June 27, 2025

Odia Express

Here, There and Everywhere

ବାସ୍ତୁଶାସ୍ତ୍ର : ଚୁଚୁନ୍ଦରା ଘରେ ରହିବା ଶୁଭ ନା ଭୟଙ୍କର – ନିଶ୍ଚୟ ଜାଣିରଖନ୍ତୁ ନଚେତ ହଇରାଣ ରେ ପଡିବେ ଆପଣ…

ବନ୍ଧୁଗଣ ଚୁଚୁନ୍ଦରା ବହୁତ ଭୟଙ୍କର ପ୍ରାଣୀ ଅଟେ। କୁକୁର , ବିଲୁଆ ଏମାନଙ୍କ ପାଖକୁ ଡରିକି ଆସନ୍ତି ନାହିଁ। ପକ୍ଷୀ ମାନଙ୍କ ମଧ୍ୟରେ କେବଳ ପେଚା ହିଁ ଏମାନଙ୍କୁ ହରେଇବାର କ୍ଷମତା ରଖିଥାଏ ହେଲେ ଯଦି ସେ ଖାଏ ତେବେ ସେ ବେମାରରେ ପଡିଯାଇଥାଏ ସେଥିପାଇଁ ସେ ପେଚା ମଧ୍ୟ ଏମାନଙ୍କୁ ଖାଆନ୍ତି ନାହିଁ। ଅନ୍ୟ ପଶୁ ଏହାଙ୍କୁ ଖାଇବାକୁ ଡରନ୍ତି କାରଣ ଏମାନଙ୍କ ପାଖରେ ଏମିତି ବିଷ ଥାଏ ଯାହା ବହୁତ ଭୟଙ୍କର ଅଟେ।ଚୁଚୁନ୍ଦରା ଲଗାତାର ନିଜ ମୁଁହରୁ ଗନ୍ଧ ବାହାର କରିଥାଏ, ଏଥିପାଇଁ କେଉଁ ବି ଭୟଙ୍କର ଜୀବ ଏମାନଙ୍କ ଆଗକୁ ଆସନ୍ତି ନାହିଁ। ଏମିତିରେ ମୂଷାର ଜୀବନ କାଳ ୩ ବର୍ଷ ଅଟେ ଏପଟେ ଚୁଚୁନ୍ଦରା ୧୦ ରୁ ୩୦ ବର୍ଷ ବଂଚିଥାଏ। କୁହାଯାଏ ଯେ ଚୁଚୁନ୍ଦରା ଯେଉଁ ଘରେ ଥାଏ ସେହି ଘରେ ମାତା ଲକ୍ଷ୍ମୀ ରୁହନ୍ତି। ହେଲେ ଏହା କେତେ ସତ ତ ଆମେ ଜାଣିନେ ହେଲେ ଯେଉଁ ଘଟେ ଚୁଚୁନ୍ଦରା ଥାଏ ସେହି ଘରେ ସାପ , ମୂଷା ଏଭଳି ଜୀବ ଆସନ୍ତି ନାହିଁ।

ଘରର ସମସ୍ତ ବ୍ୟାକ୍ଟେରିଆଙ୍କୁ ଏମାନେ ଖାଇଯାଆନ୍ତି। କୁହାଯାଏ ଯେ ଏମାନେ ବହୁତ ବଡ଼ ସୁରକ୍ଷା କର୍ମୀ ଅଟନ୍ତି। ଏଥିପାଇଁ କୁହାଯାଏ ଯେଉଁଠି ଏମାନେ ରୁହନ୍ତି ସେଠି ମାତା ଲକ୍ଷ୍ମୀ ଙ୍କର ବାସ ହୋଇଥାଏ। ଯେମିତି ଅନ୍ୟ ଜୀବଙ୍କ ପାଇଁ ଚୁଚୁନ୍ଦରା ହାନିକାରକ ଅଟେ ସେହି ଭଳି ଏମାନେ ମାନବ ପାଇଁ ମଧ୍ୟ ହାନିକାରକ ଅଟନ୍ତି।

