June 27, 2025

Odia Express

Here, There and Everywhere

ମଜାଦାର ହସକଥା : ରଜନୀକାନ୍ତ ପରୀକ୍ଷା ଦେବାକୁ ଗଲେ, ପେପରରେ ଲେଖଥିଲା ୧୫୦ ପ୍ରଶ୍ନ ମଧ୍ୟରୁ ଯେକୌଣସି ୧୦୦ ଟିର ଉତ୍ତର ଲେଖନ୍ତୁ କିନ୍ତୁ ସେ ଯାହା କଲେ ଜାଣିଲେ ହସି ହସି ଗଡ଼ିଯିବେ ଆପଣ..

1 min read

କେବେକେବେ ମନ ଖୁସି ରହିବାର ବାହାନା ଖୋଜେ କାରଣ ପ୍ରତ୍ୟେକ ସମୟରେ ମନୁଷ୍ୟ ଏମିତି ବିନା କାରଣରେ ଖୁସି ରହିପାରିବ ନାହିଁ ଏବଂ ଆଜିକାଲିର ଏହି ବ୍ୟସ୍ତବହୁଳ ଜୀବନରେ ଖୁସି ରହିବା ବହୁତ ଆବଶ୍ୟକ ଅଟେ । ଏଥିପାଇଁ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କ ନିମନ୍ତେ ଖୁସି ରହିବାର କାରଣ ନେଇ ଆସିଛୁ। ହଁ ଆଜ୍ଞା, ଆଜି ଆମେ ଆପଣଙ୍କ ନିମନ୍ତେ କିଛି ଏପରି ମଜାଦାର ହସକଥା ନେଇ ଆସିଛୁ ଯାହାକୁ ପଢିକି ଆପଣଙ୍କ ମନ ଖୁସି ହୋଇଯିବ। ତେଣୁ ବିଳମ୍ବ କାହିଁକି? ଆସନ୍ତୁ ଆରମ୍ଭ କରିବା ହସି ହସେଇବାର ଏହି ସୁନ୍ଦର ପ୍ରକ୍ରିୟା ।

ଚତୁର୍ଥୀ ରାତିରେ ସ୍ଵାମୀ ନିଜର ସ୍ତ୍ରୀଙ୍କ କୋଳରେ ସୋଇଥିଲେ। ପତ୍ନୀ ପ୍ରେମର ସହ ନିଜର ସ୍ଵାମୀଙ୍କୁ ପଚାରିଲେ… । ପତ୍ନୀ- କିପରି ଅନୁଭବ ହେଉଛି ସ୍ଵାମୀ- ଏପରି ଲାଗୁଛି ଯେପରି ଭଗବାନ ବିଷ୍ଣୁ ଶେଷନାଗଙ୍କ କୋଳରେ ଶୋଇଛନ୍ତି ।

କାହା ସହିତ ତର୍କ କରିବା ନିମନ୍ତେ ସାରା ଜୀବନ କମ ପଡିଯାଏ ଏଥିପାଇଁ…. । ଦୁଇ ଚାରି ଚାପୁଡା ମାର ଏବଂ ସେଠାରୁ ଖସିଯାଅ ।

ସ୍ଵାମୀ (ସ୍ତ୍ରୀ ଙ୍କୁ)- ପ୍ରିୟେ, ମୁଁ ତୁମକୁ ବହୁତ ପ୍ରେମ କରୁଛି। ପତ୍ନୀ- ତ କଣ ମୁଁ କରୁ ନାହିଁ କି? ମୁଁ ତ ତୁମ ପାଇଁ ସାରା ଦୁନିଆ ସହିତ ଲଢିପାରିବି । ସ୍ଵାମୀ- କିନ୍ତୁ ତୁମେ ତ ଦିନରାତି ମୋ ସହିତ ଲଢୁଛ । ପତ୍ନୀ- ଜାନୁ, ତୁମେ ହିଁ ତ ମୋର ଦୁନିଆ ଅଟ ।

