June 25, 2025

Odia Express

Here, There and Everywhere

ଜାଣନ୍ତୁ ଘୁମୁରି ପାରାଙ୍କର ଘରକୁ ଆସିବା ଶୁଭ ହେଇଥାଏ ନା ଅଶୁଭ – ନିଶ୍ଚୟ ଜାଣିରଖନ୍ତୁ ନଚେତ..

ଆଜି ଆମେ ଆପଣଙ୍କ ପାଖରେ ପକ୍ଷୀ ମାନଙ୍କର ବିଶେଷତା କହିବାକୁ ଯାଉଛୁ। ଆଜି ଆମେ କହିବାକୁ ଯାଉଛୁ କି ଯେଉଁ ଘୁମୁରି ପାରା ମାନଙ୍କର ଘରେ ପଶିବା ଆମ ପାଇଁ ଶୁଭ ହେଇଥାଏ କି ଅଶୁଭ ହେଇଥାଏ। ଆମେ ଜାଣିବା ଦରକାର କି ପକ୍ଷୀ ମାନଙ୍କର ପ୍ରଜାତି ତଥା ତାଙ୍କର ପୁରା ସମୂହ ବୁଧ ଗ୍ରହ କୁ ପ୍ରକାଶ କରିଥାଏ। ବୁଧ ଗ୍ରହ ଦୁଇଟି ଗ୍ରହ ର ମୋଶ୍ରଣ ରୁ ହେଇଥାଏ। ଏହି ଗ୍ରହ ହେଉଛି ବୃହଷ୍ପତ୍ତି ଆଉ ରାହୁ। ତ ଯେଉଁ ପକ୍ଷୀମାନେ ଆମ ପାଇଁ ବୁଧ ଗ୍ରହଙ୍କର ବାର୍ତ୍ତା ଧାରକ ହେଇଥାନ୍ତି। ତ ସେମାନେ ଦୁଇଟି ବାର୍ତା ପ୍ରଚାର କରନ୍ତି। ପ୍ରଥମେ ସେମାନେ ବୃହଷ୍ପତ୍ତି ଙ୍କର ବାର୍ତ୍ତା ପ୍ରଚାର କରନ୍ତି ଯାହା କି ଧନ ତଥା ଖୁସି ର ବାହକ ହେଇଥାନ୍ତି।

ଦ୍ୱିତୀୟ ଭାବେ ସେମାନେ ରାହୁ ର ବାର୍ତ୍ତା ପ୍ରଚାର କରନ୍ତି ଯାହା କି ଅଶୁଭ ତଥ୍ୟ ତଥା ଦୁଃଖ ର ପ୍ରତୀକ ହେଇଥାଏ। ଆଜି ଆମେ ଜାଣିବା କି ଘୁମୁରି ପାରା ମାନଙ୍କର ଘରକୁ ଆସିବାର ମହତ୍ତ୍ୱ କଣ ହେଇଥାଏ। କାରଣ ଯେତେବେଳେ ଘୁମୁରି ପାରା ଆମ ଘରେ ବସା ବନେଇବା ଆରମ୍ଭ କରେ କିଛି ବୁଢା ଲୋକ ତାକୁ ଅଶୁଭ ତଥା ଧନ ନାଶକ କୁହନ୍ତି ଆଉ ତାଙ୍କର ବସା କୁ ବିଗାଡିବା ପାଇଁ କୁହନ୍ତି।
ମାତ୍ର ଏହି ଘୁମୁରି ପାରା ଆମ ମାନଙ୍କ ପାଇଁ ଶାନ୍ତି ବାହକ ବି ହେଇପାରନ୍ତି। ପୂର୍ବ ଜମାନା ରେ ଘୁମୁରି ପାରା ମାନଙ୍କୁ ଶାନ୍ତି ର ପ୍ରତୀକ ମାନା ଯାଉଥିଲା। ଧଳା ରଙ୍ଗ ର ପାରା ମାନଙ୍କୁ ଶାନ୍ତି ଦୂତ ଭାବେ ପଠା ଯାଉଥିଲା। ସେମାନଙ୍କ ପାଇଁ ଏହା ଏକ ଶାନ୍ତି ର ବାହକ ଥିଲା।

