June 27, 2025

Odia Express

Here, There and Everywhere

ଚେହେରା ଏମିତି ଗୋରା ଏବଂ ଚମକିବ ଆପଣ ଦେଖିକି ହିଁ ରହିଯିବେ- ଜାଣନ୍ତୁ ଉପାୟ..

ଯଦି ଆପଣଙ୍କ ଚର୍ମରେ ଦାଗ ହୋଇଛି କିମ୍ବା ମଉଳି ଯାଇଛି କିମ୍ବା ଯଦି ଆପଣଙ୍କ ଚର୍ମ ତେଲିଆ ଅଟେ ତେବେ ଏହି ଆର୍ଟିକିଲ ଆପଣଙ୍କ ପାଇଁ ଅଟେ। ତେବେ ଆସନ୍ତୁ ଜାଣିବା ।ଆମେ ଆଜି ଯେଉଁ କଥା କହିବୁ ଯଦି ତାହାକୁ ନିଜ ମୁଁହରେ ଲଗାଇଲେ ତେବେ ଆପଣଙ୍କ ଚର୍ମ ଟାଇଟ ହୋଇଥାଏ ଏବଂ ଦାଗ ବନ୍ଦ ହୋଇଥାଏ। ଯେଉଁମାନଙ୍କ ଚର୍ମ ତେଲିଆ ସେହି ମାନେ ହିଁ ଏହି ଜିନିଷ ଲଗେଇପାରିବେ।ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ଅଟା ନିଅନ୍ତୁ। ଯଦି ଆପଣ ଅଟାକୁ ନିଜ ଚେହେରାରେ ଲଗାନ୍ତି ତେବେ ଆପଣଙ୍କ ଚେହେରା ସୁନ୍ଦର ଦେଖାଯାଇଥାଏ। ଦୁଇ ଚାମଚ ଅଟା ନେବାକୁ ଅଛି। ତାହାପରେ ଏଥିରେ ହଳଦୀ ପାଉଡର ପକେଇବାର ଅଛି। ହଲଦୀରେ ଆଣ୍ଟି ଫଙ୍ଗଲ ଗୁଣ ଥାଏ। କେଉଁବି ପ୍ରକାର ଇଂଫେକ୍ସନରୁ ଏହା ଆପଣଂକୁ ରକ୍ଷା କରିଥାଏ।

ତାହାପରେ ଅଟାରେ ଅଧା ଚାମଚ ହଳଦୀ ପାଉଡର ପକେଇବାର ଅଛି। ତାହାପରେ ଅଧା ଚାମଚ ମହୁ ପକେଇବାର ଅଛି। ଚର୍ମ କୁ ଚମକେଇବାର କାମ ମହୁ କରିଥାଏ। ତାହାପରେ ନିଜ ଆବଶ୍ୟକତା ଅନୁସାରେ ୨ ଚାମଚ କିମ୍ବା ୩ ଚାମଚ ଗୋଲାପ ଜଳ ମିଶାନ୍ତୁ | ତାପରେ ଏହାକୁ ଭଲ ଭାବରେ ଫେଣ୍ଟି ନିଜ ଚର୍ମରେ ଲାଗେଇବାର ଅଛି। ଏହି ପେଷ୍ଟକୁ ଲଗାଇବା ପୂର୍ବରୁ ନିଜ ଚେହେରାକୁ ଧୋଇଦେବା ଆବଶ୍ୟକ ଅଟେ। ତାହାପରେ ନିଜ ଆଙ୍ଗୁଠି ସାହାଯ୍ୟରେ ଏହାକୁ ଧୀରେ ଧୀରେ ଲଗାନ୍ତୁ।

ଏହା ପରେ ଆପଣ ୧୫ ରୁ ୨୦ ମିନିଟ ଏହାକୁ ଶୁଖିବା ପାଇଁ ଛାଡିଦିଅନ୍ତୁ। ଯତେବେଳେ ଏହା ଶୁଖିଯିବ ସେତେବେଳେ ଥଣ୍ଡା ପାଣିରେ ଆପଣ ଏହାକୁ ଧୋଇଦିଅନ୍ତୁ। ତାହାପରେ ଆପଣ ନିଜ ଚର୍ମର ଚମକ ଦେଖିପାରିବେ। ଏଥିରେ ବ୍ୟବହାର କରାଯାଇଥିବା ସବୁ ଜିନିଷ ଘରୋଇ ଅଟେ ଯାହା ଆପଣଙ୍କ ଚର୍ମକୁ ଗୋରା ଏବଂ ଚମକ ଦାର କରିବାରେ ସହାୟକ ହେବ।

Leave a Reply

Your email address will not be published. Required fields are marked *