June 22, 2025

Odia Express

Here, There and Everywhere

ତିନି ଦିନ ଲଗାତାର ସକାଳୁ ପାନ ପତ୍ର ଆଉ ଚୁନ ଖାଇ ନିଅନ୍ତୁ – ଫାଇଦା ଏପରି ହେବ ଯେ ଆପଣଙ୍କ ଗୋଡ଼ ତଳୁ ମାଟି ଖସିଯିବ…

1 min read

ଆମେ ସାଧାରଣ ଭାବେ ପାନ ଖାଇ ନଥାଉ ମାତ୍ର ଯଦି ଆମ ପାଖରେ ଅଥବା ଆମ ଆଗରେ କାହାକୁ ପାନ ଖାଉଥିବାର ଦେଖୁ ତ ଆମକୁ ବହୁତ ଆଜିବ ଲାଗେ ଆଉ ବହୁତ ନୁଙ୍ଗୁର ବି ଲାଗେ। ଆଜି ଆମେ କହି ରଖୁଛୁ କି ପାନ ଆମ ପାଇଁ ହାନିକାରକ ହେଇନଥାଏ। ମାତ୍ର ପାନରେ ବାହାରୁଥିବା ସେହି ଲାଲ ଲାଲ ଲାଳ ଭଳି ପାଣି ଆମ ପାଇଁ ହାନିକାରକ ହେଇଥାଏ। ପାନରେ ଚୂନ ଲଗେଇକି ଖାଇବା ଦ୍ୱାରା ଆମ ଶରୀର କୁ ଫାଇଦା ମିଳି ଥାଏ କାରଣ ପାନ ଆଉ ଚୂନ ଆମ ପାଇଁ ବହୁତ ଫାଇଦା ଦେଇଥାଏ। ତ ଆଜି ଆମେ ସେହି ପାନ ଆଉ ଚୂନ ର ମିଳିତ ଫାଇଦା ବାବଦରେ କହିବାକୁ ଯାଉଛୁ ଯାହା କି ଆମ ପାଇଁ ତଥା ଆମ ଶରୀର ପାଇଁ କେତେ ଫାଇଦା ଦେଇଥାଏ। ତ ଆସନ୍ତୁ ଜାଣିବା।

ଆମେ ଆପଣଙ୍କ ପାନର କିଛି ଜବରଦସ୍ତ ଫାଇଦା କହିବାକୁ ଯାଉଛୁ ଯାହା କି କିଛି ବି ରୋଗ ଭଲ କରିପାରେ। କାରଣ ପାନ ଆମ ପାଇଁ କେବେ ବି ଖରାପ ହେଇନଥାଏ। ଏହା ପାଇଁ ଆପଣଙ୍କୁ କିଛି କାମ କରିବାର ଅଛି। ଆପଣ ଏକ ହାଲକା ସବୁଜ ରଙ୍ଗର ପାନର ପତ୍ର ନିଅନ୍ତୁ। ମନେ ରଖନ୍ତୁ ହାଲକା ସବୁଜ ବର୍ଣର ପତ୍ର ନିଅନ୍ତୁ। ଅଧିକ ଡାର୍କ ସବୁଜ ରଙ୍ଗ ଆପଣଙ୍କ ଜିଭ ପାଇଁ ଖରାପ ହେଇପାରେ କାରଣ ତାହା ଆମ ଜିଭ କୁ ଜଳେଇ ପାରେ।

ତ ଆପଣ ହାଲକା ସବୁଜ ବର୍ଣ୍ଣର ପତ୍ର ନିଅନ୍ତୁ ଆଉ ତାକୁ ଆପଣ ମଝିରେ ଏକ ଚାଉଳ ଦାନା ସମାନ ଚୂନ ନେଇକି ପକାନ୍ତୁ ଆଉ ତାକୁ ସାରା ପାନ ରେ ମିଶାନ୍ତୁ। ଘଷି ଘଷି ଆପଣ ତାକୁ ପୁରା ପାନ ରେ ଖେଳାଇ ଦିଅନ୍ତୁ ଯାହାଦ୍ୱାରା କି ତାହା ଭଲ ଭାବେ ମିଶିଯିବ। ତା ପରେ ଆପଣ ତାକୁ ନିଜ ପାଟିରେ ରଖନ୍ତୁ ଆଉ ଧିରେ ଧିରେ ଚୋବାନ୍ତୁ। ମନେ ରଖନ୍ତୁ ଧୀରେ ଧୀରେ ଚୋବାନ୍ତୁ କାରଣ ଅଧିକ ଜୋର ଚୋବେଇବା ଦ୍ୱାରା ତାହା ଆପଣଙ୍କ ପାଟିକୁ କାଟିପାରେ।

ଏହାଦ୍ୱାରା ଆପଣଙ୍କ ଆଣ୍ଠୁ ଗଣ୍ଠିର ବାତ ତଥା ଦରଜ ଭଲ ହେଇଯାଇ ପାରେ- ଆପଣଙ୍କ ରକ୍ତରେ ଯଦି ଅସୁଧି ଅଛି ତ ତାହା ଆପଣଙ୍କୁ ଶହ ଶହ ପ୍ରକାର ର ରୋଗର ଶିକାର କରେଇ ପାରେ। ତେଣୁ ଏହା ଆପଣଙ୍କ ରକ୍ତ କୁ ସଫା କରିଥାଏ। ଏହା ଆପଣଙ୍କ ପେଟ ଦରଜ କୁ ବି ସମାପ୍ତ କରିଥାଏ ତଥା ଆପଣଙ୍କ ଚର୍ମ ରୋଗ ବି ଭଲ କରିଥାଏ। ଆପଣ ପାନର ପତ୍ର କୁ ଯଦି ପେଷିକି, କ୍ଷୀର, ଗୋଲାପ ଜଳ ତଥା ଅନ୍ୟ କିଛି ମିସେଇକି ଆପଣଙ୍କ ଚେହେରା ରେ ଲଗେଇବେ ତ ତାହା ଆପଣଙ୍କ ଚେହେରା ର ଗ୍ଲୋ ବଢ଼େଇବା ସହ ଆପଣଙ୍କ ଚେହେରା ର ସମସ୍ତ ରିଙ୍କିଲ କୁ ସମାପ୍ତ କରିଦେଇ ପାରେ।

Leave a Reply

Your email address will not be published. Required fields are marked *