ଏହି ତିନୋଟି ନାମର ମହିଳା ବାହାଘର ପରେ ସ୍ୱାମୀଙ୍କୁ ସବୁବେଳେ ଖୁସ୍ ରଖିଥାନ୍ତି – ଆସନ୍ତୁ ଜାଣିବା କେଉଁ କେଉଁ ନାମର ମହିଳା ଏଥିରେ ସାମିଲ..
1 min readଏଥିରେ କୌଣସି ସନ୍ଦେହ ନାହିଁ ବାହାଘର ପରେ ସମସ୍ତଙ୍କ ଜୀବନରେ ପରିବର୍ତ୍ତନ ଆସିଯାଏ । ହଁ ଆଜ୍ଞା, ଯେଉଁଠି ଝିଅମାନେ ବାହାହେବାପରେ ସବୁ କିଛି ନୁଆ ହୋଇଥାଏ , ଏମିତି ତାଙ୍କ ଘର ବଦଳିଯାଏ , ସେମିତି ପୁରୁଷମାନଙ୍କର ଜୀବନରେ ନୁଆ ଜୀବନସାଥୀ ଏଣ୍ଟ୍ରି ନେଇଥାନ୍ତି । ମାନେ କହିଲେ କେବଳ ଝିଅ ନୁହେଁ ପୁରୁଷ ମାନଙ୍କ ଜୀବନରେ ବି ପରିବର୍ତ୍ତନ ଆସିଥାଏ । ସେମିତି ଝିଅମାନଙ୍କୁ ଏହି ବାହାଘର ପାଇଁ ବୁଝାମଣା କରିବାକୁ ପଡେ । କିନ୍ତୁ ସେମାନେ ଯାହାକୁ ପ୍ରେମ କରନ୍ତି ତାଙ୍କ ସହ ବୁଝାମଣା କରିବାକୁ ପଡେ ନାହିଁ । କିନ୍ତୁ ଏହି କଥା ଠିକ୍ ଯେ ପୁରୁଷମାନଙ୍କୁ ନିଜ ଜୀବନସାଥୀଙ୍କୁ ଖୁସିରେ ରଖିବା ଜରୁରୀ ଅଟେ , ତେବେ ସେମିତି ଝିଅମାନଙ୍କର ବି ଦାୟିତ୍ୱ ରୁହେ କି ସେମାନେ ନିଜ ସ୍ୱାମୀଙ୍କୁ ବି ଖୁସିରେ ରଖିବେ ।
ସେମିତି ଦେଖିବାକୁ ଗଲେ କାହାର ନା କାହାର ଜୀବନରେ ଖୁସିର ବାତାବରଣ ଆସିଯାଏ ଓ ତ ଆଉ କେତେକଙ୍କ ଜୀବନରେ ଦୁଃଖର ପାହାଡ ଆସିଯାଏ , ସେଥିପାଇଁ କୁହାଯାଏ କି ଦୁହେଁ ଦମ୍ପତି ପରସ୍ପର ସହ ଉତ୍ତମ ବୁଝାମଣା ସହ ଖୁସିରେ ରହିବା ଉଚିତ୍ , ଖାସ୍ କରି ସ୍ତ୍ରୀ ମାନେ ନିଜ ସ୍ୱାମୀମାନଙ୍କୁ ଖୁସିରେ ରଖନ୍ତୁ , ଆଜି ଆମେ ଏମିତି ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏକି ବାହାହେବାପରେ ବହୁତ ଖୁସିରେ ରହିବେ , ଯେଉଁ ଝିଅମାନଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ , ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।
୧) ଯେଉଁ ଝିଅମାନଙ୍କର ନାଁ A ଅକ୍ଷରରୁ ଆରମ୍ଭ ହୋଇଥାଏ , ସେ ନିଜ ସ୍ୱାମୀଙ୍କୁ ସର୍ବଦା ଖୁସିରେ ରଖନ୍ତି , ସେଥିପାଇଁ ସେମାନେ ପଇସାକୁ କମ୍ ପରସ୍ପରଙ୍କୁ ଅଧିକା ଭଲ ପାଇଥାନ୍ତି , ଯଦି ଆପଣଙ୍କ ଜୀବନରେ ଏହି ଅକ୍ଷରରୁ ନାଁ ର ଝିଅ ଅଛନ୍ତି , ତେବେ ଚିନ୍ତା କରିବା ଦରକାର ନାହିଁ ।
୨) ଏହା ଛଡା ଯେଉଁ ଝିଅମାନଙ୍କର ନାଁ S ଅକ୍ଷରରୁ ଆରମ୍ଭ ହୋଇଥାଏ । ସେମାନେ ନିଜ ସ୍ୱାମୀଙ୍କୁ ବହୁତ ଭଲ ପାଆନ୍ତି , ଓ ସେମାନେ ସବୁ ସୁଖ ଦୁଃଖରେ ନିଜ ଜୀବନସାଥୀର ସାଥ୍ ଦିଅନ୍ତି , ଏହା ଛଡା ସେମାନେ କୌଣସି ଜିନିଷ ପାଇଁ ଜିଦ୍ଦ କରନ୍ତି ନାହିଁ ଓ ସ୍ୱାମୀଙ୍କୁ ସର୍ବଦା ଖୁସିରେ ରଖନ୍ତି ।
୩) ଏମିତି ଯେଉଁ ଝିଅମାନଙ୍କର ନାଁ B ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନେ ନିଜ ସ୍ୱାମୀଙ୍କୁ ବହୁତ ଖୁସିରେ ରଖନ୍ତି , ସେମାନେ କେବେ ବି ନିଜ ଜୀବନସାଥୀଙ୍କ ଆଗରେ ମିଛ କହନ୍ତି ନାହିଁ , ଓ ଧୋକା ଦିଅନ୍ତି ନାହିଁ , ଏମିତି ବି ସେମାନେ ଯଦି ଆପଣଙ୍କ ଜୀବନରେ ଆସନ୍ତି ଆପଣଙ୍କ ଜୀବନ ପୁରା ପରିବର୍ତ୍ତନ ହୋଇଯିବ ,
ଏହା ଆମେ କହୁନୁ କି ବାକି ଝିଅମାନେ ବାହାଘର ପରେ ନିଜ ସ୍ୱାମୀଙ୍କ ସହ ଭଲ ବ୍ୟବହାର କରିବେ ନାହିଂମ୍ , ଆମେ ସେହି ଝିଅମାନଙ୍କର ବିଷୟରେ କହୁଛୁ ଯିଏ ବାହାଘର ପରେ ନିଜ ସ୍ୱାମୀଙ୍କୁ ଖୁସିରେ ରଖିବେ , ସେମିତି ଆପଣ ବିଶ୍ୱାସ କରନ୍ତୁ କି ନାହିଁ , ଏହା ଆପଣଙ୍କ ଉପରେ ନିର୍ଭର କରେ । ସେମିତି ଆମେ କହିବୁ କି ଆପଣଙ୍କ ଜୀବନସାଥୀଙ୍କ ନାଁ ଯେଉଁ ଅକ୍ଷରରୁ ଆରମ୍ଭ ହେଉ କିନ୍ତୁ ନିଜ ବୈବାହିକ ଜୀବନ ସୁଖମୟ ହେଉ ।