June 29, 2025

Odia Express

Here, There and Everywhere

କଣ ଆପଣ ଜାଣନ୍ତି ଡାକ୍ତରଙ୍କ କାଗଜ ଉପରେ ଲେଖାଯାଇଥିବା Rx ର କଣ ଅର୍ଥ ହୋଇଥାଏ? ଜାଣି ନାହାନ୍ତି ଯଦି ଏଠାରେ ଜାଣନ୍ତୁ

1 min read

ପ୍ରତ୍ୟେକଙ୍କୁ ଜୀବନରେ କେବେ ନା କେବେ ରୋଗର ସମ୍ମୁଖୀନ ହେବାକୁ ପଡିଥାଏ। ରୋଗ ହୋଇଯିବା ପରେ ବ୍ୟକ୍ତି ଡାକ୍ତରଙ୍କ ପାଖକୁ ଚିକିତ୍ସା ନିମନ୍ତେ ଯାଇଥାନ୍ତି। ଡାକ୍ତର ଶରୀରର ନିରୀକ୍ଷଣ କରିବା ପରେ ଔଷଧର ପ୍ରେସକ୍ରିପସନ ଲେଖନ୍ତି। ଯଦିଓ ଡାକ୍ତର କେଉଁ ଔଷଧ ଲେଖିବେ କିଛି ଲୋକଙ୍କ ବ୍ୟତିତ ଅନ୍ୟ କେହି ଜାଣିପାରନ୍ତି ନାହିଁ । ଏହାସହିତ ଡାକ୍ତର କାଗଜ ଉପରେ Rx ମଧ୍ୟ ଲେଖନ୍ତି, ଏହାର ମଧ୍ୟ ଅର୍ଥ ଅନେକ ଲୋକ ଜାଣନ୍ତି ନାହିଁ ।

Rxର ଲାଟିନ ଭାଷାରେ ଅର୍ଥ ନେବା ହୋଇଥାଏ – ଲୋକଙ୍କର ତ ଛାଡନ୍ତୁ ଅନେକ ଡାକ୍ତର ମଧ୍ୟ ଏହାର ଅର୍ଥ ଜାଣନ୍ତି ନାହିଁ। ଆପଣ ମଧ୍ୟ ଦେଖି ବୁଝିପାରିବେ ନାହିଁ ଯେ ଏହାର କଣ ଅର୍ଥ ହୋଇଥାଏ ଏବଂ ଏହା ବିଷୟରେ ଜାଣିବାର ଇଛା ହେଉଥିବ । ଆଜି ଆମେ ଆପଣଙ୍କୁ ଏହି ବିଷୟରେ ସବୁକିଛି ଜଣେଇବାକୁ ଯାଉଛୁ। ଆପଣଙ୍କୁ ଜଣେଇଦେବୁ ଯେ ଲାଟିନ ଭାଷାରେ Rx ନାମର ଏକ ଚିହ୍ନ ହୋଇଥାଏ, ଯାହାର ଅର୍ଥ Take ହୋଇଥାଏ। ଏହି ପ୍ରକାର ଦେଖାଯାଏ ତ Rxର ଅର୍ଥ ନେବା ହୋଇଥାଏ ।

ଡାକ୍ତର ମାନେ ମଧ୍ୟ ଜାଣନ୍ତି ନାହିଁ ଏହାର କାହାଣୀ – ଅର୍ଥାତ ଡାକ୍ତର ଆପଣଙ୍କୁ ଚିଠା ଉପରେ ଲେଖାଯାଇଥିବା ସମସ୍ତ ଔଷଧ ନେବା ନିମନ୍ତେ କହିଛନ୍ତି । ଏହା ତ ଏହାର ସିଧା ଅର୍ଥ ହେଇଗଲା । ଏହା ତ ପ୍ରତ୍ୟେକଙ୍କୁ ଜଣା ଥିବ କିନ୍ତୁ Rxର ପଛରେ ଯେଉଁ ଅସଲି କାହାଣୀ ଅଛି, ତାହା ଡାକ୍ତର ମଧ୍ୟ ଜାଣନ୍ତି ନାହିଁ । ଆଜି ଆମେ ଏହା ପଛର ଐତିହାସିକ କାହାଣୀ ବିଷୟରେ ଜଣେଇବାକୁ ଯାଉଛୁ ।

ୟୁନାନୀ ଦେବତା ହୋରସଙ୍କର ଆଖି Rx ଭଳି ଅଟେ – ସୂଚନା ନିମନ୍ତେ ଆପଣଙ୍କୁ ଜଣେଇଦେବୁ ଯେ ଚିକିତ୍ସା କ୍ଷେତ୍ରରେ ୟୂନାନର ବହୁତ ବଡ ହାତ ରହିଛି। ୟୂନାନର ଜଣେ ଦେବତା ଅଟନ୍ତି ହୋରସ, ଯାହାଙ୍କର ଆଖି Rx ଭଳି ଦେଖାଯାଏ। ଦେବତାଙ୍କର ଆଖିକୁ ସ୍ୱାସ୍ଥ୍ୟର ପ୍ରତୀକ କୁହାଯାଏ। ଏହି କାରଣ ଅଟେ ଯେ ଡାକ୍ତରଙ୍କ ଚିଠାରେ Rx ଲେଖାଯାଇଥାଏ , କିନ୍ତୁ ଅନେକ ଡାକ୍ତର ଏହା ବିଷୟରେ ଜାଣନ୍ତି ନାହିଁ ।

ଏବେ ଠାରୁ କେହି ମଧ୍ୟ ଏହା ବିଷୟରେ ପଚାରିଲେ ତ ସେମାନଙ୍କୁ ଦେବା ନିମତେ ଆପଣଙ୍କ ପାଖରେ ଉତ୍ତର ଥିବ ଯେ ଡାକ୍ତରଙ୍କ ଚିଠା ଉପରେ ଲେଖାଯାଇଥିବା Rx କାହିଁକି ଲେଖାଯାଇଥାଏ ।

Leave a Reply

Your email address will not be published. Required fields are marked *