June 27, 2025

Odia Express

Here, There and Everywhere

ଏହି ୫ଟି ଜିନିଷ ସକାଳୁ ପାଣିରେ ଭିଜେଇ ଖାଇବା ଦ୍ୱାରା ଆମ ଶରୀରର ବିଭିନ୍ନ ଲାଭ ହୋଇଥାଏ – ଫାଇଦା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ…

1 min read

ସାଙ୍ଗମାନେ କଣ ଆପଣଙ୍କର ବି ହାତ ଗୋଡ଼ରେ ବହୁତ ଦରଜ ହେଉଛି,ଶରୀରେ ଦୁର୍ବଳତା ଅନୁଭବ କରିଥାଉ ଆପଣ ଡାକ୍ତରଖାନା ରେ ଦେଖେଇବା ପରେବି ଆପଣଙ୍କ ରୋଗର ନିବାରଣ ହେଉନାହିଁ।କଣ ଆପନଙ୍କୁ ସବୁଦିନ ଔଷଧ ଖାଇବାକୁ ପଡିଥାଏ ଟିକେ ବି କାମ କରୁ କରୁ ଆପଣ ହାଲିଆ ଅନୁଭବ କରନ୍ତି କି।ଯାହାର ରକ୍ତ ପରିଷ୍କାର ନୁହେଁ।ଅଣ୍ଟା, ଆଣ୍ଠୁ,ପିଠିରେ ବହୁତ ଦରଜ ରହିଥାଏ ହୃଦୟରେ ଅସୁବିଧା ଥାଏ କିମ୍ବା ଶ୍ରିରରେ ଖରାପ ମେଦ ବୃଦ୍ଧି ହୋଇଥାଏ।ସେମାନଙ୍କ ପାଇଁ ଏ ବହୁତ ଫାଇଦା କରିବ।ଆଜି ଆମେ ଆପଣଙ୍କୁ ଏହି ଭଳି ୪ ଟି ଜିନିଷ ବିଷୟରେ କହିବାକୁ ଯାଉଛୁ ଯଦି ରାତିରେ ଆମେ ଗୋଟେ ଚାମଚେ ବି ଭିଜେଇ ରଖିଥାଉ ଓ ସକାଳୁ ଏହାର ବ୍ୟବହାର ଯଦି କରିଥାଉ ତାହେଲେ ଶରୀରର ଏ ସବୁ ଅସୁବିଧା ମୂଳରୁହିଁ ସମାପ୍ତ ହୋଇଯିବ।

ପ୍ରଥମେ ଆପଣଙ୍କୁ ଅଳସୀର ମଞ୍ଜି ପାଣିରେ ବୁଡାଇ ରଖିବା ଉଚିତ।ରାତିର ଶୋଇବା ସମୟରେ ଅଳସୀର ମଞ୍ଜି ଭିଜେଆଇ ରଖିବା ଉଚିତ।ଅଳସୀର ମଞ୍ଜି ଭିତରେ ଓମେଗା-୩,ଫ୍ୟାଟି ଏସିଡ ମିଳିଥାଏ।ହୃଦରୋଗରୁ ରକ୍ଷା କରିଥାଏ ଓ ଚେହେରାରେ ଉଜ୍ଜ୍ୱଳତା ଆଣିଥାଏ ଚୁଟି ଧଳା ହୁଏ ନାହିଁ ଚୁଟି ଝଡେ ନାହିଁ।

ଦ୍ଵିତୀୟରେ ଆସିବ କିସମିଶ ଏହା ମଧରେ ବହୁତ ପରିମାଣରେ ଭିଟାମିନ-ଏ,ଭିଟାମିନ-ସି,ଭିଟାମିନ-ବି୧୨,ଆଣ୍ଟି ଅକ୍ସିଡେଣ୍ଟ ଯେଉଁଟାକି ଆମ ଶରୀରରେ ଶୀଘ୍ର ବୁଢ଼ାପଣ ଆସିବାକୁ ଦେଇ ନଥାଏ।ସକାଳୁ ଉଠି କିସମିଶ କୁ ନିଜ ଡାଇଟରେ ମିସେଇବା ଆବଶ୍ୟକ ଅଟେ।

