ବାଛନ୍ତୁ ଏକ ତାଲା ଆଉ ଜାଣନ୍ତୁ କି ଆପଣ ବାସ୍ତବ ରେ କିପରି ଧରଣର ମଣିଷ – ନିଶ୍ଚୟ ଜାଣିରଖନ୍ତୁ ନିଜର ଏହି ବିଶେଷ କ୍ଷମତା ବିଷୟରେ…
କଣ ଆପଣ ନିଜକୁ ସମ୍ପୂର୍ଣ ଭାବେ ଜାଣନ୍ତି।କଣ ଆପଣ ନିଜ ସମ୍ପର୍କରେ ସବୁକିଛି ଭଲ ଭାବେ ଜାଣିବାକୁ ଚେଷ୍ଟା କରନ୍ତି। ଯଦି ଆପଣଙ୍କର ଜବାବ ହଁ ଅଟେ ତ ଆପଣ ଆଉ ଥରେ ନିଜକୁ ପଚାରନ୍ତୁ।ଦୁନିଆ ରେ ବହୁତ ପ୍ରକାର ର ଲୋକ ଥାଆନ୍ତି ଯେଉଁମାନେ କି ନିଜ ବାବଦରେ ଅଲଗା ଅଲଗା ପ୍ରକାର ର କଥା କୁହନ୍ତି। କିଛି ଲୋକ ବହୁତ ଅନ୍ତର୍ମୁଖୀ ସ୍ଵଭାଵ ର ହେଇଥିବା ବେଳେ ଆଉ କିଛି ଲୋକ ଅତ୍ୟନ୍ତ ସମାଜବାଦୀ ହେଇଥାନ୍ତି। ଆପଣ ଭିତରୁ କିପରି ଏହା ଆପଣଙ୍କର ଚୋଇସ ହି କହିପାରିବ। ତ ଆସନ୍ତୁ ଜାଣିବା କି ସାମ୍ନା ରେ ଦେଖା ଯାଉଥିବା ଲକ ଆପଣଙ୍କ ବାବଦରେ କଣ କୁହେ। ଆପଣ ଏହା ମଧ୍ୟରୁ ଗୋଟେ ଲକ ବାଛନ୍ତୁ ଆଉ ତାହା ବାବଦରେ ଜାଣନ୍ତୁ। ତ ଚାଲନ୍ତୁ ବାଛିବା।
୧: ଆପଣ ଯଦି ପ୍ରଥମ ଲକ ବାଛିଛନ୍ତି ତ ଆପଣଙ୍କର ହୃଦୟ ସୁନା ଭଳି ଅଟେ। ଆପଣ ଅତ୍ୟନ୍ତ ସାହାଯ୍ୟକାରୀ ବ୍ୟକ୍ତି ଅଟନ୍ତି। ଆପଣଙ୍କ ପାଖକୁ ଆସୁଥିବା କେଉଁ ବି ବ୍ୟକ୍ତି କୁ ଆପଣ ବିନା ସାହାଯ୍ୟ କରି ଛାଡ଼ନ୍ତି ନାହିଁ। ତାହା ଆର୍ଥିକ ହେଉ ଅଥବା ଭାବନାତ୍ମକ ଆପଣ ଦୁଇ ପ୍ରକାର ତାଙ୍କର ସହାୟତା କରନ୍ତି। ମାତ୍ର ଆପଣଙ୍କର ଏହି ଗୁଣ ର ଆପଣଙ୍କୁ ବହୁତ ସମୟରେ ଅସୁବିଧା ବି ହେଇଥାଏ। କାରଣ ଜେହିଁ ବି ଲୋକ ଆପଣଙ୍କର ଭଲ ଗୁଣର ଫାଇଦା ଉଠେଇବା ପାଇଁ ପଛାନ୍ତି ନାହିଁ। ତେଣୁ ଆପଣ ଏହା ବାବଦରେ ସତର୍କ ରୁହନ୍ତୁ।
୨: ଆପଣ ଯଦି ଦ୍ୱିତୀୟ ଲକ ଚୟନ କରିଛନ୍ତି ତ ଆପଣଙ୍କ ସ୍ଵଭାଵ ଅତ୍ୟନ୍ତ ସୁଦୃଢ଼ ଅଟେ। ଆପଣ ଭିତର ତଥା ବାହାର ଦୁଇ ତରଫ ରୁ ସୁନ୍ଦର ଅଟନ୍ତି। ଆପଣ ଅତ୍ୟନ୍ତ ମଜବୁତ ସ୍ଵଭାଵ ର ବ୍ୟକ୍ତିତ୍ୱ ରଖୁଥିବା ବ୍ୟକ୍ତି ଅଟନ୍ତି ଆଉ ଆପଣ ନିଜ ସମସ୍ତ ପରିସ୍ଥିତି ର ଦୃଢ଼ ଭାବେ ସାମ୍ନା କରନ୍ତି। ଆପଣ ଛୋଟ ଛୋଟ କଥା ରେ ଭାଙ୍ଗି ପଡନ୍ତି ନାହିଁ।
୩: ଆପଣ ଯଦି ତୃତୀୟ ଲକ ଚୟନ କରିଛନ୍ତି ତ ଆପଣ ଅତ୍ୟନ୍ତ ଶାନ୍ତ ସ୍ଵଭାଵ ର ବ୍ୟକ୍ତି ଅଟନ୍ତି ମାତ୍ର ଏହାର ଅର୍ଥ ଏହା ନୁହଁ କି ଆପଣ ଜମା ବି ଆତ୍ମବିଶ୍ୱାସୀ ନୁହନ୍ତି। ଆପଣଙ୍କୁ ସହାନୁଭୂତି ର ଆବଶ୍ୟକତା ଅଛି ତେଣୁ ଆପଣ କିଛି କ୍ୟାଜୁଆଲ ରିଲେସନ ରେ ପଡନ୍ତି ନାହିଁ। ଆପଣ ନିଜ ସାଙ୍ଗମାନଙ୍କ ଭିତରେ ବହୁତ ପପୁଲାର ଅଟନ୍ତି।
୪: ଆପଣ ଯଦି ଚତୁର୍ଥ ଲକ ଚୟନ କରିଛନ୍ତି ତ ଆପଣଙ୍କ ବାବଦରେ ଆମେ ସଂକ୍ଷେପ ରେ କହିପାରିବା କି ଆପଣ ବହୁତ ହି ଶାନ୍ତ ଆଉ ନମ୍ର ସ୍ଵଭାଵ ର ବ୍ୟକ୍ତି ଅଟନ୍ତି। ଆପଣ ସର୍ବଦା ଶାନ୍ତ ରୁହନ୍ତି ମାତ୍ର ଆପଣଙ୍କ ଭିତରେ ଆପଣ ଅତ୍ୟନ୍ତ ଶକ୍ତି ର ଅଧିକାରୀ ଅଟନ୍ତି। ଆପଣ ବାହାରକୁ ଶାନ୍ତ ଦେଖାହୁଅନ୍ତି ମାତ୍ର ଆପଣ ସେପରି ନୁହନ୍ତି।