June 23, 2025

Odia Express

Here, There and Everywhere

କ୍ରିକେଟ କୁ ହିନ୍ଦୀରେ କଣ କହନ୍ତି ? କମ୍ପୁଟର କୁ ହିନ୍ଦୀରେ ଆମେ କଣ କୁହନ୍ତି ? ଆସନ୍ତୁ ଜାଣିବା ଏପରି କିଛି ଇଂରାଜୀରୁ ହିନ୍ଦୀ କୁ କଣ କୁହାଯାଏ …

1 min read

ଆମେସମସ୍ତଙ୍କୁ ବିନା କୌଣସି ସନ୍ଦେହରେ ହିନ୍ଦୀ ଭାଷାକୁ ଆଗେଇବା ଓ ଆଗକୁ ବଢେ଼ଇବା ପାଇଁ ପ୍ରୋତ୍ସାହନ ଦେବା ଆବଶ୍ୟକ କିନ୍ତୁ ଏମିତି କେତେକ ଇଂରାଜୀ ଶବ୍ଦ ଅଛି ଯାହାକୁ ଆମେ ଆମ ନିତ୍ୟ ଜୀବନରେ ଚାହିଁକିବି ହିନ୍ଦିରେ ରୂପାନ୍ତରିତ କରିପାରିବା ନାହିଁ।ଏହାର ଏମିତି ରୂପାନ୍ତର ହୋଇଥାଏକି ଯାହାକୁ ରୂପାନ୍ତରିତ କଲେବି ଆମ ପାଟିରେ ଉଚ୍ଚାରଣ କରିବା କଷ୍ଟକର ହୋଇଥାଏ।ତଥାପି ଗୋଟେ ଥରରେ ନିଜର ସାଙ୍ଗମାନେ ଓ ପରିବାରଜନଙ୍କ ମଝିରେ ଯୋଗ୍ୟତା ସାବ୍ୟସ୍ତ କରିବା ପାଇଁ ଆପଣ ତାକୁ ଶିଖି ପାରିବେ।ଆଜି ଆମେ ଗୋଟେ ଇନ୍ଟଭୟୁ ଭଳି ପ୍ରଶ୍ନ ପଚାରିବୁ ଆଉ ଆପଣ ତାର ଉତ୍ତର ଦେବେ ଓ ଏହାର ଉତ୍ତର ବହୁତ ମଜାଳିଆ ହେବ।ତେବେ ଆସନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ଗୁଡିକ:-

ପ୍ରଶ୍ନ ନମ୍ବର୍ ୦୧:-କମ୍ପୁଟର କୁ ହିନ୍ଦୀରେ ଆମେ କଣ କହିଥାଉ ?

ଉତ୍ତର:-ଠିକ ଉତ୍ତର ହେଉଛି ଅଭିକଲିତ ସଂଗଣକ।

ଏବେ ଆସନ୍ତୁ ଯିବା ଦ୍ୱିତୀୟ ପ୍ରଶ୍ନ ଉପରକୁ:- ପ୍ରଶ୍ନ ନମ୍ବର୍ ୦୨:-ଟ୍ରେନ କୁ ଆମେ ହିନ୍ଦିରେ କଣ କହିଥାଉ ?

ଉତ୍ତର:-ସଠିକ ଜବାବ ଅଟେ ଲୌହପଥ ଗାମିନି।

ଏବେ ଆସନ୍ତୁ ଯିବା ତୃତୀୟ ପ୍ରଶ୍ନ ଉପରକୁ:- ପ୍ରଶ୍ନ ନମ୍ବର୍ ୦୩:-ୱେବସାଇଟ କୁ ହିନ୍ଦୀରେ କଣ କୁହାଯାଇଥାଏ ?

