June 27, 2025

Odia Express

Here, There and Everywhere

ଏଗୁଡ଼ିକ ହେଉଛି ଭାରତର ୫ ଟି ବିଳାସପୂର୍ଣ୍ଣ ଟ୍ରେନ୍, ପ୍ରେମ ଦମ୍ପତି ସେମାନଙ୍କ ରାଜା ମହାରାଜା ଵାଲା ହନିମୁନ୍ ପାଳନ କରିପାରନ୍ତି – ଟିକେଟ ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା..

1 min read

ଆଜି ଆମେ ଆପଣମାନଙ୍କ ପାଖରେ ଭାରତ ର କିଛି ଏପରି ଟ୍ରେନ ମାନଙ୍କ ବାବଦରେ କହିବାକୁ ଯାଉଛୁ ଯାହା ଭିତରେ ଯାତ୍ରା କରିବା କେଉଁ ସ୍ବପ୍ନ ଠାରୁ କମ ନୁହଁ। ଏହିଭଳି ଟ୍ରେନ ଆପଣମାନଙ୍କ ପାଇଁ ବହୁତ ମହଙ୍ଗା ଅଟେ। ଭାରତ ରେ ସବୁଠୁ ଶସ୍ତା ସବାରି ଭାବେ ଟ୍ରେନ କୁ ମାନା ଯାଇଥାଏ ଯେତେବେଳେ କି ଭାରତରେ କିଛି ଏପରି ବି ଟ୍ରେନ ଅଛି ଯାହାଙ୍କର ଚର୍ଚ୍ଚା କେବଳ ଭାରତରେ ହି ନୁହଁ ବରଂ ସାରା ଦୁନିଆ ରେ ସବୁଠୁ ମହଙ୍ଗା ଟ୍ରେନ ମାନଙ୍କ ଭିତରେ କରା ଯାଇଥାଏ। ଗୋଟେ ଟ୍ରେନ ର ଦାମ ପ୍ରାୟ ୧୭ ଲକ୍ଷ ପାଖା ପାଖି ଅଟେ। ଏଥିରେ ଯାତ୍ରା କରିବା କେଉଁ ପଞ୍ଚ ତାରକା ହୋଟେଲ ରେ ରହିବା ସହ ସମାନ ଅଟେ। ତ ଆସନ୍ତୁ ଜାଣିବା।

୧: ପ୍ୟାଲେସ ଅନ ଭିଲ ଟ୍ରେନ:  Palace On Wheels – ଏହାର ନାମ ଶୁଣିବା ଦ୍ୱାରା ହି ଲାଗୁଛି କି ଏହା ରାଜା ମହାରାଜା ଙ୍କର ଟ୍ରେନ ହେଇଥିବ। ଏହାର ଭିତର ର ସୁବିଧା କେଉଁ ଫାଇଭ ଷ୍ଟାର ହୋଟେଲ ଭଳି। ତାଙ୍କର ୱେବ ସାଇଟ ଅନୁଯାୟୀ ଏହା ଭିତରେ ବିଅର ବାର ଠାରୁ ଆରମ୍ଭ କରି ଇଂରାଜୀ କହିବା ଗାଇଡ଼ ଯାଏ ସମସ୍ତେ ଅଛନ୍ତି। ଏହା ଜୟପୁର ରେ ହାତୀ ରାଇଡ଼, ସମୁଦ୍ର ରେ ବୋଟ ରାଇଡ଼ ସବୁକିଛି ଫ୍ରି ଦେଇଥାଏ ଆଉ ଏହାର ଜଣିକିଆ ଯାତ୍ରା ପାଇଁ ପ୍ରାୟ ୩ ଲକ୍ଷ ଦୁଇ ଜଣିଆ ଯାତ୍ରା ପାଇଁ ୨ଲକ୍ଷ ୫୦ ହଜାର ଆଉ ସୁପର ଡିଲକ୍ସ ପାଇଁ ପ୍ରାୟ ୯ ଲକ୍ଷ ଦେବାକୁ ହୁଏ।

