June 25, 2025

Odia Express

Here, There and Everywhere

ଆଜିର ମଜାଦାର ପ୍ରଶ୍ନ – ଦଶ କିଲୋ ଲୁହା ଏବଂ ଦଶ କିଲୋ ତୁଳା ମଧ୍ୟରୁ ବେଶୀ ଓଜନ କାହାର?କାହାକୁ ଖାଇବାକୁ ଦେଲେ ବଂଚିଥାଏ ପାଣି ପିଇବାକୁ ଦେଲେ ମରିଯାଏ? ଦେଖିବା କେତେ ଲୋକ ସଠିକ ଉତ୍ତର ଦେଉଛନ୍ତି….

1 min read

ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ ।ଆମର ପ୍ରଶ୍ନ ସବୁ ଶୁଣିଲେ ଆପଣ କୌତୁହଳ ଓ ଖୁସି ହେଇଯିବେ | ତେବେ ପ୍ରଶ୍ନ ଶୁଣିବା ପରେ ଆପଣ ଉତ୍ତର ଜାଣିବା ପାଇଁ ନିଶ୍ଚୟ ବ୍ୟାକୁଳ ହେଇଯିବେ | ତେବେ ଆପଣଙ୍କ ମନୋରଞ୍ଜନ ଓ ଆପଣଙ୍କ ଜ୍ଞାନ ବଢେଇବା ଆମର ମୂଳ ଉଦେଶ୍ୟ | ମଜା ମଜା କଥା ରେ ଆପଣ ଏହାର ଉତର ଜାଣିଲେ ଓ ଭଲ ଲାଗିଲେ ତେବେ ନିଶ୍ଚୟ ସାଙ୍ଗ ମାନକ ସହ ସେୟାର କରିବେ |ତେବେ ଚାଲନ୍ତୁ ଆଜି ଜାଣିବା ସେ ପ୍ରଶ୍ନ ଉତ୍ତର ବିଷୟରେ

ପ୍ରଶ୍ନ୧-ରାତିରେ ଶବ କୁ ଏକା କଣ ପାଇଁ ଛଡା ଯାଇ ନଥାଏ ?

ଉତ୍ତର-ଆପଣଙ୍କୁ ଜଣାଥିବା ମରିବା ପରେ ଯେଉଁ କ୍ରିୟା କରାଯାଏ ତାକୁ ଅନ୍ତିମ ସଂସ୍କାର କୁହାଯାଏ।ମରିବା ପରେ ଅନ୍ତିମ ସଂସ୍କାର ରାତିରେ କରାଯାଇ ନଥାଏ।କୌଣସି ବ୍ୟକ୍ତି ର ମୃତ୍ୟୁ ଯଦି ରାତିରେ ହୋଇଥାଏ ତାର ସଂସ୍କାର ରାତିରେ କରା ନଯାଇ ତାର ଶବକୁ ରାତିସାରା ଘରେ ରଖାଯାଇଥାଏ। ଶାସ୍ତ୍ର ଅନୁସାରେ ଯଦି ମୃତ୍ୟୁ ରାତିରେ ହୋଇଥାଏ ତେବେ ସେହି ଶବ କୁ ତୁଳସୀ ଗଛ ପାଖରେ ରଖାଯାଇଥାଏ।ଓ ତାକୁ ଏକ ଛଡା ଯାଇନଥାଏ।ଏପରି ଏଥିପାଇଁ କରାଯାଇଥାଏ କାରଣ ମରିଥିବା ବ୍ୟକ୍ତି ର ଆତ୍ମା ସେହିଠାରେ ହିଁ ବୁଲୁଥାଏ।ଏକା ଛାଡିବା ଦ୍ବାରା ଅନେକ ଖରାପ ଆତ୍ମା ସେହି ଶବ ଉପରେ ନିଜ ଅଧିକାର କରିବାକୁ ଚାହିଁଥାନ୍ତି।ଏଥିପାଇଁ ଶବକୁ ଏକା ଛଡା ଯାଇ ନଥାଏ।

ପ୍ରଶ୍ନ୨-ସବୁ ସୈନ୍ୟକ ଛୋଟ ଚୁଟି କଣ ପାଇଁ ରଖିଥାନ୍ତି?

