June 24, 2025

Odia Express

Here, There and Everywhere

ଆଜିର ୧୫ଟି ମଜାଦାର ଓଡ଼ିଆ ହସକଥା : ଯମରାଜ (ସ୍ତ୍ରୀ ଲୋକଙ୍କୁ)- ଚାଲ, ମୁଁ ତୁମକୁ ନେବାକୁ ଆସିଛି, ସ୍ତ୍ରୀଲୋକ- କେବଳ ଦୁଇ ମିନିଟ ଦିଅନ୍ତୁ କାରଣ ଜାଣିଲେ ଆପଣ ମଧ୍ୟ ହସି ହସି ଗଡିବେ…

1 min read

କେବେକେବେ ମନ ଖୁସି ରହିବାର ବାହାନା ଖୋଜେ କାରଣ ସବୁ ସମୟରେ ମନୁଷ୍ୟ ଏଭଳି ବିନା କୌଣସି କାରଣରେ ଖୁସି ରହି ପାରିବ ନାହିଁ ଏବଂ ଆଜିକାଲିର ଏହି ବ୍ୟସ୍ତ ବହୁଳ ଜୀବନରେ ଖୁସି ରହିବା ବହୁତ ଆବଶ୍ୟକ ଅଟେ। ଏଥିପାଇଁ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କ ନିମନ୍ତେ ଖୁସି ରହିବା ନିମନ୍ତେ କିଛି କାରଣ ନେଇ ଆସିଛୁ । ହଁ ଆଜ୍ଞା ଆଜି ଆମେ ଆପଣଙ୍କ ନିମନ୍ତେ କିଛି ଏପରି ମଜାଦାର ଜୋକ୍ସ ନେଇ ଆସିଛୁ ଯାହାକୁ ପଢିଲେ ଆପଣଙ୍କ ମନ ଖୁସି ହୋଇଯିବ । ତେଣୁ ବିଳମ୍ବ କାହିଁକି? ଆସନ୍ତୁ ଆରମ୍ଭ କରିବା ହସିହସେଇବାର ଏହି ସୁନ୍ଦର ପ୍ରକ୍ରିୟା ।

ଅପରାଧୀ- ଜଜ ସାହେବ ମୁଁ ମଦ ପିଇନଥିଲି ବରଂ ପିଉଥିଲି । ଜଜ- ତ ଏପରି କରିବା ଯେ ତୁମର ସଜା ଏକ ମାସରୁ କମେଇ 30ଦିନ କରିଦେବା ।

ପୁଅ ଝିଅକୁ ଦେଖିବାକୁ ଗଲା । ସେମାନଙ୍କୁ କଥା ହେବା ନିମନ୍ତେ ଏକୁଟିଆ ବସେଇ ଦିଆଗଲା। ଝିଅ ଭୟରେ- ଭାଇ ଆପଣ କେତେ ଭାଇ ଭଉଣୀ ଅଟନ୍ତି? ପୁଅ- ଆଜି ପର୍ଯ୍ୟନ୍ତ ତିନି ଥିଲେ ଏବେ ଚାରି ହେଇଗଲେ ।

ବାନ୍ତା- ପରଟା ଏବଂ ସାଥିରେ ଲସି ପିଇକି ଏକଦମ ନିଶା ଚଢିଗଲା ଏବଂ ମସ୍ତ ନିଦ ଆସିଲା । ସାନ୍ତା- ଚୁପକର, ଏବେ ତୁ ହାଇୱେ ଠାରୁ ପଞ୍ଜାବୀ ଢାବା 500ମିଟର ଦୂରରେ ରଖେଇବୁ କି ।