ଦୁଇ ବନ୍ଧୁ କ୍ରିକେଟ ମ୍ୟାଚ ଦେଖୁଥିଲେ, ସେତେବେଳେ କ୍ରିକେଟର ଛକ୍କା ମାରିଲା । ଫେକୁ- ୱାହ! କଣ ଗୋଲ କଲା । ପପ୍ପୁ- ଆରେ!! ଗୋଲ ଏଥିରେ ନୁହେଁ, କ୍ରିକେଟରେ ହୁଏ ।

କାମବାଲି(ଚିଙ୍କି କୁ)- ମାଡାମ ଜି, ଆପଣ ନିଜର ଶାଢୀ ଫେରେଇ ନିଅନ୍ତୁ । ଚିଙ୍କି- କାହିଁକି? କାମବାଲି- ଯେବେ ମଧ୍ୟ ମୁଁ ଏହାକୁ ପିନ୍ଧୁଛି ତ ସାହେବ ଆପଣ ଭାବି ମୋ ଉପରେ ଧ୍ୟାନ ଦେଉନାହାନ୍ତି ଏବଂ ସେ ମାଳୀ ପଚ୍ଛରୁ ଆସି ଆଲିଙ୍ଗନ କରୁଛି। (ଚିଙ୍କି ଏବଂ ତାହାର ସ୍ଵାମୀଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ଝଗଡା ଚାଲିଛି) ।

ଗୁଟଖା ଖାଉଥିବା ବାଲାଙ୍କର ଉଚ୍ଚ ସଂସ୍କାର ହୋଇଥାଏ… । ଏମାନେ ବଡ ଶାନ୍ତ ଏବଂ ମୌନ ରହନ୍ତି… । ଥୁକି ଦେଇ କେବଳ ସେତେବେଳେ କୁହନ୍ତି, ଯେବେ କହିବାର ମୂଲ୍ୟ ଗୁଟଖା ଠାରୁ ଅଧିକ ହୋଇଥାଏ ନହେଲେ ହୁଁ ହାଁ କରି ଉତ୍ତର ଦିଅନ୍ତି ।

ଅଧ୍ୟାପକ- ଭାରତୀୟ ପରିବାରର ସଦସ୍ୟ ପରସ୍ପରକୁ ପ୍ରେମ କରନ୍ତି ଏବଂ ପରସ୍ପରର ଇଜ୍ଜତ କରନ୍ତି। ଏହାର କୌଣସି ଉଦାହରଣ ଦିଅ…. । ଛାତ୍ର- ରୋଗ ଗୋଟିଏ ହୁଏ ଏବଂ ଖେଚେଡୀ ସାରା ଘର ଖାଏ । ଶିକ୍ଷକ ଅବସର ନେବାର ଦରଖାସ୍ତ ଦେଇଛନ୍ତି ।

ଯେଉଁ ପ୍ରକାର ମୋଦୀ ଜି ଆମ ସମସ୍ତଙ୍କୁ ଅଚାନକ ନିଜର ନିଷ୍ପତ୍ତି ଦ୍ଵାରା ଚକିତ କରିଦେଉଛନ୍ତି… ହେଉତ ଦିନେ ଏଭଳି ନହେବ ଯେ ଆମେ ସକାଳୁ ଉଠିବୁ ଏବଂ ଆମକୁ ଜଣା ପଡିବ ଯେ ପାକିସ୍ତାନ ଏବେ ଆଉ ନାହିଁ ।!!!

ଜଣେ ବ୍ୟକ୍ତି ପ୍ରାର୍ଥନା କରୁଥିଲେ ସେତେବେଳେ ସେଠାରେ ଭଗବାନ ପ୍ରକଟ ହେଲେ ଏବଂ କହିଲେ- ବର ମାଗ । ବ୍ୟକ୍ତି କହିଲା- ମୋତେ ବିବାହିତ ରୁ ଅବିବାହିତ କରିଦିଅ । ପ୍ରଭୁ କହିଲେ- ପୁଅ ମନ୍ନତ ମାଗ ଜନ୍ନତ ନୁହେଁ ।

