June 29, 2025

Odia Express

Here, There and Everywhere

ଚାଣକ୍ୟ ନୀତି – ଯେଉଁ ଲୋକ କଥା କଥା ରେ ହସି ଥାନ୍ତି ସେମାଙ୍କ ବିଷୟରେ ଏହି ବଡ କଥା ଜାଣିରଖନ୍ତୁ – ନିଶ୍ଚୟ ଜାଣିରଖନ୍ତୁ…

ନମସ୍କାର ବନ୍ଧୁଗଣ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ ।ଆପଣ ଯଦି ସ୍ତ୍ରୀ ଲୋକ ମାନଙ୍କ ମଧ୍ୟରେ ମା ଲକ୍ଷ୍ମୀଙ୍କୁ ଦେଖୁଛନ୍ତି ବା ମା ଲକ୍ଷ୍ମୀଙ୍କ ସ୍ଥାନ ଦେଉଛନ୍ତି ତ ଆସନ୍ତୁ ଆମ ଶହ ଜଡିତ ରୁହନ୍ତୁ ଏବଂ ଚାଲନ୍ତୁ ଆମର ବିଷୟ ଆରମ୍ଭ କରିବା।ସାଙ୍ଗମାନେ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ସ୍ତ୍ରୀ ବାହାରେ ବିନା ଲଜ୍ଜ୍ୟା ଓ ବିନା ସଙ୍କୋଚରେ ହସିଥାଏ ସେ ତା ସ୍ୱାମୀର ମୃତ୍ୟୁର କାରଣ ହୋଇଥାଏ। ସାଙ୍ଗମାନେ ଏମିତି କହନ୍ତିକି ହସିବା ସବୁ ଝିଅଙ୍କର ସ୍ଵଭାଵ ଅଟେ। ଦେଖିବାକୁ ଗଲେ ଏ କଥା ସତ ପ୍ରତିସତ ସତବି ଅଟେ ପୁଅ ଝିଅଙ୍କ ଏ ହସରେ ପାଗଳ ହୋଇଯାନ୍ତି ଓ ତାଙ୍କୁ ନିଜ ହୃଦୟ ଦେଇ ବସନ୍ତି ଗୋଟେ ପରୀକ୍ଷା ଅନୁସାରେ ଯେମିତି ମଣିଷର ହାବ ଭାବ ଆଉ ତାର ଚାଲି ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ ଜ୍ଞାନ ଦେଇଥାଏ ସେହିଭଳି ହିଁ ମଣିଷର ହସିବାଟା ହିଁ ବ୍ୟକ୍ତିତ୍ୱର ଗୁମର ଖୋଲିଥାଏ।

ଏମିତିରେ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ କଥା କଥାରେ ହସିଥାଏ ଓ ବାରମ୍ବାର ହସିଥାଏ ତ ତାର ଅନେକ ସଙ୍କେତ ହୋଇଥାଏ ଯାହାକୁ ଜାଣିକି ଆପଣ ଡରିଯିବେ ଓ ଏମିତି ହସୁଥିବା ମହିଳା ଠାରୁ ଦୂରକୁ ଦୌଡିବ ସାଙ୍ଗମାନେ ଏକ ନମ୍ବରରେ ଆଚାର୍ଯ୍ୟ କହିଛନ୍ତି କି ମୁହଁ ବନ୍ଦ କରି ହସୁଥିବା ମହିଳା ହାଲକା ଶବ୍ଦ କାଢି ହସୁଥିବା ମହିଳା ନିଜ କାମ କରେଇବାରେ ବହୁତ ପ୍ରଖର ଅଟନ୍ତି।

ସାଧାରଣତଃ ଏମିତିଆ ଝିଅ ମୌକାର ଫାଇଦା ନିଶ୍ଚୟ ଉଠେଇବା ଯାଣିଛନ୍ତି ଏମାନେ କେବେ କାହାର ଭଲ ଭାଵନ୍ତି ନାହିଁ ଓ ଆପଣଙ୍କ ସବୁଠୁ ବେସି ଗୋପନିୟ କଥା କାହାକୁ ବି କହିପାରନ୍ତି।ଏମିତିଆ ମହିଳା ବହୁତ ଚାଲାଖ ଅଟନ୍ତି ତାଙ୍କ ମନରରେ କେବେ କାହା ପାଇଁ ଦୟା ଓ ଭଲ ପାଇବା ନଥାଏ।