ଯଦି ଆପଣଙ୍କ ଘରେ ଚୁଚୁନ୍ଦରା ଅଛି ତେବେ ନିଜ ଭୋଜନଙ୍କୁ ଭଲ ଭାବରେ ରଖନ୍ତୁ ଯେମିତି ଏମାନେ ନ ଖାଆନ୍ତି କାରଣ ସେମାନଙ୍କର ଛିପ ବିଷ ହୋଇଥାଏ। ଦ୍ଵିତୀୟ କଥା ମଧ୍ୟ ଧ୍ୟାନ ରଖନ୍ତୁ ଯେ ଚୁଚୁନ୍ଦରା ଯେମିତି ଆପଣଂକୁ ନ କାଟେ। ଏମିତିରେ ସେମାନେ କାହାକୁ ଅନାବଶ୍ୟକ ହଇରାଣ କରନ୍ତି ନାହିଁ।ଚୁଚୁନ୍ଦରା ଆପଣ ଏବଂ ଆପଣଙ୍କ ଛୁଆଙ୍କର ପାଦକୁ ମଧ୍ୟ ଖାଇଯିବେ। ଆପଣଂକୁ ମଧ୍ୟ ଏହା ଜଣା ପଡିବନି । ଚୁଚୁନ୍ଦରା କାଟିବା ଦ୍ଵାରା ଆଣ୍ଟି ରାବିତ ଇଂଜେକସନ ଲାଗେଇବାକୁ ପଡେ। ହେଲେ ଆପଣ ଡାକ୍ତର ଙ୍କର ପରାମର୍ଶ ନେଇ ଇଂଜେକସନ ନିଅନ୍ତୁ।

କୁକୁର ,ବାଦୁଡି , ବିଲେଇ ,ମୂଷା ,ଚୁଚୁନ୍ଦରା , ନେଉଳ ,ବାଘ , ସଂହ କିମ୍ବା ଅନ୍ୟ ଜୀବ କାମୁଡିବା ଦ୍ଵାରା ଅଣଦେଖା କଲେ ବହୁତ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥାଏ। ସେମାନଙ୍କ କାମୁଡା ଦ୍ଵାରା ହେଉଥିବା ବେମାରିକୁ ହାଇଡ୍ରୋଫୋବିଆ କୁହନ୍ତି। ହାଇଡ୍ରୋଫୋବିଆ ହେବା ଦ୍ଵାରା ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇପାରେ। ଏଥିପାଇଁ ଆପଣ ଚୁଚୁନ୍ଦରାକୁ ସହଜରେ ନିଅନ୍ତୁ ନାହିଁ। ଏହା ଏକ ଭୟଙ୍କର ଜୀବ ଅଟେ। କୁହାଯାଏ ଚୁଚୁନ୍ଦରା ଜଣଙ୍କ ଚାରିପଟେ ବୁଲିଗଲେ ତାକୁ ନିକଟ ଭବିଷ୍ୟତରେ ଲାଭ ହୋଇଥାଏ, ଏହି ପରି ଯଦି ଚୁଚୁନ୍ଦରା ଘରର ଚାରିଆଡେ ବୁଲିଯାଏ ତେବେ ଘରର ବିପଦ ଟଳି ଯାଇଥାଏ।

କୁହାଯାଏ ଯିଏ ଦୀପାବଳି ଦିନରେ ଚୁଚୁନ୍ଦରା କୁ ଦେଖେ ତାର ଭାଗ୍ୟ ଖୋଲିଯାଇଥାଏ। ଏହାକୁ ଦେଖିବାର ଅର୍ଥ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି ।ତେବେ ଏହା ଥିଲା ଆଜିର ଆର୍ଟିକିଲ ଏହାକୁ ସେୟାର କରନ୍ତୁ ଏବଂ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *