June 23, 2025

Odia Express

Here, There and Everywhere

ମସା,ମାଛି, ଅସରପା, ଝିଟିପିଟି ଆଦିଙ୍କୁ ୧ ମିନିଟରେ ମାରନ୍ତୁ ଏହି ଉପାୟ ଦ୍ବାରା…

ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ।ସାଙ୍ଗ ମାନେ ଆଜି ଆମେ ଆପଣଙ୍କୁ ଏଭଳି ଉପାୟ କହିବୁ ଯାହା ଦ୍ଵାରା ଆପଣ ନିଜ ଘରେ ରହୁଥିବା ମୁଷା,ଅସରପା,ମାଛି,ଝିଟିପିଟି ସବୁ ଆପଣଙ୍କ ଘର ଛାଡି ଚାଲିଯିବେ।ବର୍ଷ ସମୟରେ ବି ଆସୁଥିବା କିଟ ଆଦି ଆପଣଙ୍କୁ ଘରକୁ ଆସିବେନି।ଏଥିପାଇଁ ପ୍ରଥମ ଆବଶ୍ୟକ କପୁର।ଏହା ସର୍ଵ ମୁଖ୍ୟ ଅଟେ ଏହି ଉପାୟ ପାଇଁ କାରଣ କିଟ ଆଦି ମାନଙ୍କୁ କପୁରର ଗନ୍ଧ ପସନ୍ଦ ଆସିନଥାଏ।ଏଥିପାଇଁ ତିନ ରୁ ଚାରି ଖଣ୍ଡ କପୁର ନିଅନ୍ତୁ।ଏହାପରେ ଏହି କପୁର କୁ ଭଲସେ ପେଷି ଏହାର ପାଉଡର ପ୍ରସ୍ତୁତ କରିଦିଅନ୍ତୁ।ଏହାପରେ ଏକ ପାତ୍ର ନେଇ ସେଥିରେ ଗରମ ପାଣି ନିଅନ୍ତୁ।

ଏହା ପରେ ସେହି କପୁର ଗୁଣ୍ଡକୁ ସେହି ଗରମ ପାଣିରେ ମିଶାଇ ଦିଅନ୍ତୁ ମନେ ରଖନ୍ତୁ କପୁର ଗରମ ପାଣିରେ ବହୁତ ଶୀଘ୍ର ମିଶିଥାଏ।ଏହା ପରେ ଆମେ ଦ୍ୱିତୀୟ ଜିନିଷ ନେବା ଭିନେଗାର ଆମେ ଏଥିପାଇଁ ଅଧା ଗିନା ଭିନେଗାର ସେହି କପୁର ମିଶା ଗରମ ପାଣିରେ ମିଶାଇବା।ଯଦି ଆପଣଙ୍କୁ ସେହି ସମୟରେ ଭିନେଗାର ନ ମିଳୁଛି ଆପଣ ଏହା ସ୍ଥାନରେ ଏକ ଲେମ୍ବୁ ନେଇପାରିବେ ।ଲେମ୍ବୁ କୁ କାଟି ତା ରସ ମଧ୍ୟ ମିଶାଇ ପାରିବେ।ଲେମ୍ବୁରେ ମଧ୍ୟ ଫାଇଦା ହୋଇଥାଏ।ଏହା ପରେ ଏଥିରେ କିଛି ଲୁଣ ମିଶାନ୍ତୁ।ଏହା ପରେ ଏକ ଜିନିଷ ଅଛି ଯାହା ବହୁତ ଆବଶ୍ୟକ ଯାହା ଯଦି ଆପଣ ଇଛା ହେବ ମିସାଇବେ ନହେଲେ କିଛି ନାହିଁ ଚଳିବ।ଆପଣ ଚାହିଁଲେ ବାସ୍ନା ପାଇଁ ଓ ପରିଷ୍କାର ପାଇଁ ଏଥିରେ ଡେଟଲ ମିଶାଇ ପାରିବେ।ଯଦି ଆପଣ ଏହାକୁ ମିଶାଇ ପାରିବେନି ତ କିଛି ନାହିଁ।

ଏବେ ଆସନ୍ତୁ ଜାଣିବା ଏହାକୁ କିପରି ବ୍ୟବହାର କରିବେ।ଘର ପୋଛିବା ବେଳେ ଆପଣ ଏହାକୁ ବ୍ୟବହାର କରିବେ।ଯେବେ ଆପଣ ସକାଳେ ଓ ସନ୍ଦ୍ୟାରେ ଘର ପୋଚୁଛନ୍ତି ଏହାକୁ ପାଣିରେ ମିଶାଇ ଘର ପୋଛିବା ଦ୍ଵାରା ଏହାର ଫାଇଦା ଦେଖିବାକୁ ମିଳିଥାଏ।ଏହା ଦ୍ଵାରା ଆପଣଙ୍କ ଘରେ ଥିବା ମସା, ମାଛି,ଅସରାପ ଆଦି ମରିଯାଇଥାନ୍ତି ଓ ଘରୁ ପଳାଇଥାନ୍ତି।ଏହା ଛଡା ଅନ୍ୟ ଛୋଟ କିଟ ମଧ୍ୟ ଆପଣଙ୍କ ଘରକୁ ଆସିନଥାନ୍ତି।ଏହି ଉପାୟ କୁ କରିକି ଦେଖନ୍ତୁ ଏହା ଫାଇଦା ଦେଉଛି କି ନାହିଁ ଆମକୁ କମେଣ୍ଟ କରି ଲେଖନ୍ତୁ।ଯଦି ଏହା ଆପଣଙ୍କୁ ଭଲ ଲାଗୁଛି ଏହାକୁ ଲାଇକ ଓ ସେୟାର କରନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *