June 29, 2025

Odia Express

Here, There and Everywhere

ପ୍ରତିଦିନ କରୁଥିବା ଏହି ଭୁଲ ପାଇଁ ଆପଣଙ୍କୁ ହୋଇପାରେ ପାରଲାଇସିସ୍ – ଏବେ ଜାଣିରଖନ୍ତୁ ଓ ସାବଧାନ ରୁହନ୍ତୁ…

ବର୍ତମାନ ସମୟରେ ପାରାଲିସିସି ଭଳି ଗମ୍ଭୀର ସମସ୍ୟା ରେ ଅନେକ ଲୋକ ପୀଡିତ ହେଉଛନ୍ତି। ପ୍ରାୟ 50 ବର୍ଷ ବୟସ ପରେ ଅଧିକାଂଶ ପୁରୁଷ ଙ୍କୁ ଏହି ରୋଗ ଘେରି ଥାଏ। ଅନେକ ଲୋକଙ୍କ ଅଜଣତ ରେ ପକ୍ଷପାତ ଭଳି ଗମ୍ଭୀର ସମସ୍ୟା ହୋଇଥାଏ।ଏହି ରୋଗ ର ଲକ୍ଷଣ ହେଉଛି। ଧୀରେ ଶିରେ ହାତ ଗୋଡ଼ ଥରିବା। ସିରା ପ୍ରସୀର ରେ ଝିମ ଝିମ ଅନୁଭୂତ ହେବା,ମୁଣ୍ଡରେ ଯନ୍ତ୍ରଣା ହେବା। ଶରୀର ର ଏକ ନିର୍ଦିଷ୍ଟ ଅଙ୍ଗ ଝିମ ଝିମ ହେବା। ବିନ୍ଧା ହେବା ଇତ୍ୟାଦି। ଏହି ରୋଗ ସଭିଙ୍କ ଠାରେ ହୁଏ ନାହିଁ। ସାଧାରଣତଃ ମୋଟା ଲୋକ ଙ୍କୁ ଏହି ରୋଗ ଅଧିକ ହୋଇ ଥାଏ। ମୋଟା ଲୋକଙ୍କ ଅଧିକ ଶାରୀରିକ ପରିଶ୍ରମ ନକରିବା ଦ୍ୱାରା ଏହି ରୋଗ ହୋଇଥାଏ। ଏହି ରୋଗ ହେଉଛି କିଛି ଏପରି ଯେ ଏହା ହେଲେ ଶରୀର ର ଏକ ପର୍ଶ୍ୱରର କିଛି ଅଙ୍ଗ କାର୍ଯ୍ୟ କରିବା ବନ୍ଦ କରିଦିଏ।

ପ୍ରଥମେ ଆମ ଅଙ୍ଗ ରେ ଝିମ ଝିମ ଅନୁଭବ ହୁଏ ପରେ ଏହି ଅଙ୍ଗ ଫ୍ରିଜ ବା କାମ କରିବା ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଏ। ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହି ରୋଗ କାହିଁକି ହୁଏ? ଏବଂ ଏହା ପଛରେ ଥିବା କାରଣ ସହିତ ଏହି ରୋଗ ର ସାମାନ୍ୟ, ନହେବା ପାଇଁ ଉପଚାର ଏବଂ ପଦକ୍ଷେପ।

ପାରାଲିସିସି ହେବାର ମୁଖ୍ୟ କାରଣ; ଶରୀର ର କୌଣସି ଅଙ୍ଗ କୁ ଯଦି ରକ୍ତ ପହଞ୍ଚି ପାରେ ନାହିଁ ତେବେ ସେହି ଅଙ୍ଗ କାମ କରିବା ବନ୍ଦ କରିଦିଏ।ଫଳରେ ସମ୍ପୂର୍ଣ୍ଣ ଅଙ୍ଗ ଟି କାମ କରିବା ବନ୍ଦ କରିଦିଏ।ପାରାଲିସିସି ହୋଇ ଶରୀର ର ଗୋଟିଏ ଭାଗ ସମ୍ପୂର୍ଣ୍ଣ ଅଚଳ ହୋଇଯାଏ।

ଖାଇବା ପିଇବା ରେ ଅସନ୍ତୁଳନ। ଖରାପ ଖାଦ୍ୟ ବା ଜଙ୍କ ଫୁଡ଼, ଅତ୍ୟଧିକ ଫ୍ୟାଟ ଥିବା ଖାଦ୍ୟ ଏବଂ ତେଲ ଯୁକ୍ତ ଖାଦ୍ୟ କିମ୍ବା ମାଂସ ଅଣ୍ଡା ଅଧିକ ଖାଇବା ଦ୍ୱାରା ଏହି ରୋଗ ହେବାର ସମ୍ଭାବନା ବଢି ଯାଇଥାଏ। କୋଲଡ୍ରିଂକ୍ସ ପିଇବା ଦ୍ୱାରା ମଧ୍ୟ ଏହି ରୋଗ ହେବାର ବି ସମ୍ଭାବନା ଥାଏ। ଯୋଗ ବ୍ୟାୟମ ନକରିବା ଦ୍ୱାରା ମଧ୍ୟ ଏହି ପକ୍ଷପାତ ହେବାର ସମ୍ଭାବନା ଅଧିକ ଥାଏ। ଅଧିକ କାମ ନକରି ଶୋଇରହିଲେ ମଧ୍ୟ ଏହି ପାରାଲିସିସି ହେବାର ଅଧିକ ସମ୍ଭାବନା ଥାଏ।

ତେବେ ଏହା ନହେବା ପାଇଁ ଅଧିକ ଶାରୀରିକ ପରିଶ୍ରମ। ଯୋଗ ବ୍ୟାୟାମ। ସକାଳୁ ଉଷୁମ ପାଣି ପିଇବା। ଚାଲିବାର ଅଭ୍ୟାସ କରିବା ଇତ୍ୟାଦି ନିୟମିତ କରିବା ଉଚିତ। ଅଧିକ ତେଲ ଜାତୀୟ ଖାଦ୍ୟ ଏବଂ ମସଲାଦାର ଖାଦ୍ୟ ମଧ୍ୟ ଖାଇବା ଉଚିତ ନୁହଁ। ତେବେ ଏହି କିଛି ଉପାୟ ଦ୍ୱାରା ଆପଣ ନିଜ ଶରୀର କୁ ପାରାଲିସିସି ହେବାରୁ ରକ୍ଷା କରି ପାରିବେ।

Leave a Reply

Your email address will not be published. Required fields are marked *