June 25, 2025

Odia Express

Here, There and Everywhere

ଭୃସଙ୍ଗ ପତ୍ର କେଶରେ ତିନି ଥର ଲଗେଇଲା ଆଉ ତା ପରେ ଯାହା ପ୍ରଭାବ ପଡିଲା ଆପଣ ଦେଖିକି ଆଶ୍ଚର୍ଯ୍ୟ ହେଇଯିବେ…

ଆଜି ଆମେ ଆପଣଙ୍କ ପାଖରେ ଭୃସଙ୍ଗ ପତ୍ର ର ଫାଇଦା କହିବାକୁ ଯାଉଛୁ। ଆପଣ ଭୃସଙ୍ଗ ପତ୍ର ନିଜ ଚୁଟି ରେ ଲଗେଇବା ପରେ ଆପଣଙ୍କ କେଶର ପ୍ରକାର ଅତ୍ୟନ୍ତ ଉନ୍ନତ ହେଇଯିବ। ଆପଣ ଟିଭି ତଥା ସିରିଏଲ ମାନଙ୍କରେ ହିରୋଇନ ତଥା ଅଭିନେତ୍ରୀ ମାନଙ୍କର ଲମ୍ବା ଆଉ ସୁନ୍ଦର ଚୁଟି ଦେଖିଥିବେ। ଆପଣ ଏହାକୁ ଦେଖିବା ପରେ ନିଜ ମନ ରେ ସେପରି ଚୁଟି ପାଇବାର ଇଛା ଜାଗ୍ରତ କରୁଥିବେ। ତ ବ୍ୟସ୍ତ ହୁଅନ୍ତୁ ନାହିଁ ଆଜି ଆମେ ଆପଣଙ୍କ ପାଖରେ ସେପରି ଏକ ଉପାୟ କହିବାକୁ ଯାଉଛୁ।

ଏହି ଉପାୟ ଆପଣଙ୍କ ଘରେ ହିଁ ମହଜୁଦ ଅଛି ଆଉ ଏହା ଆପଣଙ୍କ ଚୁଟି କୁ ଲମ୍ବା ତଥା କଳା ଆଉ ଘନ କରି ଦେଇ ପାରିବ। ମାତ୍ର ଆପଣ ଏହାର ବିଶେଷତ୍ୱ ବାବଦରେ ଜାଣି ନଥିବା ରୁ ନିଜ ଘରେ ଆପଣ ଏହାକୁ ମାତ୍ର ଏକ ତରକାରୀ ଖାଇବା ଜିନିଷ ଭାବେ ବାଛି ନେଇଛନ୍ତି। ଯେପରି କି ଆପଣ ଜାଣନ୍ତି କି ବାହାରୁ ବାଳ ର ଚିକିତ୍ସା କରିବା ଦ୍ୱାରା ଆପଣ ଖର୍ଚ୍ଛାନ୍ତ ହେବା ସହ ଏହାର ଅନେକ ସାଇଡ଼ ଇଫେକ୍ଟ ବି ଥାଏ। ଏହାକୁ ଆପଣ ଏକ ଟନିଂ ଭାବେ ବ୍ୟବହାର କରିପାରିବେ। ଆପଣ ଏହାର ବ୍ୟବହାର ଦ୍ୱାରା ଆପଣଙ୍କ ଚୁଟି ରେ ନା କିଛି ସାଇଡ଼ ଇଫେକ୍ଟ ହେବ ଆଉ ନା ହି ଆପଣଙ୍କୁ ପଇସା ଖର୍ଚ୍ଚ କରିବାକୁ ପଡିବ।

ଏହାର ଯୁସ ବନେଇବା ପାଇଁ ଆପଣ ପ୍ରଥମେ ଏକ ତାଟିଆ ରେ କିଛି ଭୃସଙ୍ଗ ପତ୍ର ଆଣି ତାକୁ ଫୁଟେଇବା ପାଇଁ ରଖିଦିଅନ୍ତୁ। ଆପଣ ତାକୁ ଆଣି ପାଣିରେ ଫୁଟାନ୍ତୁ। ଯେତେ ଯାଏ ଆପଣଙ୍କର ପାଣି ସବୁଜ ରଙ୍ଗର ହେଇ ନ ଯାଇଛି ସେତେ ଯାଏ ଆପଣ ତାକୁ ଫୁଟାନ୍ତୁ। ତା ପରେ ଆପଣ ସେହି ପାଣି କୁ ଆଣି ନିଜ ଚୁଟି ରେ ଲଗେଇବା ପାଇଁ ରଖି ଦିଅନ୍ତୁ। ଆପଣ ତାକୁ ନିଜ ଚୁଟି ପାଇଁ ରଖନ୍ତୁ। ଆପଣ ଦୁଇ ସପ୍ତାହ ଯାଏ ଏହାର ବ୍ୟବହାର କରିବା ପରେ ଏହାର ପ୍ରଭାବ ଆପଣଙ୍କୁ ଦେଖିବାକୁ ମିଳିବ।

ଆପଣ ଏହି ପତ୍ର କୁ ନିଜ ଚୁଟି ରେ ଲେପ ଭାବେ ବ୍ୟବହାର କରିପାରିବେ। ଆପଣ ଏକ ପାତ୍ର ରେ କିଛି ଭୃସଙ୍ଗ ପତ୍ର ଆଣି ତାକୁ ଦହି ସହ ପେସିକି ଏକ ପେଷ୍ଟ ବନାନ୍ତୁ। ତା ପରେ ଆପଣ ତାକୁ ଚୁଟି ରେ ଏକ ପେଷ୍ଟ ଭାବେ ଲଗେଇକି ରଖନ୍ତୁ ଆଉ ପ୍ରାୟ ୧୫ ମିନିଟ ପରେ ତାକୁ ଧୋଇ ଦିଅନ୍ତୁ। ଶୁଖିଯିବା ପରେ ଆପଣ ତାକୁ ଶାମ୍ପୁ ସାହାଯ୍ୟରେ ଧୁଅନ୍ତୁ ଆଉ ତା ପରେ ଆପଣ ଦେଖିବେ କି ଆପଣଙ୍କୁ ଅନ୍ତର ଦେଖିବାକୁ ମିଳିବ। ତ ଆଜି ପାଇଁ ଏତିକି।

Leave a Reply

Your email address will not be published. Required fields are marked *