ଏମିତିକି ଏ ଲୋକ ନିଜ ସାଥିକୁ ଧୋକା ଦେଇପାରନ୍ତି ସେଥିପାଇଁ ଏ ମହିଳା ଠାରୁ ଆପଣଙ୍କୁ ସାଵଧାନ ରହିବା ଉଚିତ।କୁହାଯାଏ କି ଏମାନେ ବହୁତ ଅହଙ୍କାରୀ ଅଟନ୍ତି।ଏହାପରେ ଆଚାର୍ଯ୍ୟ କହିଛନ୍ତିକି ଖିଲ ଖିଲ ହେଇ ଓ କଥା କଥାରେ ହସିବାର ମାନେ ହସିବା ଦେହ ପାଇଁ ଭଲ କଥା କଥାରେ ହସିବା ଓ ଜୋରେ ହସିବା ମହିଳା ଓ ଜୋରେ ଚିଲେଇ ହସିବା ମହିଳାଙ୍କୁ ଦେଖିବା ମାତ୍ରେ ବନ୍ଧୁତା କରିଦେବା ଉଚିତ।

ଏମାନଙ୍କ ବ୍ୟବହାର ବହୁତ ଭଲ ହୋଇଥାଏ ଓ ଏମାନେ ହୃଦୟରୁ ବହୁତ ସଫା ଅଟନ୍ତି ଏମାନେ ଶହନସିଲତା ଦୟାଳୁ ଓ ଆତ୍ମବିଶ୍ୱାସ ହୋଇଥାନ୍ତି ଏମାନେ ନିଜ ସାଥିକୁ କେବେବି ଧୋକା ଦେବେ ନାହିଁ ଓ ଏମାନଙ୍କ ଶ ବନ୍ଧୁତା କଲେ ଆପଣଙ୍କୁ ବହୁତ ଫାଇଦା ହୋଇଥାଏ।

ଏ ଆପଣଙ୍କ ପାଇଁ କିଛିବି କରିପାରିବେ।ଏମାନେ ନିଜ ସାଥିକୁ କେବେ ଏକଲା ଛାଡ଼ନ୍ତି।ଏମାନଙ୍କ ହୃଦୟରେ ଭଲପାଇବା,ମମତା ଓ ଉଚ୍ଚବିଚାର ଧାରା ବିଶିଷ୍ଟ, ଅଟନ୍ତି।ତାପରେ ଆସିବେ ଯେଉଁମାନେ ଶାନ୍ତଶିଷ୍ଟ ହୋଇ ହସିଥାନ୍ତି ସେମାନଙ୍କ ହୃଦୟରେ ବହୁତ କଷ୍ଟ ଭରିରହିଥାଏ।ସେ ନିଜ ହୃଦୟ ଭାଙ୍ଗିଗଲା ପରେବି କଷ୍ଟ ଦେଖେଇ ନଥାନ୍ତି।ଏମାନେ ଛୋଟ ହସ ଦେଖେଇ ନିଜ ଦୁଃଖ ଲୁଚାନ୍ତି।

ଏମାନେ ବିଶ୍ଵସନିୟ ଅଟନ୍ତି।ଏମାନେ ବହୁତ ସଫା ବିଚାରର ଅଟନ୍ତି ଓ ଅନ୍ୟ ମାନଙ୍କ ଭାବନାର ସନ୍ନମାନ କରନ୍ତି ଏ ଭଳି ମହିଳା ନିଜ ଖୁସିର ନିଜେ ତଣ୍ଟିଚିପି ନିଜେ ଅନ୍ୟର ଖୁସିକୁ ନିଜର ବୋଲି ମାନି ନିଅନ୍ତି।

Leave a Reply

Your email address will not be published. Required fields are marked *