June 28, 2025

Odia Express

Here, There and Everywhere

ଆଜିର ୧୫ଟି ନୂଆ ମଜାଦାର ଜୋକ୍ସ:ସ୍ତ୍ରୀ- ମୋ ପାଖରେ ପ୍ରମାଣ ଅଛି ଜେ ତୁମର ଚକ୍କର ପଡୋଶିନୀ ସହ ଚାଲିଛି କାରଣ ଏପରି କହିଲେ ଯେ ହସି ହସି ଗଡିବେ ଆପଣ…

1 min read

କେବେକେବେ ମନ ଖୁସି ରହିବାର ବାହାନା ଖୋଜେ କାରଣ ପ୍ରତ୍ୟେକ ସମୟରେ ମନୁଷ୍ୟ ଏମିତି ବିନା କାରଣରେ ଖୁସି ରହିପାରିବ ନାହିଁ ଏବଂ ଆଜିକାଲିର ଏହି ବ୍ୟସ୍ତବହୁଳ ଜୀବନରେ ଖୁସି ରହିବା ବହୁତ ଆବଶ୍ୟକ ଅଟେ । ଏଥିପାଇଁ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କ ନିମନ୍ତେ ଖୁସି ରହିବାର କାରଣ ନେଇ ଆସିଛୁ। ହଁ ଆଜ୍ଞା, ଆଜି ଆମେ ଆପଣଙ୍କ ନିମନ୍ତେ କିଛି ଏପରି ମଜାଦାର ହସକଥା ନେଇ ଆସିଛୁ ଯାହାକୁ ପଢିକି ଆପଣଙ୍କ ମନ ଖୁସି ହୋଇଯିବ। ତେଣୁ ବିଳମ୍ବ କାହିଁକି? ଆସନ୍ତୁ ଆରମ୍ଭ କରିବା ହସି ହସେଇବାର ଏହି ସୁନ୍ଦର ପ୍ରକ୍ରିୟା ।

ଜଣେ ସାହେବ ସକାଳେ ଅଫିସ ଯିବା ପାଇଁ ବସରେ ସବାର ହେଲେ ତ କଣ୍ଡକ୍ଟର ପ୍ରଶ୍ନ କଲା- ରାତିରେ ଠିକଠାକ ଘରେ ପହଞ୍ଚି ଯାଇଥିଲେ? ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହୋଇ ପଚାରିଲେ – କାହିଁକି, ମୋତେ କଣ ହୋଇଥିଲା ରାତିରେ? କଣ୍ଡକ୍ଟର ଉତ୍ତର ଦେଲା –ଆପଣ ମଦ ନିଶାରେ ଚୁର ଥିଲେ! ତୁମକୁ କିପରି ଜଣା ପଡିଲା? ମୁଁ ତ ତୁମ ସହିତ କଥା ମଧ୍ୟ ହୋଇନଥିଲି! କଣ୍ଡକ୍ଟର- ଆପଣ ଯେବେ ବସରେ ବସିଥିଲେ ତ ଜଣେ ମାଡାମ ବସରେ ଚଢିଥିଲେ, ଯାହାଙ୍କୁ ଆପଣ ଉଠିକି ନିଜ ସିଟ ଅଫର କରିଥିଲେ! ବ୍ୟକ୍ତି- ତ? କଣ୍ଡକ୍ଟର- ସେତେବେଳେ ବସରେ ଆପଣ ଦୁଇଜଣ ହିଁ ଯାତ୍ରୀ ଥିଲେ ସାହେବ ।

ମୁଁ ମନ୍ଦିର ଯାଇଥିଲି ଜଣେ ବାବା କହିଲେ ଦଶଟଙ୍କାଦେ, ଦେ, …. । ମୁଁ ଦଶଟଙ୍କା ବାହାର କରିଦେଲି , ବାବା କହିଲେ ମୁଁ ଖୁସି ହେଲି ମାଗ କଣ ମାଗୁଛୁ । ମୁଁ କହିଲି ମୋତେ 100ଟଙ୍କା ଦିଅ, ବାବା ବେହୋଶ ।