ପୋଲିସ କବାଟ ଖଡଖଡ କଲେ… । ସାନ୍ତା- କିଏ କବାଟ ଖଡଖଡ କରୁଛି । ପୋଲିସ- ଆମେ ପୋଲିସ, କବାଟ ଖୋଳ । ସାନ୍ତା- କାହିଁକି ଖୋଲିବି । ପୋଲିସ- କିଛି କଥା ହେବାର ଅଛି । ସାନ୍ତା- ତୁମେ କେତେ ଲୋକ ଅଛ…? ପୋଲିସ- ଆମେ 3ଜଣ ଅଛୁ….!! ସାନ୍ତା- ତ ନିଜ ଭିତରେ କଥା ହୁଅ, ମୋ ପାଖରେ ସମୟ ନାହିଁ ।

ପତ୍ନୀ- ହେଇଟି ଶୁଣୁଛ, ଯେବେ ଆମର ନୂଆ ନୂଆ ବାହାଘର ହେଇଥିଲା, ତ ଯେବେ ମୁଁ ଖାଇବା ବନେଇକି ଅନୁଥିଲି ତ ତୁମେ ନିଜେ କମ ଖାଉଥିଲ, ମୋତେ ଅଧିକ ଖୁଆଉଥିଲ । ସାନ୍ତା- ତ? ପତ୍ନୀ- ତ ଏବେ ଏପରି କାହିଁକି କରୁ ନାହଁ? ସାନ୍ତା- କାରଣ ଏବେ ତୁମେ ଭଲ ଖାଦ୍ୟ ବନେଇବା ଶିଖିଯାଇଛ ।

ସାନ୍ତା- ସାଙ୍ଗ ତୋର ଜୀବନରେ ଝିଅ କାହିଁକି ଆସୁନାହାନ୍ତି ? ବାନ୍ତା(ସାୟରୀ ଶୈଳୀରେ)- ଜୀବନ ଆମର ଏପରି ଦୁଃଖୀ ହୋଇଯାଇଛି, ଖୁସି ନଜାଣେ କେଉଁଠାରେ କବର ନେଇଛି, ବହୁତ ଲେଖିଛନ୍ତି ଖୁଦା ଲୋକଙ୍କ ଭାଗ୍ୟରେ ପ୍ରେମ, ଯେବେ ମୋର ପାଳି ଆସିଲା ତ ସ୍ୟାହି ସରିଗଲା ।

ପତ୍ନୀ- ତୁମକୁ ଟିକେ ମଧ୍ୟ ଭଦ୍ରାମି ଜଣା ନାହିଁ… । ମୁଁ ଘଣ୍ଟାଏ ହେବ କହୁଛି ଆଉ ତୁମେ ଯେ ବସି ହାଇ ମାରୁଛ । ସ୍ଵାମୀ- ମୁଁ ହାଇ ମାରୁ ନାହିଁ, କହିବାର ଚେଷ୍ଟା କରୁଛୁ କିନ୍ତୁ ତୁମେ ଯେ କହିବାକୁ ଦେଉ ନାହଁ

ପପ୍ପୁ- ଏ ଟ୍ରେନ ଚାଲୁନାହିଁ କାହିଁକି, ଟିଟି- ଆରେ ଭାରି ବର୍ଷା କାରଣରୁ ଟ୍ରେନ ଲେଟ ଅଛି । ପପ୍ପୁ- ବର୍ଷା ଏତେ ଭାରି ତ ବର୍ଷା କୁ ଟ୍ରେନରୁ ଓହ୍ଲେଇ ଦେଉନ କାହିଁକି । ଟିଟି ବେହୋଶ

ପପ୍ପୁ- ସାଙ୍ଗ, ଝିଅ ମାନଙ୍କର ଭଲ ଅଟେ । ବିବାହ ପୂର୍ବରୁ ବାପାଙ୍କ ପରୀ ଅଟନ୍ତି ଏବଂ ବିବାହ ପରେ ଘରର ଲକ୍ଷ୍ମୀ ହୋଇଯାନ୍ତି । ଗପ୍ପୁ- ଆଉ ପୁଅମାନେ? ପପ୍ପୁ- ପୁଅଙ୍କର କଣ, ବିବାହ ଆଗରୁ ବାପାଙ୍କ ଠାରୁ ମାଡ ଖାଆନ୍ତି ଏବଂ ବାହାଘର ପରେ ସ୍ତ୍ରୀ ଠାରୁ ।

