ଅତି ପୁରୁଣା କାଶ ମାତ୍ର ୫ ମିନିଟ ରେ ଭଲ ହେବ,ଆଉ ଜୀବନରେ କେବେବି କାଶ ହେବନି….
1 min read
ସାଙ୍ଗମାନେ ଆପଣ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଆପଣ ଙ୍କୁ କହିବୁ ଏକ ଏପରି ଉପାୟ ଯାହା ଦ୍ଵାରା ଆପଣ ବହୁତ ଦିନର କାଶ ଭଲ କରିପାରିବେ।ଏହି ଉପାୟ ରେ ଛୋଟ ଛୁଆ ଠୁ ନେଇକି ବଡ ପର୍ଯ୍ୟନ୍ତ ସମସ୍ତେ ଲାଭ ପାଇପାରିବେ।ଯାହାକୁ ସବୁବେଳେ କାଶ ହୋଇଥାଏ ସେ ହିଁ ତାର ଅଶୁବିଧା ଜାଣିଛି କାଶିବା ଦ୍ବାରା ବହୁତ କଷ୍ଟ ହୋଇଥାଏ।ଏହି ଉପାୟ ଦ୍ବାରା ଅତି ପୁରୁଣା କାସ ଜଲ୍ଦି ଭଲ ହୋଇଯାଇଥାଏ।ସର୍ବ ପ୍ରଥମେ କିଛି ଲବଙ୍ଗ ଓ କିଛି ଗୋଲ ମରିଚ ନିଅନ୍ତୁ।୪-୫ଟି ଗୋଲ ମରିଚ ଦାନା ଓ ୩-୪ ଲବଙ୍ଗ ନିଅନ୍ତୁ। ଏହା ପରେ ଆପଣଙ୍କୁ ଆବଶ୍ୟକ ହେବ ଅଦାର । ଏହି ସବୁ ଜିନିଷ ଆପଣଙ୍କୁ ସହଜରେ ଘରେ ମିଳିଯିବ।ଅଦାରୁ ଖଣ୍ଡେ କାଟି ନିଅନ୍ତୁ ଓ ତା ଚୋପା ଛଡାଇ ଛୋଟ ଛୋଟ କରି କାଟି ଦିଅନ୍ତୁ।
ଏହା ପରେ ଆପଣ ଙ୍କୁ ଏହାକୁ ଗରମ କରିବାକୁ ହେବ।ଏକ କରେଇ କୁ ଗ୍ୟାସ ରେ ବସାଇ ସେଥିରେ ଏହି ଗୋଲ ମରିଚ ଓ ଲବଙ୍ଗ କୁ ଭଲ ଭାବେ ଭାଜନ୍ତୁ।ସେବେ ପର୍ଯ୍ୟନ୍ତ ଭାଜନ୍ତୁ ଯେବେ ପର୍ଯ୍ୟନ୍ତ ଏହାର ବାସ୍ନା ନ ଆସିଛି।ଏହା ପରେ ଏହାକୁ କାଢି ଅଦା ଖଣ୍ଡ କୁ ବି ଭାଜନ୍ତୁ ଅଳ୍ପ ସମୟ।ଏହା ପରେ ଅଦା କୁ ଛେଚି ତା ରସ ବାହାରକରି ରଖନ୍ତୁ ଓ ଲବଙ୍ଗ ଓ ଗୋଲ ମରିଚ କୁ ବି ଛେଚି କରି ଭଲସେ ରଖନ୍ତୁ।ଆସନ୍ତୁ ଜାଣିବା ଏହା ପରେ କଣ କରିବା।ଏବେ ଆସନ୍ତୁ ଜାଣିବା ଏହାର ଉପଯୋଗ କିପରି କରିବା।ବୟସ ଅନୁସାରେ ଏହାକୁ ଖାଇବାକୁ ହେବ।ଏକ ଚାମଚ ରେ ଅଦା ରସ ଓ ଅନ୍ୟ ଚାମଚ ରେ ଗୋଲ ମରିଚ ଓ ଲବଙ୍ଗ ଗୁଣ୍ଡ ନିଅନ୍ତୁ ଏହା ପରେ କିଛି ମହୁ ସେ ଗୋଲ ମରିଚ ଓ ଲବଙ୍ଗ ଗୁଣ୍ଡ ରେ ମିଶାଇ ଦିଅନ୍ତି।ଦୁଇ ତିନି ବର୍ଷ ର ଛୁଆ କୁ ଅଦା ରସ ଦେବେନି।
ଏହାପରେ ଅଦାରସ ବି ଛୁଆ ବଡ ଦେଖି ଏହି ମହୁ ମିଶା ଗୁଣ୍ଡରେ ମିଶେଇ ଦିଅନ୍ତୁ।ଏହାକୁ ଚାଟି ଖାଇ ଦିଅନ୍ତୁ ଓ ଏହା ଉପରେ ଏକ ଗ୍ଲାସ ପାଣି ପିଇ ଦିଅନ୍ତୁ। ଏହାକୁ ଖାଇବା ପରେ ଆପଣଙ୍କ ଶରୀରରେ ଝାଳ ଆସିପାରେ ଏଥିରେ ଡରି ବାର କିଛି ନାହିଁ। କେବଳ ଥରେ ଏହାକୁ ଖାଇବା ଦ୍ଵାରା ଆପଣଙ୍କୁ ଯେତେ ଅଧିକ ଥଣ୍ଡା ବା କାଶ ହେଉ ଭଲ ହେଇଯିବ।ଯଦି ଏହି ଲେଖା ଆପଣଙ୍କୁ ଭଲ ଲାଗୁଛି ତେବେ ଏହାକୁ ଲାଇକ କରନ୍ତୁ ଓ ସେୟାର ବି କରନ୍ତୁ।