June 28, 2025

Odia Express

Here, There and Everywhere

ଜାଣନ୍ତୁ ଆଖିର ଡେଇଁବା ଶୁଭ କି ଅଶୁଭ ହେଇଥାଏ – ନିଶ୍ଚୟ ଜାଣିରଖନ୍ତୁ ନଚେତ ଆପଣ ହଇରାଣ ରେ ପଡିପାରନ୍ତି…

ଆଜି ଆମେ କଥା ହେବା ଆଖି ଫରକିବା ବାବଦରେ। ବହୁତ ଲୋକ ଏହି ଦୁନିଆ ରେ ଅଛନ୍ତି ଯେଉଁ ମାନେ କି ଆଖିର ଫରକିବା କୁ ବହୁତ ଗୁରୁତ୍ତ୍ୱ ଦେଇ ଥାଆନ୍ତି ମାତ୍ର ଆଉ କିଛି ଲୋକ ଅଛନ୍ତି ଯିଏ କି ଆଖି ଫରକିବା କୁ ଜମା ବି ଗୁରୁତ୍ତ୍ୱ ଦେଇ ନଥାନ୍ତି। ତ ଆଜି ଆମେ ସେହି ଲୋକ ମାନଙ୍କ ବାବଦରେ କହିବାକୁ ଯାଉଛୁ ଯେଉଁମାନେ କି ଆଖିର ଫରକିବା କୁ ଗୁରୁତ୍ତ୍ୱ ପ୍ରଦାନ କରି ଥାଆନ୍ତି। ତାଙ୍କ ପାଇଁ ଆଜିଏ କଥନ ଖାସ ହେବାକୁ ଯାଉଛି। ସମୁଦ୍ର ଶାସ୍ତ୍ର ଅନୁସାରେ ମନୁଷ୍ୟ ପାଖରେ ଥିବାଆ ଇନ୍ଦ୍ରିୟ ଆଗକୁ ଆସୁଥିବା ଅସୁବିଧା କୁ ଜାଣି ପାରନ୍ତି ଆଉ ତାହା ଆମ ଶରୀର କୁ ସଂକେତ ପ୍ରଦାନ କରିଥାନ୍ତି। ଅଙ୍ଗ ମାନଙ୍କର ଫରକିବା ଏହିପରି ଏକ ସଂକେତ ଅଟେ। ପୁରୁଷ ମାନଙ୍କ ପାଇଁ ଡାହାଣ ଆଖି ତଥା ମହିଳା ମାନଙ୍କ ପାଇଁ ବାମ ଆଖିର ଫରକିବା ବହୁତ ଶୁଭ ମାନା ଯାଇଥାଏ।

ଡାହାଣ ଆଖି ଯଦି କେଉଁ ମହିଳା ଠାରେ ହଲଚଲ ହେଉଛି ଅଥବା ତାର ଆଖି ଫରକୁଛି ତ ତାହା ଜମା ବି ଶୁଭ ମାନା ଯାଇ ନଥାଏ। ଏହା ହେବା ପରେ ତାକୁ ସେହି ସମୟରେ ସତର୍କ ରହିବା ଦରକାର। କାରଣ ତାହା ସେହି ମହିଳା ପାଇଁ ଭଲ ସମୟ ନୁହଁ। ଯଦି ପୁରୁଷ ମାନଙ୍କ ଠାରେ ଡାହାଣ ଆଖି ଫରକୁଛି ତ ତାହା ସେହି ଲୋକ ପାଇଁ ଶୁଭ ମାନା ଯାଇଥାଏ। କାରଣ ସମୁଦ୍ର ଶାସ୍ତ୍ରରେ ଲିଖିତ କଥା ଅନୁସାରେ ପୁରୁଷ ମାନଙ୍କ କ୍ଷେତ୍ର ରେ ଡାହାଣ ଆଖି ର ଫରକିବା ଅତ୍ୟନ୍ତ ଶୁଭ ସମାଚାର ଆଣି ଥାଏ।

ଏବେ ଆମେ ଜାଣିବା କି ଯଦି ବାମ ଆଖି ମହିଳା ମାନଙ୍କ କ୍ଷେତ୍ର ରେ ଫରକି ଥାଏ ତ ତାହା ଅତ୍ୟନ୍ତ ଶୁଭ ସମାଚାର ଆଣି ଥାଏ। ବେଳେବେଳେ ଯଦି ଜଣେ ମହିଳା ତ ଚାରି ପାଖରୁ ବାମ ଆଖି ଫରକୁଛି ତ ତାହା ତାଙ୍କ ପାଇଁ ବିବାହ ର ଯୋଗ ବି ଆଣିଥାଏ।
ତ ଆସନ୍ତୁ ଜାଣିବା ଜଣେ ପୁରୁଷ ର ବାମ ଆଖି ଫରକିବା ଦ୍ୱାରା କଣ ହେଇଥାଏ। ଯଦି କେଉଁ ପୁରୁଷ ର ବାମ ଆଖି ଫରକି ଥାଏ ତ ତାହା ଅତ୍ୟନ୍ତ କଷ୍ଟ ଦାୟକ ହେଇଥାଏ।

ଏବେ ଆମେ ଜାଣିବା କି ଯଦି ଦୁଇଟି ଯାକ ଆଖି ଏକା ସାଙ୍ଗରେ ଫରକି ଥାଏ ତ କଣ ହେଇଥାଏ। ଦୁଇଟି ଯାକ ଆଖି ଯଦି ଏକାସାଙ୍ଗରେ ଫରକୁଛି ତ ହୁଏତ ଆପଣଙ୍କ ପାଇଁ କେଉଁ ପୁରୁଣା ମିତ୍ର ସହ ଦେଖା ହେଇପାରେ ଆଉ ଏହା ସ୍ତ୍ରୀ ତଥା ପୁରୁଷ ଦୁହିଁଙ୍କ ଉପରେ ସମାନ ପ୍ରଭାବ ପକାଇଥାଏ।

ଯଦି ବାମ ଆଖିର ନାକର କୋଣ ଫରକୁଛି ତ ତାହା ଦୁହିଁଙ୍କ ଉପରେ ସମାନ ପ୍ରଭାବ ପକାଇଥାଏ। ଏହା ଶୁଭ ସଂକେତ ଦେଇଥାଏ ଆଉ ସଙ୍କଟ ଦୂର ହେଇଥାଏ। ଯଦି ଡାହାଣ ଆଖିର ନାକର କୋଣ ଫରକିଥାଏ ତ ତାହା ବି ଦୁହିଁଙ୍କ ଉପରେ ସମାନ ଫଳ ଦେଇଥାଏ। ଏହାର ଫଳ ସାମାନ୍ୟ ହେଇଥାଏ।

Leave a Reply

Your email address will not be published. Required fields are marked *