June 28, 2025

Odia Express

Here, There and Everywhere

ମାଛତେଲର ବ୍ୟବହାର ଦ୍ୱାରା ହେଉଥିବା ବିଭିନ୍ନ ଲାଭ ଓ ଉପକାରିତା…

1 min read

ନମସ୍କାର ଵନ୍ଧୁଗଣ ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ ଆଜି ଆମେ ଏଠି କହିବାକୁ ଯାଉଛୁକି ମାଛର ତେଲ କ୍ୟାପସୁଲ ର ସ୍ୱାସ୍ଥ୍ୟବର୍ଦ୍ଧକ,ଔଷଧିଅ ବର୍ଦ୍ଧକ,ସୌନ୍ଦର୍ଯ୍ୟବର୍ଦ୍ଧକ ଆଦି ଗୁଣ କିପରି ଭରି ରହିଥାଏ।ସାଙ୍ଗମାନେ ମାଛ କିମ୍ବା ମାଛ ତେଲ ର ସେବନ ଆମ ସ୍ଵାସ୍ଥ୍ୟ ର ସେବନ ପାଇଁ ବହୁତ ଲାଭ ଦାଇ ହୋଇଥାଏ।ସବୁଦିନ ମାଛ ଖାଇବା ଦ୍ୱାରା ଆମ ହୃଦୟ ଓ ରକ୍ତଚାପ ଠିକ ରହିଥାଏ।ସାଙ୍ଗମାନେ ମାଛ ତେଲ କ୍ୟାପସୁଲ ମାଛର ତେଲରୁ ତିଆରି ହୋଇଥାଏ।ଏହି ମାଛ ତେଲ ସେମାନଙ୍କ ପାଇଁ ଯେଉଁମାନେ ସକାହାରି ଅଟନ୍ତି ଓ ମାଛ ଖାନ୍ତି ନାହିଁ ଏମିତି ଲୋକ ମାଛ ତେଲର ସେବନ କରିବା ଆବଶ୍ୟକ ଓ ମାଛ ତେଲରେ ଖଣିଜ ଲବଣ ଓ ଭିଟାମିନ-ଡି ଶହ ଓମେଗା-୩ ଫ୍ୟାଟି ଏସିଡ ଥାଏ।

ଏହି ଓମେଗା-୩ ଆମ ହୃଦୟ,ମସ୍ତିସ୍କ,ଚୁଟି ଓ ଆଖି ଆଦିର କାର୍ଯ୍ୟକ୍ରମରେ ସାହାର୍ଯ୍ୟ କରିଥାଏ।ଏହାର ସେବନ ସବୁ ବୟସର ବ୍ୟକ୍ତି କରିପାରିବେ।ଯିମରେ ଯେଉଁମାନେ ସବୁ କସରତ କରୁଛନ୍ତି ସେମାନେ ଏହି ମାଛତେଲର ବଟିକା ଖାଇବା ଦ୍ୱାରା ସେମାନଙ୍କ ଶରୀରରେ ଥିବା ମୋଟାପଣ କୁ ଦୁରକରିଥାଏ।ଆସନ୍ତୁ ଜାଣିବା କେଉଁ ଲୋକଙ୍କୁ କେତେ ଖାଇବା ଦରକାର ଆସନ୍ତୁ ଜାଣିବା।

ସାଧାରଣ ଲୋକମାନେ ଗୋଟେ ଗ୍ରାମର ଖାଇବା ଦରକାର ଓ କଠିନ ପରିଶ୍ରମ କରୁଥିବା ଲୋକ ଦିନକୁ ତିନି ଗ୍ରାମର ଖାଇବା ଦରକାର।ଆପଣଦିନରେ ଏହାକୁ କେତେବେଳେବି ଖାଇ ପାରିବେ ଓ ଏହାକୁ ସେବନ ଦ୍ଵାରା ଶରୀରରେ ରକ୍ତ ପ୍ରବାହ ଠିକ କରିଥାଏ ଓ ତ୍ୱଚାରେ ଗୋରାପଣ ବଢ଼ାଇଥାଏ ଓ ଆମ ତ୍ୱଚାରେ ବୟସର ମାତ୍ରା ଜଣା ପଡିନଥାଏ।ଗର୍ଭବତୀ ମହିଳା ଏହି କ୍ୟାପସୁଲର ସେବନ ଦ୍ୱାରା ଶିଶୁର ମସ୍ତିସ୍କ ଓ ଆଖିର ବିକାଶରେ ସାହାଯ୍ୟ ହୋଇଥାଏ ଓ ଶିଶୁର ସାରିରକ ବିକାଶରେ ଶାହାୟତା ମିଳିଥାଏ ଓ ସନ୍ତାନ ସୁସ୍ଥ ଜନ୍ମ ହୋଇଥାଏ।

ମାଛ ତେଲ ଆମ ଶରୀରରେ ରକ୍ତପ୍ରବାହ ଠିକ କରିଥାଏ ଓ ହୃଦୟକୁ ସୁସ୍ଥ ରଖିଥାଏ ଶରୀରରେ ରକ୍ତରେ ଖରାପ କୋଲେଷ୍ଟ୍ରୋଲର ମାତ୍ରାକୁ କମାଇଥାଏ।ମାଛତେଲ ମସ୍ତିସ୍କ ବିକାଶରେ କାର୍ଯ୍ୟକାରୀ ହୋଇଥାଏ ଓ ବ୍ୟାକୁଳତା,ଅଳସୁଆମୀ,ମାନସିକ ଦୁର୍ବଳତା ଆଦି ସବୁ ପ୍ରକାର ଗୁଣକୁ ଦୁର କରିଥାଏ ଓ ବ୍ୟକ୍ତିରେ ସକ୍ରିୟତାର ସଞ୍ଚାର କରିଥାଏ ଜ୍ଞାନ ଓ ବୁଦ୍ଧିର ବିକାଶ ହୋଇଥାଏ ଓ ମସ୍ତିସ୍କର ଚିନ୍ତନ କ୍ଷମତା ବୃଦ୍ଧିପାଇଥାଏ।

ଆପଣ ଯଦି ଏକ୍ସିମା ରୋଗରେ ପୀଡିତ ତାହେଲେ ଆପଣ ମାଛତେଲ ଆଦିର ସେବନ କରିପାରିବେ ଏମିତି କରିବା ଦ୍ୱାରା ଆପଣଙ୍କ ତ୍ୱଚାରେ ହେଉଥିବା ଅସୁବିଧା ଦୁର ହୋଇଯାଏ।ଆମେ ଯେପରି ଆପଣଙ୍କୁ କହିଲୁ ମାଛ ତେଲର କ୍ୟାପସୁଲ ମାଛରୁ ପ୍ରସ୍ତୁତ ତେଣୁ ଏହା ଆମିଶରେ ଯାଉଛି। ଆପଣ ମାନଙ୍କ ମଧ୍ୟରେ ଆମିଷ ଖାଉନଥିବା ଲୋକଙ୍କ ଉପରେ ନିର୍ଭର କରେ ଆପଣ ଏହାକୁ ସେବନ କରିବେ କି ନାହିଁ।ଏହି ସବୁ ଲାଭ ମିଳିଥାଏ ମାଛ ତେଲର ବ୍ୟବହାର ଦ୍ୱାରା।

Leave a Reply

Your email address will not be published. Required fields are marked *