୨: ରୟାଲ ରାଜସ୍ଥାନ: Royal Rajasthan On Wheels – ରାଜସ୍ଥାନ ର ଟ୍ରେନ ବିଭାଗର ଅଧ୍ୟକ୍ଷ ଙ୍କର ଅନୁସାରେ ରୋୟଲ ରାଜସ୍ଥାନ ରେ ପ୍ରାୟ ୧୪ଟି ଡବା ଅଛି। ଏଥିରେ ଭିତରେ ହେୟାର ସେଲୁନ ଠାରୁ ଆରମ୍ଭ କରି ବିଅର ବାର ଯାଏ ସବୁ ଅଛି ଆଉ ଏଥିରେ ଗୋଟେ ଦିନ ଆଉ ଗୋଟେ ରାତି ପାଇଁ ପ୍ରାୟ ୧.୨୫ ଲକ୍ଷ ଟଙ୍କା ଦେବାକୁ ହୁଏ।

୩: ମହାରାଜା ଏକ୍ସପ୍ରେସ:  ଏହାକୁ ୨୦୧୦ ରେ ଆରମ୍ଭ କରାଯାଇଥିଲା। ଏହାର ସବୁଠୁ ଶସ୍ତା ଟିକେଟ ପ୍ରାୟ ୧.୯୦ ଲକ୍ଷ ଟଙ୍କା ଆଉ ସବୁଠୁ ମହଙ୍ଗା ଟିକେଟ ପ୍ରାୟ ୧୬ ଲକ୍ଷ ଟଙ୍କା। ଏହା ଚଳନ୍ତା ଫାଇବ ଷ୍ଟାର ହୋଟେଲ ଅଟେ। ଏହାକୁ ଭାରତର କିଛି ସବୁଠୁ ସୁବିଧା ଦାୟକ ଟ୍ରେନ ଭିତରେ ଗୋଟେ ମାନା ଯାଇଥାଏ।

୪: ଗୋଲଡ଼ ଚାରିଅଟ:Golden Chariot-  ଏହା ଏକ ଆୱାର୍ଡ ବିଜେତା ଟ୍ରେନ ଅଟେ। ଏଥିରେ ପ୍ରାୟ ୪୪ ଡବା ଅଛି ଆଉ ଏହା ଭିତରୁ ପୁରା ସୁନା ରେ ତିଆରି। ଏହା ଭିତରେ ସବୁ ପ୍ରକାର ଆଧୁନିକ ସୁବିଧା ଉପଲବ୍ଧ ଆଉ ତାହା ଭାରତୀୟ ସଂସ୍କୃତି ରେ ଆଧାରିତ। ଏହାର ଟିକେଟ ଦାମ ହେଉଛି ୧.୫୦ ଲକ୍ଷ ଭାରତୀୟ ମାନଙ୍କ ପାଇଁ ଆଉ ପ୍ରାୟ ୨.୫୦ ଲକ୍ଷ ବିଦେଶୀ ମାନଙ୍କ ପାଇଁ।

୫: ଡେକାନ ଓଡିଶୀ ଟ୍ରେନ:  The Deccan Odyssey- ଏହା ଭାରତୀୟ ରେଳ ବିଭାଗ ତଥା ମହାରାଷ୍ଟ୍ର ରେଲୱେ କର୍ପୋରେସନ ର ମିଳିତ ଉଦ୍ୟମ ରେ ବନିଥିବା ଏକ ଲାକଜରି ଟ୍ରେନ ଅଟେ। ଏହା ଭିତରେ ଆପଣଙ୍କୁ ସବୁ ପ୍ରକାର ଆଧୁନିକ ସୁବିଧା ସହ ଇଣ୍ଟରନେଟ, ଏସି ଭଳି ସବୁ ସୁବିଧା ଉପଲବ୍ଧ ଅଛି। ଏହାର ଟିକେଟ ପାଇଁ ଆପଣଙ୍କୁ ପ୍ରାୟ ୬-୮ ଲକ୍ଷ ଟଙ୍କା ଦେବାକୁ ହେବ।

Leave a Reply

Your email address will not be published. Required fields are marked *