ତୃତୀୟ ଜିନିଷ ଯେଉଁଟା ଆପଣଙ୍କୁ ବୁଡାଇ ରଖିବାର ଥିଲା ସେଟା ହେଉଛି କି ଖସଖସ ଆକୁ ରାତିରେ ପାଣିରେ ବୁଡାଇ ରଖିବାର ଅଛି ଏଥିରେ ଭିଟାମିନ-ବି୧୨,ଓମେଗା-୩,ଫ୍ୟାଟି ଏସିଡ ଓ ବହୁତ ହାଇ କ୍ବାଲିଟିର ପ୍ରୋଟିନ ରହିଥାଏ।ଯଦି ଆପଣଙ୍କ ହାଡ଼ରେ ଦରଜ ରହିଥାଏ ଶରୀରରେ ଦୁର୍ବଳତା ରହିଥାଏ, କ୍ୟାଲସିୟମର କମି ରହିଥାଏ,ରକ୍ତର କମିରହିଥାଏ,ପ୍ରୋଟିନର କମି ରହିଥାଏ ଯାହାକୁ କାମ କରିବାକୁ ମନଲାଗି ନଥାଏ ଖାସ କରି ଆଜିକାଲି ଯୁବକ ମାନଙ୍କ ସେ ଯେହେଉ ପଛେ ପୁଅ କିମ୍ବା ଝିଅ ଙ୍କ ମାନଙ୍କ ମଧ୍ୟରେ ଆଳସ୍ୟପଣ ବହୁତ ରହିଥାଏ।ଶକ୍ତିସ୍ତର ସମ୍ପୂର୍ଣ୍ଣ ରୂପେ କମ ଥାଏ।ସେମାନଙ୍କ ପାଇଁ ଖସ ଖସ ବହୁତ ଦରକାରୀ ଅଟେ।ଆପଣଙ୍କୁ ବାସ ଏତିକି କରିବାରେ ରାତିରେ ବାସ ଗୋଟେ ଚାମୁଚ ପାଣିରେ ରାତିରେ ଖସ ଖସ ମିସେଆଇବାରେ ଅଛି।ଏ ଶରୀରରେ ଥିବା ରକ୍ତରେ ହାନିର ଗୋଟେ ଥରେକେ ବଢ଼ାଇଦିଏ।ଏହା ଦେହରେ ଶକ୍ତି ବଢ଼ାଇ ଥାଏ ଶରୀର କୌଣସି ପ୍ରକାର ଦୁର୍ବଳତା କୁ ଦୁରେଆଇ ରଖିଥାଏ।ଦେହରେ ଏମିତି ଶକ୍ତି ଯୋଗାଇଥାଏ ତାହା ଅବିଶ୍ଵନିୟ ଅଟେ।

ଏହା ବ୍ୟତୀତ ଯେଉଁମାନେ ବହୁତ ପତଳା ଅଟନ୍ତି।ଯେଉଁମାନଙ୍କ ଓଜନରେ ବହୁତ କମ ଥାଏ ତାଙ୍କର ଶରୀରରେ ଓଜନ ବୃଦ୍ଧି କରିବାରେ ସାହାର୍ଯ୍ୟ କରେ।ତାପରେ ଆସିବ ମେଥିଦାନ ଏହା ଚୁଟି ପାଇଁ ବହୁତ ଆବଶ୍ୟକ ଅଟେ।ଆପଣଙ୍କର ପାଚନ ତନ୍ତ୍ର କୁ ଠିକ କରିଥାଏ ଆଖିର ଦୃଷ୍ଟି ଶକ୍ତି ବଢେ଼ଇବାକୁ ଚେଷ୍ଟା କରିଥାଏ।ଆଣ୍ଠୁ,ଗଣ୍ଠି,ମୁଣ୍ଡ ବିନ୍ଧା ଆଦି ରୋଗରୁ ରକ୍ଷା କରିଥାଏ।ଶୋଇବା ସମୟରେ ଗୋଟେ ଚାମୁଚ ମେଥି ପାଣିରେ ଭିଜେଆଇ ସୋଇପଡିବ ସକାଳୁ ଉଠି ତାକୁ ଚୋବେଇ ଚୋବେଇ ଖାଇବା ଆବଶ୍ୟକ ଓ ତା ସହିତ ସେ ପାଣିକୁ ପିଜୀଵ।

ଶେଷରେ ଯେଉଁ ଜିନିଷ ଖାଇବେ ତାହାହେଲା ଗଜାମୁଗ,ଗଜାବୁଟ ଆଦି ସକାଳୁ ଖାଇବା ଦ୍ୱାରା ଚୁଟି ବଢ଼େଇବାରେ ସାହାଯ୍ୟ କରିଥାଏ ଓ ରକ୍ତ ସଂଚାଳନ ବଢ଼ାଇ ଥାଏ। ଏହା ମେଟାବୋଲିଜିମ ବଢ଼ାଏ ଓ ହଜମ ପ୍ରକ୍ରିୟାରେ ସାହାର୍ଯ୍ୟ କରେ।ଶରୀରକୁ ଅଧିକ ପ୍ରୋଟିନ ଯୋଗାଇ ଥାଏ ଓ ଶରୀରରେ ହେଉଥିବା ଅସମୟ ବୟସ ବୃଦ୍ଧି ଅଟକାଇଥାଏ।ଏହି ସବୁ ପୋଷକ ତତ୍ୱ କୁ ପାଣିରେ ଭିଜେଇ ସକାଳେ ଖାଇବା ଦ୍ୱାରା ଆମ ଶରୀରରକୁ ବହୁତ ଫାଇଦା ହୋଇଥାଏ

Leave a Reply

Your email address will not be published. Required fields are marked *