ପତ୍ନୀ- ଯଦି ମୋର ବିବାହ କୌଣସି ରାକ୍ଷସ ସହିତ ହୋଇଥାନ୍ତା ତାହେଲେ ମଧ୍ୟ ମୁଁ ଏତେ ଦୁଃଖୀ ନଥାନ୍ତି, ଯେତିକି ତୁମ ସହିତ ଅଛି । ସ୍ଵାମୀ- ପାଗଳୀ! ରକ୍ତ ସମ୍ପର୍କରେ କେଉଁଠାରେ ବାହାଘର ହୁଏ କି!! ତାପରେ ସ୍ଵାମୀଙ୍କର ହେଲା ଜୋରଦାର କୁଟଣ।

2000ଟଙ୍କାର ନୋଟ ଏବଂ ଏକ୍ସରେ ରିପୋର୍ଟ, ଲୋକ ପଛକେ ସେ ବିଷୟରେ କିଛି ବି ଜାଣିନଥିବ , କିନ୍ତୁ ହାତକୁ ଆସିବା ମାତ୍ରେ, ଉପରକୁ କରି ଦେଖେ ନିଶ୍ଚିତ ।

Exam ଶେଷ ହେବା ମାତ୍ରେ ହିଁ GymJoin କରିବି । result ଆସିବା ଭିତରେ ମୋର ସହିବା ଶକ୍ତି ଭଳି ବଡି ତ ତିଆରି ହେଇଯାଇଥିବ ।

ପ୍ରଥମ ସାଙ୍ଗ- ଓ ଶୁଣ! ସେକଣ୍ଡ ୟିଅରର ରେଜଲ୍ଟ ଆସିଗଲା କି? ଦ୍ଵିତୀୟ ବନ୍ଧୁ- ହଁ, ଆସିଯାଇଛି ଏବଂ ଏବେ ଭଦ୍ରାମିରେ କଥା କହ…. ପ୍ରଥମ ସାଙ୍ଗ- କାହିଁକି? ଦ୍ଵିତୀୟ ସାଙ୍ଗ- କାରଣ ଏବେ ମୁଁ ତୋର ସିନିୟର ଅଟେ ।

ପପ୍ପୁ- ପୁଅ ଦୁଇଟା ବିଛଣା କାହିଁକି ବନେଇଛୁ ? ପୁଅ- ଘରକୁ ଦୁଇଜଣ ଅତିଥି ଆସିବାର ଅଛି … । ପପ୍ପୁ- କିଏ କିଏ? ପୁଅ- ମମ୍ମିଙ୍କ ଭାଇ ଆଉ ମୋର ମାମୁ …. । ପପ୍ପୁ- ତାହେଲେ ଆଉ ଗୋଟେ ବିଛଣା ପକା, ମୋର ଶଳା ବି ଆସୁଛି….!!!

ଯମରାଜ(ମହିଳାଙ୍କୁ)- ଚାଲ, ମୁଁ ତୁମକୁ ନେବାକୁ ଆସିଛି…. । ମହିଳା- କେବଳ ଦୁଇ ମିନିଟ ଦିଅନ୍ତୁ । ଯମରାଜ- ଦୁଇ ମିନିଟରେ ଏପରି କଣ କରି ପକେଇବ…? ମହିଳା- ଫେସବୁକ ରେ ଷ୍ଟାଟସ ଦେବାର ଅଛି,Travellingtoyamalok!!! ଏହା ଶୁଣିକି ଯମରାଜ ହିଁ ହେଇଗଲେ ବେହୋଶ…!!!

Leave a Reply

Your email address will not be published. Required fields are marked *