June 23, 2025

Odia Express

Here, There and Everywhere

IPS ହେବା ପାଇଁ କଣ ଯୋଗ୍ୟତା ଆବଶ୍ୟକ – କଣ କଣ କରିବା ପାଇଁ ପଡିବ ଏବେ ଜାଣିରଖନ୍ତୁ ସମସ୍ତ କଥା…

1 min read

ଆ.ଇ.ପି.ଏସ ପଦବୀ ଆଜିକାଲି ବହୁତ ମାନ୍ୟତା ରଖିଥାଏ। ଇଣ୍ଡିଆନ ପୋଲିସ ସର୍ଭିସ ବହୁତ ବଡ଼ ପୋଷ୍ଟ ଅଟେ। ଗୋଟେ ଆଇପିଏସ ଅଫିସର ହେବା ଲୋକଙ୍କ ସବୁଠୁ ବଡ଼ ସ୍ୱପ୍ନ ଅଟେ କିନ୍ତୁ ଲୋକଙ୍କର ସେଠିକୁ ଯିବା ବହୁତ ବଡ଼ ସ୍ୱପ୍ନ ଅଟେ।ଲୋକମାନେ କିନ୍ତୁ ଜାଣିନଥାନ୍ତିକି ଆ.ଇ.ପି.ଏସ ଅଫିସର ହେବାକୁ କଣ ଦରକାର ଓ କଣ ଯୋଗ୍ୟତା ଆବଶ୍ୟକ।ଆଜି ଆମେ ଜାଣିବା ଆ.ଇ.ପି.ଏସ ଅଫିସର ହେବାକୁ କଣ କଣ ଆବଶ୍ୟକ ସେଥିପାଇଁ ଆପଣଙ୍କୁ ଫିଜିକାଲ ଟେଷ୍ଟ,ବିଭିନ୍ନ ପରୀକ୍ଷା ଓ ପରୀକ୍ଷା ଦେବାକୁ ପଡିଥାଏ ଆହୁରି ବହୁତ ପରୀକ୍ଷା ହୋଇଥାଏ ଏ ସବୁ କ୍ଲିଅର କରିବା ପରେହିଁ ଆପନ୍ନଙ୍କ ପୋଷ୍ଟିଂ ହୋଇଥାଏ ସେଥିପାଇଁ ଦରକାର-୧.ଆ.ଇ.ପି.ଏସ ପାଇଁ ଆପନଙ୍କ ବୟସ ୨୧ ରୁ ୩୦ ହେବା ଆବଶ୍ୟକ ହୋଇଥାଏ।

୨.ଆପଣ ସର୍ବନିମ୍ନ ଯୋଗ୍ୟତା ବି.ଏସି ହୋଇଥିବା ଦରକାର।୩.ଆ.ଇ.ପି.ଏସ ପରୀକ୍ଷା ଇଣ୍ଡିଆ ଓ ନେପାଳ ଓ ଭୁଟାନ ଲୋକ ହିଁ ଦେଇ ପାରିବେ।ଆ.ଇ.ପି.ଏସ ପରୀକ୍ଷା ପାଇଁ ପୁରୁଷ ମାନଙ୍କର ଯୋଗ୍ୟତା ଦରକାର ହେଉଛି-ପୁରୁଷମାନଙ୍କର କମ ରୁ କମ ୧୬୫ ଉଚ୍ଚତା ଯଦି ଏସି/ବିସି ହୋଇଥିବେ ହୋଇଥିବେ ତାହେଲେ ଆପଣଙ୍କ ଉଚ୍ଚତା ୧୬୦ ସେ.ମି ହୋଇଥିବା ଆବଶ୍ୟକ।