ଜଣେ ମଦୁଆ ନିଶାରେ ଚୁର ହୋଇ ଯାଉଥିଲା ତ ପଚ୍ଛରୁ ଗୋଟିଏ ରିକ୍ସାବାଲା ଆସିଲା… । ରିକ୍ସାବାଲା- ସାଇଡ ହୁଅ…. ସାଇଡ ହୁଅ! ମଦୁଆ ସାଇଡ ହେଇଗଲା କିନ୍ତୁ ଗୋଟିଏ ଘରର କବାଟ ସାହାଯ୍ୟରେ ଠିଆ ହୋଇଗଲା! ସେଠାରେ ତାକୁ ନିଦ ଆସିଗଲା , ସକାଳେ ଘର ମାଲିକ କବାଟ ଖୋଲିଲେ ତ ମଦୁଆ ତଳେ ପଡିଗଲା ଏବଂ ବଡ ପାଟିରେ କହିଲା ମଦୁଆ- ୟାର, ଏତେ ତ ସାଇଡ ଦେଇଥିଲି ତଥାପି ଟକ୍କର ମାରିଦେଲୁ!

ଗପ୍ପୁ ଏବଂ ପପ୍ପୁ ପରସ୍ପର ମଧ୍ୟରେ କଥା ହେଉଥିଲେ। ପପ୍ପୁ- ସାଙ୍ଗ ମୁଁ ଯେବେ ସୁଟ ପିନ୍ଧି ପରିବା ଆଣିବା ପାଇଁ ଯାଉଛି ତ ଦୋକାନୀ ମୋତେ ଦାମିକିଆ ପରିବା ଦିଏ ବିଏମ ଯେବେ ଖରାପ ପୋଷାକ ପିନ୍ଧି ଯାଉଛି ତ ମୋତେ ଶସ୍ତାରେ ଦିଏ । ଗପ୍ପୁ ପ୍ରସ୍ତାବ ଦେଲା- ସାଙ୍ଗ, ତୁ ଭଙ୍ଗା ପାତ୍ର ନେଇକି ଯାଅ… ମାଗଣାରେ ହିଁ ଦେଇଦେବେ ।

USAର ଏକ ଅଟ୍ଟାଳିକାରେ ନିଆଁ ଲାଗିଗଲା। ପପ୍ପୁ(ଦମକଳ ବିଭାଗକୁ)- ଲୋକଙ୍କୁ ଜଣ ଜଣ କରି ତଳକୁ ଫିଙ୍ଗ, ମୁଁ କ୍ୟାଚ କରିବି। ପ୍ରଥମେ ଗୋଟିଏ ପୂଅ ଆସିଲା, ତାପରେ ଝିଅ, ତାପରେ ବ୍ୟକ୍ତି, ତାପରେ ସ୍ତ୍ରୀଲୋକ। ପପ୍ପୁ ସମସ୍ତଙ୍କୁ ଧରିନେଲା। ତାପରେ…. ଜଣେ ନିଗ୍ରୋ(କଳା ବ୍ୟକ୍ତି) ଆସିଲା ତ ପପ୍ପୁ ତାଙ୍କୁ ଛାଡିଦେଲା ଏବଂ କହିଲା- ଅବେ ଶଳା, ଯିଏ ପୋଡିଯାଇଛି ତାକୁ ତ ତଳକୁ ଫିଙ୍ଗ ନାହିଁ ।

ଘର ମାଲିକ ସାନ୍ତାକୁ- ଦିଅ ଭଡା ବାହାର କର! ସାନ୍ତା- କିପରି ଘର ଅଟେ ସାରା ରାତି ମୂଷା ନାଚୁଛନ୍ତି? ମାଲିକ- ନାହିଁତ 600ଟଙ୍କାରେ କଣ ସନୀ ଲିୟନ ନାଚିବ?