ତେଣୁ ଆପଣ ତାଙ୍କର ନିଅତି କୁ ଖରାପ କରନ୍ତୁ ନାହିଁ। ଘରକୁ ଆସିବା କ୍ଷଣି ହି ଆପଣ ତାଙ୍କୁ ଗୋଡେଇ ନ ଦେଇ ତାଙ୍କ ସ୍ନେହ ତଥା ପ୍ରେମ ଦିଅନ୍ତୁ। କାରଣ ସେମାନେ ଶାନ୍ତି ତଥା ରାହୁ ର ବାହକ ହେଇଥାନ୍ତି ଆଉ ସେମାନେ ଯେଉଁ କାମ ପାଇଁ ଆସିଥାନ୍ତି ତାହା ପୁରା ହେବା ନିହାତି ଦରକାର। ଆପଣ ଯଦି ତାଙ୍କୁ ଘରକୁ ଆସିଲେ ଦାନା ଖାଇବାକୁ ଦେବେ ତ ଆପଣ ରାହୁ ତଥା ବୃହଷ୍ପତ୍ତି କୁ ଖୁସିରେ ରଖି ପାରିବେ। ମାତ୍ର ଯଦି ଆପଣ ତାଙ୍କୁ ଖାଇବା ନ ଦେଇ ତାଙ୍କୁ ଖାଲି ଗୋଡେଇବେ ତ ସେମାନେ ପ୍ରସନ୍ନ ହେବେ ନାହିଁ ଆଉ ଆପଣଙ୍କ ଉପରେ ଖରାପ ପ୍ରଭାବ ପଡିବ।

ବେଳେବେଳେ ନଜର ଆସେ କି ଆପଣଙ୍କ ଘରକୁ ଆସିଥିବା ଘୁମୁରି ପାରା ମାନେ ଆପଣଙ୍କ ଘର ଆଗରେ ଝାଡା ପକାନ୍ତି। ଏହାକୁ ଆପଣ ସଫା କରିବା ଦରକାର କାରଣ ଏହାକୁ ସଫା ନ କଲେ ତାହା ରାହୁକୁ ପ୍ରଶ୍ନ କରେଇ ନଥାଏ। ଏହାଦ୍ୱାରା ଆପଣଙ୍କ ଘରେ ଅଶାନ୍ତି ଲାଗି ରହିଥାଏ। ତେଣୁ ଆପଣ ଏହାକୁ ଭଲ ଭାବେ ସଫା କରନ୍ତୁ ଆଉ ତାକୁ ଆପଣ ଭଲ ଭାବେ ଖାଇବାକୁ ଦିଅନ୍ତୁ।

ଏହାଦ୍ୱାରା ତାଙ୍କର ମନୋଭାବ ବଦଳି ଯିବ ଆଉ ଆପଣଙ୍କ ଘରେ ଖୁସି ଜାତ ହେବ। ଆପଣ ତାଙ୍କୁ ଦାନା ଖୁଏଇବା ଦ୍ୱାରା ଆପଣଙ୍କ ଘରର ସମସ୍ତ ନକାରାତ୍ମକ ଶକ୍ତି ସକାରାତ୍ମକ ଶକ୍ତି ରେ ପରିବର୍ତ୍ତିତ ହେଇଯାଏ। ଆଉ ଆପଣ ଯଦି ବାହାରେ ବି ତାଙ୍କୁ ଦେଖନ୍ତି ତ ଦାନା ଖୁଏଇବା ପାଇଁ ଚେଷ୍ଟା କରନ୍ତୁ।

Leave a Reply

Your email address will not be published. Required fields are marked *