ପୁରୁଷ ମାନଙ୍କ ଛାତି ୮୪ ସେ.ମି ହବା ଆବଶ୍ୟକ।ମହିଳା ମାନଙ୍କ ପାଇଁ ଉଚ୍ଚତା ୧୫୦ ସେ.ମି ହୋଇଥିବା ଆବଶ୍ୟକ।ଆପଣଙ୍କର ଯଦି ଏସି/ବିସି ହୋଇଥିବ ତାହେଲେ ଆପଣଙ୍କ ଉଚ୍ଚତା ୧୪୫ ସେ.ମି ଉଚ୍ଚତା ହୋଇଥିବା ଆବଶ୍ୟକ।ମହିଳା ମାନଙ୍କ ଛାତି ୭୯ ସେ.ମି ହୋଇଥିବା ଆବଶ୍ୟକ।ଆଖି ଯଦି ଠିକ ଥିବ ଆଖିର ଦୃଷ୍ଟିଶକ୍ତି ୬/୬ ଓ ୬/୯ ହେବା ଆବଶ୍ୟକ ଓ କ୍ଷୀଣ ଦୃଷ୍ଟିଶକ୍ତି ୬/୧୨ ଓ ୬/୯ ହେବା ଆବଶ୍ୟକ ଯଦି ଆପଣଙ୍କ ଏସବୁ କ୍ବାଲିଫିକେଶନ ଆଵଶ୍ୟକତା ଅଛି ତାପରେ ଆପଣ ପୋଲିସ ଅଫିସର ହୋଇପାରିବେ।ଆସନ୍ତୁ ଜାଣିବା ସେଥିପାଇଁ କଣ କରିବା ଆବଶ୍ୟକ-୧.ଦ୍ୱାଦଶ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ ସେ ସାଇନ୍ସ,କମର୍ସ କିମ୍ବା ଆର୍ଟସ ହୋଥିବା ଆଵଶ୍ୟକ ଅଟେ।

୪ .ଆପଣ କୌଣସି ବି କୋର୍ସରେ ଗ୍ରାଜୁଏସନ ପାସ କରିବା ଆବଶ୍ୟକ ଗୋଟେ ଆ.ଇ.ପି.ଏସ ହେବାପାଇଁ।୩.ଆପଣ ୟୁ.ପି.ଏସ ପରୀକ୍ଷା ଉତ୍ତୀର୍ଣ୍ଣ ହେବା ଆବଶ୍ୟକ ଯେମିତି ଆପଣ ୟୁ.ପି.ଏସ ପରୀକ୍ଷା ପାସ କରିବେ ଆପଣ ୩ଟି ମୁଖ୍ୟ ପରୀକ୍ଷା ଉତିର୍ଣ୍ଣ ହେବାକୁ ପଡିବ ସେ ହେଲା ପ୍ରିଲିମିନେରୀ ଏକଜାମ ଓ ତାପରେ ମେନ ଏକଜାମ ଓ ତାପରେ ହେବ ଇଣ୍ଟରଭୟୁ ହୋଇଥାଏ ଏହାପରେ ଆପଣଙ୍କୁ ଟ୍ରେନିଂରେ ପଠା ଯାଇଥାଏ।୪.ପରିଲିମିନେରୀ ପରୀକ୍ଷାରେ ଏଥିରେ ଦୁଇଟି ପେପର ଥାଏ ଯାହା ୨୦୦ ମାର୍କର ହୋଇଥାଏ ଯାହାକୁ ଉତିର୍ଣ୍ଣ ହେବା ନିହାତି ଆଵଶ୍ୟକ ଅଟେ।

୫.ଏବେ ମେନ ଏକଜାମ ଆସେ ଯାହା ହେଉଛି ୯ଟି ପେପେରର ଯାହାକୁ ଉତ୍ତୀର୍ଣ୍ଣ ହେବା ନିହାତି ଆବଶ୍ୟକ।

୬.ଇନ୍ଟରଭୟୁ କ୍ଲିଅର କରିବାକୁ ପଡିବ ତାପରେ ଆପଣଙ୍କୁ ପରସନାଲ ଇନ୍ଟର୍ଭୁ ରେ ଡାକିବେ ଯାହା ୪୫ ମିନିଟର ହୋଇଥିବ।

୭.ଏଥିରେ ଆପଣ ଆ.ଇ.ପି.ଏସରେ ଟ୍ରେନିଂଗରେ ଆପଣ ଉତ୍ତୀର୍ଣ୍ଣ ହେବାକୁ ପଡିବ ଆପଣଙ୍କୁ ମସୁରି ଓ ହାଇଦ୍ରା ବାଦକୁ ପଠା ଜାଏ ତାପରେ ସବୁ ସଇଲା ପରେ ଆପଣଙ୍କୁ ପୋଷ୍ଟିଂଗ ଦିଆଯିବ।

ଏହିଭଳି ଆପଣ ଆ.ଇ.ପି.ଏସ ଅଫିସର ହୋଇପାରିବେ।ଆ.ଇ.ପି.ଏସ ଅଫିସର ହେବାପାଇଁ ଆମକୁ ଏହି ସବୁ ଯୋଗ୍ୟତା ଥିବା ଆବଶ୍ୟକ।ଆ.ପି.ଏସ ଏକ ବହୁତ ଯୋଗ୍ୟତା ପୁର୍ଣ୍ଣ ପଦବୀ ଅଟେ।

Leave a Reply

Your email address will not be published. Required fields are marked *