June 22, 2025

Odia Express

Here, There and Everywhere

ଆଜିର ୧୫ଟି ମଜାଦାର ଜୋକ୍ସ: ଶାଶୁ ବୋହୁକୁ ଗାଳି ଦେଇ କହିଲେ… ଶାଶୁ- ତୁ ନିଜର ମୁହଁ ବନ୍ଦ କର। ବାପଘର ନୁହେଁ ଶାଶୁଘର ଅଟେ ତାପରେ ବୋହୁ ଯାହା କହିଲେ ଜାଣିଲେ ହସି ହସି ବେଦମ ହେବେ ଆପଣ..

1 min read

ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ପ୍ରାୟତଃ ସମସ୍ତ ମନୁଷ୍ୟ ଚପଗ୍ରସ୍ତ ରହୁଛନ୍ତି। ଚାପରେ ରହିବା ଦ୍ଵାରା ମନୁଷ୍ୟକୁ ପ୍ରକାର ପ୍ରକାରର ରୋଗ ଘେରିବାରେ ଲାଗେ। ଡାକ୍ତରଙ୍କର ମାନିବା ତ ବ୍ୟକ୍ତି ସେତେବେଳେ ସୁସ୍ଥ ରହିବ ଯେବେ ସେ ଅନ୍ତର୍ମନରୁ ସୁସ୍ଥ ରହିବ ଏବଂ ତାପରେ ସେହି କଥା ତ ଆପଣମାନେ ଶୁଣିଥିବେ ଯେ ‘laughteristhebestmedicine’। ଏଥିପାଇଁ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କ ନିମନ୍ତେ କିଛି ଏପରି ମଜାଦାର ଜୋକ୍ସ ନେଇ ଆସିଛୁ ଯାହା ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଆମକୁ ବିଶ୍ଵାସ ଅଛି ଯେ ଏଗୁଡ଼ିକୁ ପଢିବା ପରେ ଆପଣ ମଧ୍ୟ ହସି ହସି ବେଦମ ହେଇଯିବେ। ତେଣୁ ବିଳମ୍ବ କାହିଁକି ଆସନ୍ତୁ ଆରମ୍ଭ କରିବା ହସି ହସେଇବାର ଏହି ସୁନ୍ଦର ପ୍ରକ୍ରିୟା ।

ଜଣେ ଶୈତାନି ପିଶାଚୀ 60ବର୍ଷୀୟ ସ୍ଵାମୀ ଏବଂ ସ୍ତ୍ରୀଙ୍କୁ କହିଲା, “ ମୁଁ ତୁମ ଦୁଇଜଣଙ୍କୁ ଗୋଟିଏ ଇଚ୍ଛା ପୂରଣ କରିପାରିବି” ।  ସ୍ତ୍ରୀ – ମୁଁ ନିଜର ସ୍ଵାମୀଙ୍କ ସହିତ ସାରା ଦୁନିଆ ବୁଲିବାକୁ ଇଚ୍ଛା କରୁଛି । ପିଶାଚୀ ଚୁଟକି ବଜେଇଲା ଏବଂ ଦୁଇଟି ଟିକେଟ ଆସିଗଲା… । ତାପରେ ସ୍ଵାମୀଙ୍କୁ ପଚାରିଲା, “ କୁହ , ତୁମେ କଣ ଇଚ୍ଛା କରୁଛ”? ସ୍ଵାମୀ- ମୋତେ ନିଜଠାରୁ 30ବର୍ଷକମ ବୟସର ସ୍ତ୍ରୀ ଦରକାର । ପିଶାଚୀ ଚୁଟକି ବଜେଇଲା ଏବଂ ସ୍ଵାମୀକୁ 90ବର୍ଷର କରିଦେଲା…. । moral- ମନୁଷ୍ୟକୁ ସ୍ମରଣ ରହିବା ଉଚିତ ଯେ ପିଶାଚୀ ମଧ୍ୟ ସ୍ତ୍ରୀ ଅଟେ ।

ଶିକ୍ଷକ- ଗୋଟିଏ ଟୋକେଇରେ 10ଟି ଆମ୍ବ ଅଛି, ସେଥିରେ 2ଆମ୍ବ ପଚିଗଲା, କୁହ କେତୋଟି ଆମ୍ବ ବଳିଲା? ସଞ୍ଜୁ- ସାର , 10ଆମ୍ବ । ଶିକ୍ଷକ – ତାହା କିପରି? ସଞ୍ଜୁ- ପଚିବା ପରେ ମଧ୍ୟ ଆମ୍ବ ଆମ୍ବ ହେଇ ରହିବ ନା, କଦଳୀ ତ ହେଇଯିବନି ।

ପ୍ରେମିକା(ପ୍ରେମୀ ଙ୍କୁ)- ତୁମେ ମୋତେ ବହୁତ ଭଲ ପାଉଛ? ପ୍ରେମୀ- ହଁ । ପ୍ରେମିକା- ଯଦି ମୁଁ ମରିଯିବି ତ ତୁମେ କାନ୍ଦିବ? ପ୍ରେମୀ- ବହୁତ । ପ୍ରେମିକା- ଟିକେ କାନ୍ଦିକି ଦେଖାଅ ନା । ପ୍ରେମ- ପ୍ରଥମେ ତୁମେ ମରିକି ଦେଖାଅ ।

