ୍ୟ ମଧ୍ୟ ବଦଳି ପାରିବ। ସ୍ତ୍ରୀ ର ଯଦି ଏହି ବିଶେଷ ଗୁଣ ଥାଏ ତେବେ ସ୍ୱାମୀ ମଧ୍ୟ ସ୍ତ୍ରୀ ବଳରେ ବଳିୟାନ ହୋଇଥାନ୍ତି। ତେବେ ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ କିଛି ଏଭଳି ଗୁଣ ରହିଛି ଯାହାକି ଯଦି କୌଣସି ସ୍ତ୍ରୀ ପାଖରେ ଥାଏ ତେବେ ଖୁବ କମ ସମୟରେ ତା ସ୍ବାମୀ କୋଟିପତି ହୋଇ ପାରିବ।

ଯେଉଁ ସ୍ତ୍ରୀ ନିଜ ସ୍ୱାମୀ ଙ୍କ ଦୁଃଖ ସୁଖ ରେ ଭାଗୀ ହୁଏ- ସ୍ତ୍ରୀ ହେଉଛି ସ୍ୱାମୀ ର ଅର୍ଧଙ୍ଗିନୀ ତେଣୁ କେବେ ମଧ୍ୟ ନିଜ ସ୍ୱାମୀ ଙ୍କ ସାଥ ଛାଡ଼ିବା ଉଚିତ ନୁହେଁ। ଯଦି ସ୍ତ୍ରୀ ସ୍ୱାମୀ ର ଦୁଃଖରେ ତାକୁ ସାହସ ନଦେଵ ତେବେ ସ୍ୱାମୀ ହାରିଯାଏ।ସ୍ୱାମୀ ଙ୍କ ସାଥିରେ ରହିବା ସ୍ତ୍ରୀ ର ପ୍ରଥମ କର୍ତ୍ତବ୍ୟ ଅଟେ।

ସ୍ୱାମୀ ଙ୍କୁ ସତ୍ୟ କହିବା ;-ପତିବ୍ରତା ନାରୀ ସେ ହୋଇଥାଏ ଯିଏ ନିଜ ସ୍ୱାମୀ ଙ୍କୁ କୌଣସି କଥା ଲୁଚାଇ ନଥାଏ। ସବୁବେଳେ ନିଜ ସ୍ୱାମୀ ଙ୍କ ସମ୍ମୁଖରେ ସତ କଥା କହିଥାଏ। ଏଭଳି ସ୍ତ୍ରୀ କେବେ ହେଲେ ଘରେ କଳହ ହେବାକୁ ଦିଏ ନାହିଁ। ତାର ସମ୍ପର୍କ କେବେ ମଧ୍ୟ ଭାଙ୍ଗେ ନାହିଁ।

ଘରେ ଧନ ର ହିସାବ ରଖିବା ;- ଯେଉଁ ସ୍ତ୍ରୀ ସ୍ୱାମୀ ର ଧନ କୁ ସଞ୍ଚୟ କରିବାରେ ସହାୟକ କରେ ସେହି ଘରର ଉନ୍ନତି ଖୁବ ଶୀଘ୍ର ହୋଇଥାନ୍ତି। ଏହା ଦ୍ୱାରା ମାତା ଲକ୍ଷ୍ମୀ ବହୁତ ଖୁସି ପ୍ରସନ୍ନ ମଧ୍ୟ ହୋଇଥାନ୍ତି।

ସ୍ୱାମୀ ଙ୍କ ସମ୍ମାନ କରିବା;- ଯେଉଁ ସ୍ତ୍ରୀ ସର୍ବଦା ସ୍ୱାମୀ ର ଆଦର ତଥା ସମ୍ମାନ କରିଥାଏ ସେଭଳି ସଂସାର ରେ କେବେ ହେଲେ କଳହ ର ବାସ ନଥାଏ।ତେଣୁ କୌଣସି ପରିସ୍ଥିତିରେ ମଧ୍ୟ ସ୍ତ୍ରୀ କୁ ସ୍ୱାମୀ ର ଅନାଦର ଅସମ୍ମାନ କରିବା ଉଚିତ ନୁହେଁ।ଏହି ଗୁଣ ଥିବା ସ୍ତ୍ରୀ ର ସ୍ୱାମୀ ସବୁବେଳେ ଆଗକୁ ବଢ଼ିଥାନ୍ତି ଏବଂ ଜୀବନରେ ଅନେକ ସଫଳତା ମଧ୍ୟ ପାଇଥାନ୍ତି।

Leave a Reply

Your email address will not be published. Required fields are marked *