June 27, 2025

Odia Express

Here, There and Everywhere

ସକାଳେ ଖାଲି ପେଟରେ ଗରମ ପାଣି ପିଇବା ଦ୍ୱାରା ଶରୀର ରେ ଯାହା ହେବ ତାହା ଆପଣ କେବେ ଭାବି ନଥିବେ…

କଣ ଆପଣ କେବେ ଭାବିଛନ୍ତି କି ଆମ ଶରୀର ପାଇଁ ଗରମ୍ ପାଣି କେତେ ଫାଇଦା ଦେଇଥାଏ। ଆମ ଶରୀର ରେ ଯଦି ହଜମ ସମସ୍ୟା ଦେଖା ଯାଇଥାଏ ତ ଆମକୁ ଗରମ ପାଣିର ସେବନ କରିବା ଦରକାର ଆଉ ତାହା ବି ଖାଲି ପେଟରେ। ଏକ ଇଣ୍ଟରନେଟ ର ରିପୋର୍ଟ ରୁ ଜଣା ପଡ଼ିଛି କି ଭାରତର ୭୦% ରୁ ୭୫% ଲୋକ ସକାଳୁ ଉଠିକି ଗରମ ଚା ଅଥବା କଫି ପିଇବାକୁ ପସନ୍ଦ କରନ୍ତି। ଯେତେବେଳେ କି ଗରମ ପାଣି ପିଇବାରେ କମ ଖର୍ଚ୍ଚ ଆଉ ଅଧିକ ଫାଇଦା ଥାଏ। ଚା ତଥା କଫି ପିଇବା ଦ୍ୱାରା ଆମକୁ କବ୍ଜ ତଥା ପେଟର ଅନେକ ପ୍ରକାର ର ସମସ୍ୟା ଦେଖା ଦେଇ ଥାଏ। ଆଜି ଆମେ ଆପଣଙ୍କ ପାଖରେ ଗରମ ପାଣିର କିଛି ଅନେକ ଫାଇଦା କହିବାକୁ ଯାଉଛୁ। ଆସନ୍ତୁ ଜାଣିବା

୧: ରୋଗ ପ୍ରତିରୋଧକ ଶକ୍ତି ବଢାଏ: ଅନେକ ଲୋକ ଥାଆନ୍ତି ଯିଏ କି ସମୟେ ସମୟେ ରୋଗ ରେ ପଡିଯାନ୍ତି ଆଉ ଔଷଧ ଖାଇବାରେ ଲାଗି ଯାଆନ୍ତି। ମାତ୍ର ସେମାନଙ୍କ ପାଇଁ ଔଷଧ ଖାଇବା ବଦଳରେ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼େଇବା ଦରକାର। ଗରମ ପାଣି ପିଇବା ଦ୍ୱାରା ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢି ଥାଏ।

୨: ପାଚନ ଶକ୍ତି ବୃଦ୍ଧି କରାଏ: ସକାଳୁ ଖାଲି ପେଟରେ ଗରମ ଓଆଣି ପିଇବା ଦ୍ୱାରା ଆମର ହଜମ ଶକ୍ତି ମଜବୁତ ହେଇଥାଏ।।

୩: ସ୍କିନ କୁ ଯବାନ ବନେଇକି ରଖେ: ବହୁତ ସମୟରେ ଆମ ମୁହଁ ରେ ବୟସ ଆଗରୁ ହି କୁଂଚ ଆସିବାକୁ ଲାଗିଯାଏ ମାତ୍ର ଆମେ ଗରମ ପାଣି ପିଇବା ଦ୍ୱାରା ତାହା ଆମ ତ୍ୱଚା କୁ ଯବାନ ବନେଇକି ରଖେ।

୪: ରକ୍ତ ସଞ୍ଚାଳନ କୁ ଅଧିକ କରେ: ଗରମ ପାଣି ସକାଳୁ ଖାଲି ପେଟରେ ପିଇବା ଦ୍ୱାରା ଆମ ଶରୀର ର ରକ୍ତ ସଞ୍ଚାଳନ ର ମାତ୍ରା ବୃଦ୍ଧି ହେଇଥାଏ ଯାହା କି ଆମ ପାଇଁ ଅତ୍ୟନ୍ତ ଫାଇଦା ଦାୟକ ହେଇଥାଏ।

୫: ଆଣ୍ଠୁ ଗଣ୍ଠି ଦରଜ ଠିକ ହେଇଯାଏ: ଗରମ ପାଣି ଆମ ଆଣ୍ଠୁ ଗଣ୍ଠି କୁ ଚିକ୍କଣ କରେ ଯାହାଦ୍ୱାରା କି ଆମ ଆଣ୍ଠୁ ଦର୍ଜ ଠିକ ହୁଏ।

୬:ତ୍ୱଚା ଜନିତ ଇଂଫେକ୍ସନକୁ ଠିକ କରେ: ଗରମ ପାଣି ଆମ ଶରୀର ଭିତରର ଅନେକ ମଇଳା ସଫା କରେ। ତେଣୁ ଏହାକୁ ସେବନ କରିବା ଦ୍ୱାରା ତ୍ୱଚା ଉପରର ସମସ୍ତ ପିଂପଲ ଭଳି ରୋଗ ଛାଡିଯାଏ।

୭: ଅନାବଶ୍ୟକ ଚର୍ବିକୁ ଦୂର କରେ: ଗରମ ପାଣି ଆମ ଶରୀର ଭିତରେ ମେଟା ବୋଲିଯିମ କୁ ବଢାଏ ଯାହାଦ୍ୱାରା କି ଏହା ଆମ ଶରୀର ର ଅନାବଶ୍ୟକ ଚର୍ବି କୁ ଦୂର କରିଥାଏ।।

Leave a Reply

Your email address will not be published. Required fields are marked *