June 21, 2025

Odia Express

Here, There and Everywhere

ଧନ ପ୍ରାପ୍ତି ପାଇଁ ପର୍ସରେ ରଖନ୍ତୁ ଏହି ଜିନିଷ -ଜୀବନରେ କେବେ ଧନର କମି ହେବ ନାହିଁ…

ଆଜି ଆମେ ଏକ ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ। ବାସ ଏହାକୁ ଆପଣ ନିଜ ପର୍ସରେ ରଖନ୍ତୁ ଏବଂ ଆପଣ କେତେ ମଧ୍ୟ ପଇସା ଉଡାନ୍ତୁ କେବେ ମଧ୍ୟ ଆପଣଙ୍କ ପର୍ସରେ ପଇସାର କମି ହେବ ନାହିଁ। ଆଜି ଆମେ ଏହି ଆର୍ଟିକିଲ ମାଧ୍ୟମରେ ଆପଣଂକୁ ସେହି ବିଷୟରେ କହିବାକୁ ଯାଉଛୁ। ତେବେ ଡେରି ନ କରି ଆସନ୍ତୁ ବନ୍ଧୁଗଣ ଆମର ବିଷୟ ବସ୍ତୁ ଟିକୁ ଆରମ୍ଭ କରିବା।ଆଜିର ସମୟରେ ସମସ୍ତେ ଧନବାନ ବନିବାକୁ ଚାହୁଁଛନ୍ତି। କେବେ କେବେ ଏହି ଧନବାନ ବନିବା ପାଇଁ ଆପଣଙ୍କ ଭାଗ୍ୟ ମଧ୍ୟ ଆପଣଙ୍କର ସାଥ ଦେଇନଥାଏ। ସମସ୍ତେ କେବଳ ଭଗବାନ ଙ୍କୁ ଡାକିଥାନ୍ତି ଧନବାନ ହେବା ପାଇଁ ହେଲେ ଏହା ଭୁଲି ଯାଆନ୍ତି ଯେ ଧନବାନ ହେବା ପାଇଁ ଭଗାବାନଙ୍କୁ ଡାକିବା ସହିତ କିଛି କାର୍ଯ୍ୟର ମଧ୍ୟ ପାଳନ କରିବାକୁ ପଡିଥାଏ।

ଶାସ୍ତ୍ରରେ ବହୁତ କିଛି ଉପାୟ ମାନ କୁହାଯାଇଛି। ଏହାକୁ କରିବା ଦ୍ୱାରା ଆପଣ ନିଜ ଆର୍ଥିକ ସ୍ଥିତିକୁ ସମ୍ଭାଳି ପାରିବେ। ଆମେ ଆଜି ଆପଣଂକୁ ଯେଉଁ ଉପାୟ ବିଷୟରେ କହିବାକୁ ଯାଉଛୁ ତାହା ବହୁତ ଲାଭ ଦାୟକ ଅଟେ। ଏହି ଉପାୟ ଘରର କେଉଁବି ସଦସ୍ୟ କରିପାରିବ। ଏହା ମା ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ଭଲ ଉପାୟ ଅଟେ। ଏହି ଉପାୟ ଠିକ ଭାବରେ କରିବାକୁ ହେବ ଯେମିତି ଆମେ ଆପଣଂକୁ କହିବାକୁ ଯାଉଛୁ। ଯେମିତି ଆମେ କହୁଛୁ ଯଦି ଆପଣ ସେମିତି କଲେ ନାହିଁ ତେବେ ଆପଣଂକୁ କୌଣସି ଫାଇଦା ମିଳିବ ନାହିଁ। ତେବେ ଚାଲନ୍ତୁ ଜାଣିବା।

ଶାସ୍ତ୍ରେ ଲାଲ ରଙ୍ଗକୁ ବହୁତ ଶୁଭ ବୋଲି ମାନାଯାଉଛି। ଏହି ଉପାୟକୁ କରିବା ପାଇଁ ଆପଣଂକୁ ଏକ ଖାଲି ଲାଲ ରଙ୍ଗର କାଗଜ ନେବାର ଅଛି। ଯେଉଁଥିରେ କିଛି ମଧ୍ୟ ଲେଖା ହୋଇନଥିବା ଏହା ପୁରା ପୁରି ସଫା ଥିବା ଦରକାର ଅଟେ। ସେହି ଲାଲ ରଙ୍ଗର କାଗଜରେ ନିଜର ମନର ଇଚ୍ଛାକୁ ଲେଖି ତାକୁ ଏକ ଲାଲ ରଙ୍ଗର କଭରରେ ରଖିଦେବା ଆବଶ୍ୟକ ଅଟେ। ଯେଉଁଠି ଆପଣ ପଇସା ରଖନ୍ତି ଏହାକୁ ସେଠାରେ ରଖିବେ ଏବଂ ଆପଣ ଏହାକୁ ନିଜ ପର୍ସରେ ମଧ୍ୟ ରଖିପାରିବେ। ଏହି ଉପାୟକୁ କରିବା ସମୟରେ ଗୋଟିଏ ଜିନିଷର ଧ୍ୟାନ ଦେବାକୁ ହେବ। ଏହି ଉପାୟ ଆପଣଂକୁ ବିନା ଟୋକେ ହୁଏ କରିବାର ଅଛି। ଏହା କରିବା ଦ୍ୱାରା ଆପଣଙ୍କ ଇଚ୍ଛା ପୁରା ହେବ ଏବଂ ଧନରେ କମି ହେବ ନାହିଁ।ଏହା ବହୁତ ସରଳ ଉପାୟ ଅଟେ । ଧନ ସହିତ ସୁଖ ସମୃଦ୍ଧିରେ ମଧ୍ୟ ବଢ଼ିବାରେ ସହାୟକ ହେବ।

Leave a Reply

Your email address will not be published. Required fields are marked *