ନୱାଜ ସରିଫ- ଆମେ ଇଟାଲୀରେ ହୋଇଥିବା ଆକ୍ରମଣର ନିନ୍ଦା କରୁଛୁ । ଏତିକିବେଳେ ପିଏ କହିଲା… ପିଏ- ସାର, ଆକ୍ରମଣ ପ୍ୟାରିସରେ ହୋଇଛି । ନୱାଜ ସରିଫ- ତ ଇଟାଲୀ ବାଲା କେବେ ହେବ ? ଶଳେ ତୁମେ ସବୁ ପ୍ଳାନ ମିକ୍ସ କରିଦେଉଛ ।

ଚମ୍ପୁ(ଗମ୍ପୁ କୁ)- କଣ ହେଲା, ତୁ ଝିଅ ଦେଖିବାକୁ ଯାଇଥିଲୁ…. କିପରି ଲାଗିଲା? ଗମ୍ପୁ- କଳା ରଙ୍ଗର ଅଟେ, କାନରୁ ମଧ୍ୟ କମ ଶୁଭାଯାଉଛି । ଚମ୍ପୁ- ଆରେ, ଟିକେ ଇଂରାଜୀରେ ଠିକରେ କହ । ଗମ୍ପୁ- ଆରେ ମୋର ସାଙ୍ଗ, ମୋର କହିବାର ଅର୍ଥ ଅଟେ ଯେ ‘ବ୍ଲାକ-ବେରି’ ଅଟେ!!

ଗ୍ରାମର ମହିଳା ଟ୍ରେନରେ ନିଜର ଛୁଆର ଲେଙ୍ଗୁଟି ବଦଲାଉଥିଲେ । ଏହା ଦେଖିକି ଜଣେ ସହରର ମହିଳା କହିଲେ… । ମହିଳା- huggies ନାହିଁ କି? ଗ୍ରାମର ମହିଳା- ନା ଦିଦି, କେବଳ ମୁତିସ ।

ରଜନୀକାନ୍ତ ନିଜର କୁକୁରର ଲଞ୍ଜ ପାଇପରେ ପୁରେଇଥିଲେ। ଜେମ୍ସ ବଣ୍ଡ- କଣ କରୁଛ? ଏମିତି ତୁମ କୁକୁରର ଲାଞ୍ଜ କେବେ ସିଧା ହେବ ନାହିଁ । ରଜନୀକାନ୍ତ- ୟନ୍ନା ରାସ୍କଲା, ଏ ମୋର କୁକୁର ଅଟେ। ମୁଁ ତ ପାଇପକୁ ଗୋଲ କରୁଛି ।

ଇଚ୍ଛା ହେଉଛି… ତୋ ପାଖକୁ ଯିବି ତୋ ପାଖକୁ ଯାଇ…. ଅଟକି ଯିବି । ନା ବସିବି… ନା କହିବି କେବଳ ତୋର ଏହି ସୁନ୍ଦର ଆଖିରେ କମଳା ଚୋପା ଚିପୁଡି ଧାଇଁ ପଳେଇବି ।

ସାନ୍ତା- ମୋର ବାପା ଏତେ ଚତୁର ଅଟନ୍ତି ଯେ ସେ ଯେବେ ମଧ୍ୟ ଡିଆସିଲି କିଣନ୍ତି ତ ଡିଆସିଲିର କାଠି ସବୁ ଗଣନ୍ତି। ବାନ୍ତା- ଆରେ, ଏହା ତ କିଛି ବି ନୁହେଁ, ମୋର ବାପା ତ ଏତେ ଚତୁର ଅଟନ୍ତି ଯେ ସେ ଯେବେ ମଧ୍ୟ ଡିଆସିଲି କିଣନ୍ତି ତ ସବୁ କାଠିକୁ ଜଳେଇକି ଦେଖନ୍ତି ।

ପପ୍ପୁ ଗୋଆ ଗଲା ଏବଂ 20ଦିନ ପର୍ଯ୍ୟନ୍ତ ଫେରିଲା ନାହିଁ । ପପ୍ପୁ ର ପତ୍ନୀ ତାକୁ ମେସେଜ କଲା, “ଯେଉଁ ଜିନିଷ ତୁମେ ସେଠାରେ ଟଙ୍କା ଦେଇ କିଣିପାରୁଛ, ମୁଁ ତାହା ଦାନ ମଧ୍ୟ କରିପାରିବି” । ପପ୍ପୁ ରାତିରେ ହିଁ ଫେରିଆସିଲା।

ଶାଶୁ ବୋହୁକୁ ଗାଳି ଦେଇ କହିଲେ…. । ଶାଶୁ- ତୁ ନିଜର ମୁହଁ ବନ୍ଦ କର। ବାପଘର ନୁହେଁ ଶାଶୁଘର ଅଟେ। ଏଠାରେ ତୋର ନୁହେଁ ମୋର କଥା ଚାଲିବ। ବୋହୁ ଭଲରେ କହିଲା… । ବୋହୁ- ଶାଶୁ ମା, ବାପଘର ତ ଏହା ଆପଣଙ୍କର ମଧ୍ୟ ନୁହେଁ। ତଥାପି ଆପଣଙ୍କର କାହିଁକି ଚାଲିବ? ଏହାକୁ କୁହନ୍ତି ନହଲା ଉପରେ ଦହଲା!!!

Leave a Reply

Your email address will not be published. Required fields are marked *