ବିଦେଶ ସହିତ ମୋର ପୁରୁଣା ସମ୍ପର୍କ ରହିଛି । ଛୋଟ ବେଳେ ଯେବେ ମା ଗାଳି ଦେଉଥିଲେ ତ ମୁଁ ପ୍ରାୟତଃ “ରୁଷି” ଯାଉଥିଲି!!!

ଝିଅ ବିବାହରେ ଆସିଥିବା ନିଜର ପୁରାତନ ବୟଫ୍ରେଣ୍ଡକୁ କହିଲା- କାଲି ମୋର ବିବାହ ଏବଂ ତାପରେ ମଧୁଚନ୍ଦ୍ରିକା… ଏବେ କାହିଁକି ଆସିଛ ମୋ ଜୀବନରେ ପୁଣି? ପୁଅ- DJର ଅର୍ଡର ଆମକୁ ମିଳିଛି… ଏବେ କାମ-ଧନ୍ଦା ବି ଛାଡିଦେବି ନା କଣ?

ଦିନେ ପପ୍ପୁ ନିଜ ଘରେ ଉଦାସ ବସିଥିଲା । ସେତେବେଳେ ତାର ସାଙ୍ଗ ଗପ୍ପୁ ସେଠିକି ଆସିଲା । ଗପ୍ପୁ- ଆସ ମିଶିକି ଆମେ ଦୁଇଜଣ ଦୁଃଖ ବାଣ୍ଟିବା । ପପ୍ପୁ- କିନ୍ତୁ କିପରି? ଗପ୍ପୁ- ତୁମେ କବାଟରେ ନିଜର ଅଙ୍ଗୁଳି ଦିଅ, ତାପରେ ଆମେ ଦୁଇଜଣ ମିଶି ଚିଲ୍ଲେଇବା । ଏତିକି ଶୁଣିବା ପରେ ପପ୍ପୁ ଗପ୍ପୁକୁ ଘରୁ ବାହାର କରିଦେଲା ।

ସ୍ଵାମୀ- ସ୍ତ୍ରୀଙ୍କ ମଧ୍ୟରେ ଘମାଘୋଟ ଲଢେଇ ଚଳୁଥିଲା। ପତ୍ନୀ- ମୋ ପାଖରେ ପ୍ରମାଣ ଅଛି ଜେ ତୁମର ଚକ୍କର ପଡୋଶିନୀ ସହିତ ଚାଲିଛି । ସ୍ଵାମୀ- କଣ ପ୍ରମାଣ ଅଛି ତୁମ ପାଖରେ? ପତ୍ନୀ- ତାର ସ୍ଵାମୀ କାଲି ରାତିରେ ତୁମ ଅଣ୍ଡରଓୟାର ପିନ୍ଧି ଆସିଥିଲା ।

ଦିନେ ସୋନୁ ନିଜର ପତ୍ନୀକୁ ମେଳା ବୁଲେଇବାକୁ ଗଲା । ମେଳାର୍ରେ ଜଣେ ଚିତ୍ରକର ତା ପାଖକୁ ଆସିଲା ଏବଂ କହିଲା । ଚିତ୍ରକର- ସାର, ମାଡାମଙ୍କର ଫଟୋ ବନେଇ ଦିଅନ୍ତୁ , ଏପରି ଚିତ୍ର ବନେଇବି ଯାହା କଥା କହି ଉଠିବ । ସୋନୁ- ବନେଇବି ନାହିଁ ଶଳା, ପ୍ରଥମରୁ ଏତେ କହୁଛି ତା ଉପରେ ଫଟୋ କଥା କହିବ ତ କୁଆଡେ ଯିବି!!!

 

Leave a Reply

Your email address will not be published. Required fields are marked *