June 27, 2025

Odia Express

Here, There and Everywhere

ମାତ୍ର ୨୪ ଘଣ୍ଟାରେ ଲିଭରର ସମସ୍ତ ବେମାରିକୁ ଦୂର କରନ୍ତୁ – ଏବେ ଜାଣିରଖନ୍ତୁ ଏହାର ଘରୋଇ ଉପାୟ ..

ଆମ ଶରୀର ରେ ଲିଭର ଏକ ଗୁରୁତ୍ୱପୂର୍ଣ ଅଙ୍ଗ ଅଟେ। ଏହା ଆମ ଶରୀର ର ଖାଦ୍ୟ ମାନଙ୍କୁ ସଫା କରିବାରେ ସାହାଯ୍ୟ କରିଥାଏ। ଲିଭର ର ବାଇଲ ଜୁସ ଆମ ଶରୀର ରେ ଖାଦ୍ୟର ବିଷାକ୍ତ ପଦାର୍ଥ କୁ ବାହାର କରିଥାଏ। ମାତ୍ର ଆଜି କାଲି ର ବ୍ୟସ୍ତବହୁଳ ଜୀବନ ଯାପନ ପ୍ରଣାଳୀ ରେ ଲୋକ ମାନେ ନିଜର ଖାଦ୍ୟ ପେୟ ପ୍ରତି ଅଧିକ ଧ୍ୟାନ ଦେଉ ନାହାନ୍ତି। ତେଣୁ ଲିଭର ଉପରେ ଏହାର ଖରାପ ପ୍ରଭାବ ପଡୁଛି। ଆମର ଅଧିକ ଟେଲିଆ ଖାଦ୍ୟ ଖାଇବା ତଥା ଆମର ଅଧିକ ଚିନ୍ତା ତଥା ଷ୍ଟ୍ରେସ ରେ ରହିବା ଇତ୍ୟାଦି ଦ୍ୱାରା ଆମ ଲିଭର ର କାର୍ଯ୍ୟ ପ୍ରଣାଳୀ ବିଗିଡି ଯାଉଛି। ଏହାପ୍ରତି ଆମେ ଧ୍ୟାନ ଦେଉନାହୁଁ।

ଯଦି ଆପଣଙ୍କର ଲିଭର ସଫା ନାହିଁ ଅଥବା କାମ ଠିକ ସେ କରୁନାହିଁ ତ ଆପଣଙ୍କ ଶରୀର ରେ ଅନେକ ପ୍ରକାର ର ରୋଗ ବ୍ୟାଧି ଆସିପାରେ। ଆପଣଙ୍କର ଶରୀର ଠିକ ସେ କାମ ନ କରିବା, ଆପଣଙ୍କ ଚେହେରା ରେ ଗ୍ଲୋ କମିଯିବା ତଥା ଆପଣଙ୍କ ମୋଟାପା ବଢିବା ଉତ୍ୟାଦି ରୋଗ ଆପଣଙ୍କୁ ହେଇପାରେ। ତ ଆଜି ଆମେ ଆପଣଙ୍କ ପାଖରେ କିଛି ଏପରି ଉପାୟ ନେଇକି ଆସିଛୁ ଯାହା ବ୍ୟବହାର ଦ୍ୱାରା ଆପଣ ନିଜର ଲିଭର କୁ ପୁରା ସଫା କରିପାରିବେ।

୧: କିସମିଶ ପାଣି: କିସମିଶ ପାଣିରେ ଭରପୁର ମାତ୍ରା ରେ ଭିଟାମିନ ତଥା ମିନେରାଳସ ଥାଏ ଯାହା କି ଆମକୁ ପୋଷକ ଦେବା ସହିତ ଆମ ଶରୀର କୁ ସୁସ୍ଥ କରେ। ଆପଣଙ୍କୁ ୨ରୁ ତିନି ଲିଟର ପାଣିରେ ପ୍ରାୟ ୧୦୦ ଗ୍ରାମ କିସମିଶ କୁ ଭିଜେଇ ରଖିଦେବାର ଅଛି ଆଉ ତାକୁ ତା ପରେ ଫୁଟେଇବାର ଅଛି। ତାହା ଫୁଟିଗଲା ପରେ ତାର ପାଣିକୁ ଛାଣି ଆପଣ ରଖିଦିଅନ୍ତୁ ଆଉ ତାକୁ କିଛି ଦିନ ଯାଏ ସକାଳୁ ଅଳ୍ପ ଅଳ୍ପ କରି ସେବନ କରନ୍ତୁ। ଏହାଦ୍ୱାରା ଆପଣଙ୍କ ଶରୀର ସବଳ ହେଇଯିବ ଆଉ ଆପଣଙ୍କ ଲିଭର ସଫା ହେଇଯିବ।

୨: ଗାଜର ଆଉ ବିଟ ର ଜୁସ: ଗାଜର ଆଉ ବିଟ ୨ଟାରେ ଫ୍ଲାମେନ ଅଏଲ ତଥା ବିଟା କ୍ୟାରେଟିନ ଥାଏ। ଏହା ଆମ ଶରୀର କୁ ସଫା କରିବା ସହ ଆମ ଲିଭର କୁ ସଫା କରିଥାଏ। ଆପଣ ଏକ ଜୁସର ରେ ଯୁସ ବାହାର କରନ୍ତୁ ଆଉ ତାକୁ ଗୋଟେ ଗ୍ଲାସ ସେବନ କରନ୍ତୁ।

୩: ଲେମ୍ବୁ ଆଉ ହଳଦୀ ପାଣି: ଆପଣଙ୍କ ଲିଭର ଖଟା ଜିନିଷ କୁ ପସନ୍ଦ କରେ କାରଣ ତାହା ବିଷାକ୍ତ ଜିନିଷ କୁ ବାହାର କରେ। ତା ପରେ ଆପଣ ବାସ ଗୋଟେ ଗ୍ଲାସ ଗରମ ପାଣି ରେ ଲେମ୍ବୁ ଚିପୁଡି ଦିଅନ୍ତୁ ଆଉ ସେଥିରେ କିଛି ହଳଦୀ ମିଶାନ୍ତୁ। ହଳଦୀ ଲିଭର ର ପସନ୍ଦ ଦାୟକ ମଶାଳା ଅଟେ କାରଣ ତାହାଦ୍ୱାରା ପିତ୍ତ ରସ ବନିଥାଏ। ଏହି ଜୁସ କୁ ଆପଣଙ୍କୁ ସକାଳୁ ଖାଲି ପେଟ ପିଇବାର ଅଛି।

Leave a Reply

Your email address will not be published. Required fields are marked *