June 27, 2025

Odia Express

Here, There and Everywhere

ଯେଉଁ ସ୍ତ୍ରୀ ପାଖରେ ଏହି ତିନୋଟି ଗୁଣ ଥାଏ – ତା ସ୍ବାମୀ ସଫଳତା ର ପାତ୍ର ଅଟେ – ଧନବାନ ହୁଏ…

1 min read

ନାରୀ ହେଉଛି ଗୃହ ଲକ୍ଷ୍ମୀ ଙ୍କ ପ୍ରତୀକ ଯଦି ନାରୀ ନିଜ କାର୍ଯ୍ୟ ଏବଂ ବୁଦ୍ଧି ର ବ୍ୟବହାର ସଠିକ କରେ ତେବେ ତାଙ୍କ ପରିବାର କୁ ଏହାର ଫାଇଦା ମିଳେ। ଗୋଟିଏ ସ୍ତ୍ରୀ ଦୁଇଟି ପରିବାର କୁ ଯୋଡୁଥିବା ସୂତ୍ର ଅଟେ। ନରୁ ଙ୍କୁ ଆମ ଶାସ୍ତ୍ର ରେ ଦେବୀ ର ଆଖ୍ୟା ମଧ୍ୟ ଦିଆଯାଇଛି। ଆମ ଶାସ୍ତ୍ର ରେ ଲିଖିତ ଅଛି |ଯେଉଁ ଘରେ ନାରୀ ମାନଙ୍କୁ ଉଚିତ ମାନ ସମ୍ମାନ ମିଳିଥାଏ। ସେମାନଙ୍କ ଘରେ ଦେବତା ମାନଙ୍କ ଶୁଭ ଦୃଷ୍ଟି ରହିଥାଏ। କେବେ ହେଲେ ସେହି ଘର ଉପରେ କୌଣସି ସଙ୍କଟ ଆସେ ନାହିଁ ଯେଉଁ ଘର ର ନାରୀ ଈଶ୍ୱର ବିଶ୍ୱାସୀ ଅଟେ।ତେବେ ଆଜି ଆମେ ଆପଣଙ୍କୁ କହିବୁ ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ କେଉଁ ସବୁ କଥା ଉପରେ ଧ୍ୟାନ ଦେବା ଉଚିତ।

“ଯତ୍ର ନାରୀ ପୂଜ୍ୟନ୍ତେ ତତ୍ର ଭ୍ରମନ୍ତି ଦେବତା”

ନାରୀ ମାନଙ୍କୁ ସବୁବେଳେ ନିଜ ପତି ଙ୍କୁ ସାହାଯ୍ୟ କରିବା ଉଚିତ।ସ୍ତ୍ରୀ ମାନେ ପ୍ରତ୍ୟକ କାର୍ଯ୍ୟରେ ନିଜ ସ୍ୱାମୀ ମାନଙ୍କୁ ସାହାଯ୍ୟ କରିବା ଉଚିତ ଯଦି ପତି କୌଣସି କାରଣ ରୁ ଉଦାସ ଅଛନ୍ତି ତେବେ ତାଙ୍କ ଠାରୁ କାରଣ ଜାଣି ଏହାର ସମାଧାନ କରିବା ଉଚିତ।

ନିଜ ସ୍ୱାମୀ ଙ୍କ ଆଜ୍ଞା କୁ ପାଳନ କରିବା ଉଚିତ;-ଆଚାର୍ଯ୍ୟ ଙ୍କ କହିବା କଥା ସ୍ୱାମୀ ଯାହା ଚାହଁନ୍ତି ସ୍ତ୍ରୀ ଙ୍କୁ ଏହାର ପାଳନ କରିବା ଉଚିତ କାରଣ ସ୍ୱାମୀ ର ଅର୍ଧଙ୍ଗିନୀ ସ୍ତ୍ରୀ ହୋଇଥାଏ। ଯଦି ସ୍ୱାମୀ ର ଇଚ୍ଛା ବିରୁଦ୍ଧ ରେ ସ୍ତ୍ରୀ ଯାଇଥାଏ ତେବେ ଏହା ପରିବାର ପାଇଁ ଅଶାନ୍ତି ର ଝଡ଼ ନେଇ ଆସେ।

ପୁରୁଷ ଙ୍କ ପାଇଁ ସଫଳତା ପାଇବା ପାଇଁ ଉପଦେଶ ଚାଣକ୍ୟ ଙ୍କ ;- ଯେପରି ମାଆ ସବୁବେଳେ ନିଜ ପିଲା ର ସୁରକ୍ଷା କରେ ସେଭଳି ସଜ୍ଜନ ବ୍ୟକ୍ତି ଙ୍କ ସହ ମିତ୍ରତା କଲେ ବିପଦ ରୁ ରକ୍ଷା ମିଳିପାରେ।

ଯେ ପର୍ଯ୍ୟନ୍ତ ଏହି ଶରୀର ସୁସ୍ତ ଅଛି ସେ ପର୍ଯ୍ୟନ୍ତ ବ୍ୟକ୍ତି କୁ ନିଜ ପୁଣ୍ୟ କର୍ମ ସବୁ କରିନେବା ଉଚିତ। କାରଣ ବାର୍ଦ୍ଧକ୍ୟ ଆସିଗଲେ କୌଣସି ଜିନିଷ କରିବାରେ ରୁଚି ରୁହେ ନାହିଁ।ବିଦ୍ୟା କାମ ଧେନୁ ସଦୃଶ ଅଟେ କେବଳ ବିପଦ ସମୟରେ ହିଁ କାମରେ ଲାଗେ। ଏହା ବିଦେଶ ରେ ଆପଣଙ୍କୁ ରକ୍ଷା କରେ।

ଏହି ଜିନିଷ ସବୁ ଅଗ୍ନି ଭଳି ଆପଣଙ୍କୁ – ଜଳାଇ ଥାନ୍ତି। ବିଧବା ସ୍ତ୍ରୀ | ମୂର୍ଖ ପୁତ୍ର | ଖରାପ ଗାଁ ରେ ବାସ କରିବା | ନୀଚ ସ୍ଥାନ ରେ କାମ କରିବା | ଝଗଡ଼ା କରିଥିବା କଟୁ କଥା କହୁଥିବା ସ୍ତ୍ରୀ

ଆଚାର୍ଯ୍ୟ ଚାଣକ୍ୟ ଙ୍କ ଏହି ସବୁ କଥା କୁ ଯଦି ଆପଣ ମାନନ୍ତି ତେବେ ଆପଣ ଏହି ସମାଜରେ ସବୁବେଳେ ସମ୍ମାନ ସହ ବଞ୍ଚି ପାରିବେ।

Leave a Reply

Your email address will not be published. Required fields are marked *