କିଛି ଲୋକ ଅପସେଟ ହୁଅନ୍ତି ତ ହ୍ବାଟସଆପ ରୁ ନିଜର ଡ଼ିପି ହଟେଇ ଦିଅନ୍ତି…. । ସାଙ୍ଗ ଏପରି ବି କଣ ଦୁଃଖ ହୋଇଯାଏ ଯେ ଶଳା ନିଜର ଫେସ ଭଲ ଲାଗେ ନାହିଁ ।

ଡ୍ରାଇଭର କାରର ଆଇନା ଏପରି ସେଟ କରିଛି ଯେ ପପ୍ପୁର ପତ୍ନୀ ସେଥିରେ ଦେଖାଗଲା । ପପ୍ପୁ ଏହା ଦେଖିକି(କ୍ରୋଧରେ)- ମୋର ପତ୍ନୀକୁ ଦେଖୁଚୁ , ପଛରେ ବସ କାର ମୁଁ ଚଲେଇବି ।

ନାରୀର ଅର୍ଥ ଶକ୍ତି ଅଟେ। ତ ପୁରୁଷର କଣ ଅର୍ଥ ଅଟେ…. । ସହନ ଶକ୍ତି ।

ସାନ୍ତା ନିଜର ଗାର୍ଲଫ୍ରେଣ୍ଡ ସହିତ ପ୍ରଥମ ଡେଟରେ ଯାଇଥିଲା । ସାନ୍ତା- ଏହା ମୋର ପ୍ରଥମ ଡେଟ ଡାର୍ଲିଂ । ଯଦି କିଛି ଅଭାବ ରହିଯିବ ତେବେ ଛୋଟ ଭାଇ ଭାବି କ୍ଷମା କରିଦେବ ।

ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଲଢେଇ ହେଲା । ପତ୍ନୀ ବଜାର ଯାଇ ବିଷ ଆଣିଲା ଏବଂ ଖାଇନେଲା । କିନ୍ତୁ ସେ ନମରି ରୋଗାକ୍ରାନ୍ତ ହୋଇଗଲା । ସ୍ଵାମୀ କ୍ରୋଧରେ କହିଲା…. । ସ୍ଵାମୀ- ଶହେ ଥର କହିଛି ଜିନିଷ ଦେଖିକି କିଣାକିଣି କରିବ, ଟଙ୍କା ବି ଗଲା, କାମ ବି ହେଲା ନାହିଁ !

ପୁଅ ଘର: କଣ କଣ କରିପାରୁଛି ଆପଣଙ୍କ ଝିଅ? ଝିଅ ଘର: ମ୍ୟାଗୀ ବନ୍ଦ ହେବା ପରେ କଣ ପ୍ରଶଂସା କରିବୁ ତାର, ସେ ସେଲଫି ନେବା ସମୟରେ 5 ଭିନ୍ନ ଭିନ୍ନ ପ୍ରକାରର ମୁହଁ କରିପାରୁଛି!!

ପତ୍ନୀ- ହେଇଟି ଶୁଣୁଛ ତୁମେ ଗୋଆ ଜାଉଚ ତ ମୋତେ ମଧ୍ୟ ନିଜ ସହ କାହିଁକି ନେଇକି ଯାଉନ? ସ୍ଵାମୀ- ଆରେ ପାଗଳୀ, କିଏ ହୋଟେଲ ଯାଏ ତ ଟିଫିନ ସାଙ୍ଗରେ ନେଇକି ଯାଏ କି?

ରଜନୀକାନ୍ତ ପରୀକ୍ଷା ଦେବାକୁ ଗଲେ। ପେପରରେ ଲେଖାଯାଇଥିଲା 150ପ୍ରଶ୍ନ ମଧ୍ୟରୁ ଯେକୌଣସି 100ପ୍ରଶ୍ନର ଉତ୍ତର କରନ୍ତୁ। ରଜନୀକାନ୍ତ ସମସ୍ତ 150ପ୍ରଶ୍ନ ଉତ୍ତର ଦେଇଦେଲେ । ଆଉ ଶେଷରେ ଲେଖିଦେଲେ ,ୟେନ୍ନା ରାସ୍କାଲା… କୌଣସି 100 ଉତ୍ତର ଚେକ କରିଦିଅ ।

Leave a Reply

Your email address will not be published. Required fields are marked *