June 28, 2025

Odia Express

Here, There and Everywhere

୯୯% ଲୋକଙ୍କୁ ଆଜି ବି ପାଣି ପିଇବାର ସଠିକ ଉପାୟ ଜଣ ନାହିଁ – ଜାଣନ୍ତୁ ପାଣି ପିଇବାର ଠିକ ଉପାୟ ମିଳିବ ଅନେକ ଲାଭ…

ଆଜି ଆମେ ଆପଣଙ୍କ ପାଣି ବାବଦରେ ଅନେକ କିଛି କହିବାକୁ ଯାଉଛୁ। ଆମ ମାନଙ୍କ ଭିତରୁ ଅନେକ ଲୋକ ପାଣିକୁ ଏତେ ସାଧାରଣ ଭାବେ ନେଇଥାଉ କି ଆମେ କେଉଁ ବି ସମୟରେ କିପରି ବି ପାଣି କୁ ପିଇ ପାରିବା। ମାତ୍ର ଏହା ଠିକ ନୁହଁ। କାରଣ ପାଣି ଯେତେ ସାଧାରଣ ଲାଗେ ତାହା ସେତେ ସାଧାରଂହେଇ ନଥାଏ। ପାଣି ଆମ ପାଇଁ ଅନେକଁ ଫାଇଦା ଦେଇଥାଏ ଆଉ ଏହାର ଠିକ ଭାବେ ସେବନ କରିବା ଦ୍ୱାରା ଆମ ପାଇଁ ବହୁତ ଫାଇଦା ଦେଇଥାଏ।ଏହା ଆମ ଶରୀର ର ଆଭ୍ୟନ୍ତରୀଣ ଅଙ୍ଗ ମାନଙ୍କୁ ଚଲେଇବା ପାଇଁ ବହୁତ ଆବଶ୍ୟକୀୟ ହେଇଥାଏ। ଏହାଦ୍ୱାରା ଆମ ଭିତର ଅଙ୍ଗ ମାନଙ୍କର କାମ କରିବା ଜଲଦି ହେଇଥାଏ।

ଏହାଦ୍ୱାରା ଆମ ହଜମ ଶକ୍ତି ଠିକ ହେଇଥାଏ। ତଥା ଏହା ଆମ ଶରୀର ର ଓଜନ ବଢ଼େଇବା ତଥା କମେଇବା ଉପରେ ନିର୍ଭର କରି ଥାଏ।ପାଣି ଆମ ଶରୀର ପାଇଁ ଏତେ ଜରୁରୀ କାହିଁକି ହେଇଥାଏ। ଏହାର ମୂଲ୍ୟ ଆମ ପାଇଁ ଏତେ ଜରୁରୀ ଏଇଥିପାଇଁ ହେଇଥାଏ କାରଣ ଆମ ଶରୀର ର ପ୍ରାୟ ୭୦% ଭାଗ ପାଣି ହି ହେଇଥାଏ। ତେଣୁ ପାଣି ପିଇବା ଦ୍ୱାରା ଆମ ଶରୀର ଭଲ ରହିଥାଏ।

ପାଣିରେ ଶୁନ କ୍ୟାଲୋରି ଥିବା ସତ୍ତ୍ୱେ ତାହା ଆମ ଶରୀର କୁ ହାଇଡ୍ରେଟ କରିକି ଆମକୁ ଖାଦ୍ୟର ଆବଶ୍ୟକତା ପହଞ୍ଚାଇ ଥାଏ। ଏହାଦ୍ୱାରା ଆମ ଆଣ୍ଠୁ ଗଣ୍ଠି ଦର୍ଜ ବି ଠିକ ହେଇଥାଏ ତଥା ଆମ ଶରୀର ରେ ଯଦି ଜଳ ର ଅଭାବ ଦେଖା ଯାଏ ତ ତାହା ବିଭିନ୍ନ ସଂକେତ ପ୍ରଦାନ କରିଥାଏ।

ଆମ ପରିଶ୍ରା ଅଧିକ ହଳଦିଆ ହେବାକୁ ଲାଗେ। ଆମ ହଜମ କ୍ରିୟା ଠିକ ସେ ହେଇନଥାଏ। ଆମ ଶାରୀରିକ କ୍ରିୟା ଠିକ ଭାବେ ହେଇ ନଥାଏ। ମୁଣ୍ଡ ବିନ୍ଧିବାକୁ ଲାଗେ ତଥା ଆମ ପେଟରେ ଗ୍ୟାସ ହେବାକୁ ଲାଗେ।ତ ଆପଣ ଯଦି ଏହି ସମସ୍ୟା ଦୂର କରିବାକୁ ଚାହାନ୍ତି ତ ଆପଣ ଦିନରେ କମ ସେ କମ ତିନି ରୁ ଚାରି ଲିଟର ପାଣି ପିଅନ୍ତୁ। ଏହାଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହେଇଯିବ।

ଅଧିକ ପାଣି ପିଇବା ବି ଠିକ ନୁହଁ। କାରଣ ଅଧିକ ପାଣି ପିଇବା ଦ୍ୱାରା ତାହା ଆମ ଶାରୀରିକ ବେମାରି ବୃଦ୍ଧି କରିଥାଏ। ଆମ ରକ୍ତରେ ଅଧିକ ଘନତା ହେବା ଦ୍ୱାରା ତାହା ଆମ ହୃଦ୍ଘାତ ବୃଦ୍ଧି କରାଏ।

ପାଣି ପିଇବାର ଠିକ ପ୍ରକ୍ରିୟା ଦ୍ୱାରା ତାହା ଆମ ପାଇଁ ବହୁତ ସୁବିଧା ଦେଇଥାଏ। ଆପଣ ପାଣି ପିଇବା ସମୟରେ ଆପଣ ପାଟିରେ ଏପଟ ସେପଟ କରିକି ପିଅନ୍ତୁ। ପାଣି ଧୀରେ ଧୀରେ ବସିକି ପିଅନ୍ତୁ। ଏହାଦ୍ୱାରା ଆମ କିଡ୍ନୀ ଠିକ ରହେ ଆଉ ଆମ କିଡ୍ନୀ ତାକୁ ଫିଲଟର କରିପାରେ। ।ଆତ୍ର ଜଲଦି ଜଲଦି ଠିଆ ହେଇକି ପିଇବା ଦ୍ୱାରା ତାହା ଆମକୁ ଖରାପ ପହଞ୍ଚାଏ।

Leave a Reply

Your email address will not be published. Required fields are marked *