ଉତ୍ତର-ସାଙ୍ଗ ମାନେ ଆଜିର ଯୁଗ କୁ ଫ୍ୟାସନ ର ଯୁଗ ବି କୁହାଯାଏ।ଲୋକ ନିଜ ସୁନ୍ଦରତା ପାଇଁ କିଛି ବି କରିପାରନ୍ତୁ।କିଏ ଅଦ୍ଭୁତ ପ୍ରକାର ଚୁଟି କାଟୁଛନ୍ତି ତ କିଏ ଫଟା ପ୍ୟାଂଟ ପିନ୍ଧୁଛନ୍ତି।କିନ୍ତୁ ଆମ ସୈନିକ ମାନେ ଛୋଟ ଚୁଟି କାଟୁଛନ୍ତି ଏହାର କାରଣ ଆଜି ଜାଣିବା।ଏହା ପଛରେ ଅନେକ କାରଣ ଅଛି।ଏହାର ସବୁଠୁ ବଡ କାରଣ ଏହା କି ସୈନିକ ଙ୍କ କାମ ବନ୍ଧୁକ ଚଳାଇବା ହୋଇଥାଏ।ଛୋଟ ଚୁଟି ରଖିବା ଦ୍ଵାରା ତାଙ୍କୁ ବନ୍ଧୁକ ଚଲାଇବା ସହଜ ହୋଇଥାଏ।ଅନ୍ୟ ଏକ କାରଣ ଏହାକି ସୈନ୍ୟଙ୍କ ଙ୍କୁ ଗାଧୋଇବା ପାଇଁ ସବୁବେଳେ ମିଳି ନଥାଏ ଏଥିପାଇଁ ସେମାନେ ଚୁଟି ଛୋଟ ରଖି ଥାନ୍ତି।

ପ୍ରଶ୍ନ୩-ରାତିରେ କୁକୁର କଣ ପାଇଁ କାନ୍ଦିଥାନ୍ତି?

ଉତ୍ତର-ପ୍ରକୃତରେ କୁକୁର ରାତିରେ କାନ୍ଦି ନଥାନ୍ତି ସେ ନିଜ ଭିତରେ ସନ୍ଦେଶ ପହଚାଇଥାନ୍ତି।ପ୍ରତି ଗାଁ ଉ ସହରରେ କୁକୁରଙ୍କ ଇଲାକା ଥାଏ।ସେ ଅନ୍ୟ ପାଖୁ ସନ୍ଦେଶ ପହଞ୍ଚାଇବା ପାଇଁ ଏପରି ଲରିଥାନ୍ତି ଆମେ ଏହାକୁ କାନ୍ଦିବା ଭାବିଥାଉ।

୪. ଗୋଟେ ଦୌଡ଼ ପ୍ରତିଯୋଗିତାରେ ଯଦି ଜଣେ ଧାବକ ଦ୍ଵିତୀୟ ସ୍ଥାନରେ ଦୌଡୁ ଥିବା ଧାବକକୁ ଅତିକ୍ରମ କରେ ତେବେ ତାହାର ସ୍ଥାନ କେତେ ହେବ?

ଉତ୍ତର:- ଦ୍ୱିତୀୟ।

୫. ଆପଣ ଭାବନ୍ତୁ ଯେ ଆପଣ ଏକ ଜଙ୍ଗଲରେ ଅଛନ୍ତି, ଚାରିପଟୁ ଚାରିଟା ବାଘ ଆପଣଙ୍କ ଉପରକୁ ଆକ୍ରମଣ କରି ଲମ୍ଫ ମାରୁଛନ୍ତି , ତେବେ କେମିତି ବଂଚିବେ?

ଉତ୍ତର:- ଆପଣ ଭାବନା ବନ୍ଧ କରନ୍ତୁ।

୬. ଏମିତି ଆପଣଙ୍କର କଣ ଅଛି ଯାହା ଆପଣଙ୍କ ଠୁ ବଡ଼ କିନ୍ତୁ ତାର କୌଣସି ଓଜନ ନାହିଁ?

ଉତ୍ତର:- ଆପଣଙ୍କ ଛାଇ।

୭. ମୟୂର ଅଣ୍ଡା ଦିଏ ନାହିଁ କିନ୍ତୁ ଆୟୁଷ ସରିଲେ ସେ ମଧ୍ୟ ମରେ , ତେବେ ମୟୁରର କିପରି ବଂଶ ତିଷ୍ଠି ରହିଛି?

ଉତ୍ତର:- ମୟୂରୀ ଅଣ୍ଡା ଦିଏ।

୮. ଦଶ କିଲୋ ଲୁହା ଏବଂ ଦଶ କିଲୋ ତୁଳା ମଧ୍ୟରୁ ବେଶୀ ଓଜନ କାହାର?

ଉତ୍ତର:- ଉଭୟ ସମାନ।

୯ . କଣ ସବୁବେଳେ ଆସେ ହେଲେ କେବେ ପଂହଚେ ନାହିଁ।

ଉତ୍ତର:- ଆସନ୍ତା କାଲି।

୧୦ .ସେ କିଏ ଯାହାକୁ କିଛି ଖାଇବାକୁ ଦେଲେ ବଂଚିଥାଏ ପାଣି ପିଇବାକୁ ଦେଲେ ମରିଯାଏ?

ଉତ୍ତର:- ନିଆଁ।

Leave a Reply

Your email address will not be published. Required fields are marked *