ଉତ୍ତର:-ସଠିକ ଉତ୍ତର ଅଟେ ଯାଲପାତ୍ର।

ଏବେ ଆସନ୍ତୁ ଯିବା ଚତୁର୍ଥ ପ୍ରଶ୍ନ ଉପରକୁ:- ପ୍ରଶ୍ନ ନମ୍ବର ୦୪:-ସିଗାରେଟକୁ ହିନ୍ଦୀରେ କଣ କହିଥାଉ ?

ଉତ୍ତର:-ସଠିକ ଉତ୍ତର ଅଟେ ଧୂମ୍ରପାନ ଦଣ୍ଡିକା।

ଏବେ ଆସନ୍ତୁ ଜାଣିବା ପଞ୍ଚମ ପ୍ରଶ୍ନ ଉପରକୁ:- ପ୍ରଶ୍ନ ନମ୍ବର୍ ୦୫:-ରେଲୱେ ଷ୍ଟେସନକୁ ହିନ୍ଦୀରେ କଣ କହିଥାଉ ?

ଉତ୍ତର:-ସଠିକ ଉତ୍ତର ହେଲା ଲୌହପଥ ଗାମିନି ବିରାମ ବିନ୍ଦୁ।

ଏବେ ଆସନ୍ତୁ ଜାଣିବା ଷଷ୍ଠ ପ୍ରଶ୍ନ ଉପରକୁ:- ପ୍ରଶ୍ନ ନମ୍ବର୍ ୦୬:-ଟି କୁ ହିନ୍ଦୀରେ କଣ କହିଥାଉ ?

ଉତ୍ତର:-ଚାଏ ଏହାର ସଠିକ ଉତ୍ତର ନୁହେଁ ଏହାର ଠିକ ଉତ୍ତର ଅଟେ କ୍ଷୀର ଜଳ ମିଶ୍ରିତ ଶର୍କରା ଯୁକ୍ତ ପାର୍ବତୀୟ ବୁଟି।

ଏବେ ଆସନ୍ତୁ ଯିବା ସପ୍ତମ ପ୍ରଶ୍ନ ଆଡ଼କୁ:- ପ୍ରଶ୍ନ ନମ୍ବର୍ ୦୭:-ବଟମ କୁ ହିନ୍ଦୀରେ କଣ କହିଥାଉ ?

ଉତ୍ତର:-ସଠିକ ଉତ୍ତର ଅସ୍ତ ବ୍ୟସ୍ତ ବସ୍ତ୍ର ନିୟଂତ୍ରକ।

ଏବେ ଆସନ୍ତୁ ଯିବା ଅଷ୍ଟମ ପ୍ରଶ୍ନ ଆଡ଼କୁ:- ପ୍ରଶ୍ନ ନମ୍ବର୍ ୦୮:-କ୍ରିକେଟ କୁ ହିନ୍ଦୀ ଭାଷାରେ କଣ କହନ୍ତି ?

ଉତ୍ତର:-ଠିକ ଉତ୍ତର ଅଟେ ଲମ୍ବ ଦଣ୍ଡ ଗୋଲ ପିଣ୍ଡ ଧର ପକଡ ପ୍ରତିଯୋଗିତା।

ଏବେ ଆସନ୍ତୁ ଜାଣିବା ନଅ ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର ୦୯:-ଲନ ଟେନିସ ଖେଳକୁ ହିନ୍ଦୀରେ କଣ କହିବା

ଉତ୍ତର:-ସଠିକ ଉତ୍ତର ହେଲା ହରିତ ଘାସ ପର ଲେ ତଡା ତଡ଼ ଦେ ତଡା ତଡ।

ଏବେ ଆସନ୍ତୁ ଯିବା ଦଶମ ପ୍ରଶ୍ନ ଆଡ଼କୁ:- ପ୍ରଶ୍ନ ନମ୍ବର୍ ୧୦:-ଟାଇ କୁ ହିନ୍ଦୀରେ କଣ କହନ୍ତି ?

ଉତ୍ତର:-ସଠିକ ଜବାବ ଅଟେ କଂଠ ଲଙ୍ଗଓଟ।

Leave a Reply

Your email address will not be published. Required fields are marked *