June 21, 2025

Odia Express

Here, There and Everywhere

କରନ୍ତୁ ଏହି ସଧାରଣ ଉପାୟ ପଙ୍ଖା ଆହୁରି ଜୋରରେ ଘୁରିବ – ଥରେ ଏହି ଉପାୟ କରି ଦେଖନ୍ତୁ ..

ଉପରେ ଲାଗୁଥିବା ପଙ୍ଖା ପ୍ରଥମେ ପ୍ରଥମେ ଯେତେ ସ୍ପୀଡ଼ ରେ ବୁଲେ। କିଛି ବର୍ଷ ଗଲା ପରେ ତାହା କିନ୍ତୁ ଏତେ ସ୍ପୀଡ଼ ରେ ଆଉ ବୁଲେ ନାହିଁ।ଏଥିପାଇଁ ଦୁଇଟି କାରଣ ରହିଛି। କାପସିଟର ରେ ମଇଳା ଆସିଯିବ କିମ୍ବା ଖରାପ ହେବା ଏବଂ ଫ୍ୟାନ ଭିତରେ ରେ ଜଙ୍କ ଫସି ରହିବା ତେବେ ଏଥି ପାଇଁ କିଛି ସାଧାରଣ ଟିପ୍ସ ରହିଛି ଯାହାକୁ ଫଲୋ କରିଲେ ଆପଣ ଦେଖିବେ ଯେ ଏହାପରେ ଫ୍ୟାନ ବହୁତ ସ୍ପୀଡ଼ ରେ ବୁଲିବାକୁ ଲାଗିବ।ତେବେ ଆର୍ଟିକିଲ ଟିକୁ ସମ୍ପୂର୍ଣ୍ଣ ପଢ଼ନ୍ତୁ।

ପ୍ରଥମେ ପଙ୍ଖା କୁ ଖୋଲି ନିଅନ୍ତୁ ଏବେ ଏହାର ମେନ ପାର୍ଟ ଟିକୁ ଖୋଲି ଦିଅନ୍ତୁ। ଏହାର ମଝି ଅଂଶ କୁ ଖୋଲି ଦେଖନ୍ତୁ। ଯଦି ଏଥିରେ ଜଙ୍କ କିମ୍ବା ଧୂଳି ଲାଗିଥାଏ ତେବେ ଏହାକୁ ସଫା କରି ଦିଅନ୍ତୁ। ଏବେ ଆପଣଙ୍କୁ ଆବଶ୍ୟକ ରହିଛି ଆଉ ଗୋଟିଏ କାପାସିଟର। ଯଦି ଆପଣଙ୍କ ପଙ୍ଖା ବହୁତ ପୁରୁଣା ଅଟେ ତେବେ ନୂଆ କାପାସିଟର ଲଗାନ୍ତୁ। ଏହା ବହୁତ ଫାଇଦା ଦେବ।

ଏବେ ପୁରୁଣା କାପାସିଟର କୁ ଖୋଲି ଦିଅନ୍ତୁ। ଦୁଇଟି କପସିଟର ର ତାର କୁ ଭଲ ଭାବେ ପ୍ରଥମ ରୁ କାଟି ତୀକ୍ଷ୍ଣ କରି ନିଅନ୍ତୁ ଏବେ ଦୁଇଟି କାପସିଟର ର ତାର କୁ ଯୋଡି ଦିଅନ୍ତୁ। ଏବେ ଏହାକୁ ଫ୍ୟାନ ର ପଇଣ୍ଟ ସହ ଯୋଡି ଦିଅନ୍ତୁ। ଏବେ ଆପଣଙ୍କ ଦୁଇଟି ତାର ସମ୍ପୂର୍ଣ୍ଣ ଭାବେ ପଙ୍ଖା ସହ ଯୋଡି ଦିଅନ୍ତୁ।ଏବେ ଆପଣଙ୍କ ପଙ୍ଖା ବୁଲିବା ପାଇଁ ପ୍ରସ୍ତୁତ ହୋଇଯାଇଛି। ଏବେ ଭଲ ଭାବରେ ମୋବିଲ କିମ୍ବା ତେଲ ଦେଇ ଫ୍ୟାନ ର ସରକଲ କୁ ପୋଛି ଦିଅନ୍ତୁ। ଏବେ ଏହାକୁ ପୁନଃ ସ୍ଥାପନ କରିଦିଅନ୍ତୁ। ଏବେ ଦେଖନ୍ତୁ ଫ୍ୟାନ କେତେ ସ୍ପୀଡ଼ ରେ ଘୁରୁଛି। ଫ୍ୟାନ ପୂର୍ବ ଅପେକ୍ଷା ଆହୁରି ଦ୍ରୁତ ଗତି ରେ ବୁଲିବ ଏବଂ ଭଲ ପବନ ମଧ୍ୟ ହେବ।

Leave a Reply

Your email address will not be published. Required fields are marked *