June 25, 2025

Odia Express

Here, There and Everywhere

ଏହାକୁ ରାତିରେ ମାତ୍ର ୫ ମିନିଟ ଲଗାନ୍ତୁ,ଚେହେରା ଏତେ ଗୋରା ଓ ସୁନ୍ଦର ହେବେ ଲୋକ ଆଶ୍ଚର୍ଯ୍ୟ ହୋଇଯିବେ

ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ।ସାଙ୍ଗମାନେ ଲୋକମାନେ ନିଜ ଚେହେରାକୁ ଗୋରା କରିବା ପାଇଁ ଅନେକ କ୍ରିମର ଉପଯୋଗ କରିଥାନ୍ତି ।ଅନେକ ସମୟରେ ଏହା ହୋଇଥାଏ କୌଣସି କ୍ରିମର କୁପ୍ରଭାଵ ଆମ ଉପରେ ପଡିଥାଏ।ଯଦି ଆପଣ ବି କମ ଖର୍ଚ୍ଚରେ ଏବଂ କୌଣସି ଅଶୁବିଧା ବିନା ନିଜ ଚେହେରାକୁ ଗୋରା କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏଥିପାଇଁ ଉପାୟ କହିବୁ ।ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।ଏଥିପାଇଁ ଆପଣଙ୍କୁ ଲେମ୍ବୁର ଉପଯୋଗ କରିବାକୁ ହେବ।ଲେମ୍ବୁରେ ଆମ ଶରୀରର ଲୋମ ଛିଦ୍ରକୁ ବନ୍ଦ କରିଥାଏ।ତା ସହିତ ଏହା ଆମ ଶରୀରରେ ବ୍ରଣ, କଳା ଦାଗ ଇତ୍ୟାଦି ଭଲ କରିଥାଏ ଓ ଆମ ଚେହେରାକୁ ଗୋରା କରିଥାଏ।ଏଥିପାଇଁ ଆପଣ ଅଧା ଲେମ୍ବୁ ରସ ନିଅନ୍ତୁ।ଏହା ପରେ କୋଲଗେଟ ନିଅନ୍ତୁ।

କୋଲଗେଟ ଆମ ଚେହେରା ସଫା କରିବା ସହିତ ଚେହେରାରୁ କାଳ ଦାଗ ଭଲ କରିଥାଏ।ସେହି ଲେମ୍ବୁ ରସରେ କୋଲଗେଟ ମିଶାନ୍ତୁ।ଏହାପରେ ଏହି ଦୁଇଟି ଜିନିଷକୁ ଭଲସେ ଗୋଳାନ୍ତୁ।ଏହା ପରେ ଆବଶ୍ୟକ ଏକ ଟମାଟୋ।ଟମାଟୋ ଆମ ଚେହେର ପାଇଁ ଅନେକ ଫାଇଦା ଦେଇଥାଏ।ଏହା ଆମ ଚେହେରକୁ ସଫା କରିଥାଏ ଓ ଗୋରା କରିଥାଏ।ଏହା ପାଇଁ ଆପଣଙ୍କୁ ଟମାଟୋକୁ ଦୁଇ ଫାଳ କରି କାଟି ଦିଅନ୍ତୁ।ଏହା ପରେ ଗୋଟେ ଫାଳ ନେଇ ତାହା ଉପରେ ସେଇ ଲେମ୍ବୁ ଓ କୋଲଗେଟ ମିଶା ପେଷ୍ଟ କୁ ଲଗାନ୍ତୁ ଏହାକୁ ରାତିରେ ନିଜ ଚେହେରାରେ ଘସନ୍ତୁ।ଏହାକୁ ନିଜ ଚେହେରାରେ ଭଲସେ ମଶାଚ କରନ୍ତୁ।ଆପଣ ଏହାକୁ ୧୦ ମିନିଟ ବା ୫ ମିନିଟ କରିପାରିବେ।

ଯେବେ ଆପଣ ଏହାକୁ ଚେହେରାରେ ଘଷିବେ ଆପଣ ଦେଖିବେ ଏହା କିପରି କଳା ପଡୁଛି ଓ ଆପଣଙ୍କ ଚେହେରା ଗୋରା ହେବାରେ ଲାଗିଛି।ମଶାଚ ସମୟରେ ତମାଟୋକୁ ଡବାନ୍ତୁ ଯାହା ଦ୍ଵାରା ଟମାଟୋ ରସ ବି ଭଲସେ ଲାଗିପାରିବ।ଯାହା ଦ୍ବାରା ଏହା ଆପଣଙ୍କ ଚେହେରାରେ ଭଲସେ କାମ କରିପାରିବ।ଯେବେ ଆପଣଙ୍କ କାମ ସରିଯିବ ଆପଣ ନିଜ ଚେହେରାକୁ ଗରମ ପାଣିରେ ଧୋଇ ଦିଅନ୍ତୁ ।ଆପଣ ଦେଖିବେ ଆପଣଙ୍କର ଚେହେରା କିପରି ନରମ ଓ ଗୋରା ହୋଉଯାଇଛି।

ଆପଣ ଏହି ଉପାୟକୁ ସପ୍ତାହରେ ଦୁଇ ଥର କରିପାରିବେ।ଏପରି କରିବା ଦ୍ଵାରା ଆପଣଙ୍କ ଚେହେରା ଜଲ୍ଦି କଳା ହୋଇନଥାଏ ଓ ସବୁବେଳେ ଚମକୁ ଥାଏ।ଏହା ସହିତ ଆପଣଙ୍କ ଚେହେରାରେ ଥିବା ଦାଗ ଇତ୍ୟାଦି ମଧ୍ୟ ଭଲ କରିଥାଏ।ଯଦି ଏହି ଲେଖା ଆପଣଙ୍କୁ ଭଲ ଲାଗିଛି ଏହାକୁ ଲାଇକ ଓ ସେୟାର କରନ୍ତୁ,ଧନ୍ୟବାଦ।

Leave a Reply

Your email address will not be published. Required fields are marked *