ଝିଅଙ୍କର ଜିନ୍ସରେ ଚେନ କାହିଁକି ଥାଏ ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ – ଏବେ ଜାଣିରଖନ୍ତୁ…
ଆଜିର ଯୁଗରେ ପ୍ରତ୍ୟେକ ଫେସନରେ ରହିବାକୁ ପସନ୍ଦ କରନ୍ତି। ଷ୍ଟାଇଲରେ ରହିବା ଆଜିର ଯୁବପିଢିଙ୍କ ନିମନ୍ତେ ବଡ ମହତ୍ଵପୂର୍ଣ୍ଣ କଥା ଅଟେ। ଏମିତିରେ ଦେଖାଯାଏ ତ ଏଥିରେ କୌଣସି ଅସୁବିଧା ମଧ୍ୟ ନାହିଁ। ଆପଣଙ୍କ ଷ୍ଟାଇଲ ଏବଂ ଫେସନରେ ପୋଷକ ସବୁଠାରୁ ମୁଖ୍ୟ ହୋଇଥାଏ। ଯଦି ପୁଅଙ୍କ କଥା କହିବ ତ ଟକ ନିକଟରେ ପୋଷକର ଅଧିକ ଭେରାଇଟି ନଥାଏ। ତାଙ୍କ ଚଏସ କେବଳ ସାର୍ଟ, ଜିନ୍ସ ଭଳି ମୌଳିକ ଜିନିଷ ମଧ୍ୟରେ ସୀମିତ ରାହିଜାଏ। କିନ୍ତୁ ଝିଅଙ୍କର ନିମନ୍ତେ ପୋଷକରେ ଅନେକ ଭେରାଇଟି ହୋଇଥାଏ। ସଲ୍ୱାର ସୁଟ, ଲହଙ୍ଗା, ସ୍କର୍ଟ, ଆଉ ଅନେକ ପ୍ରକାରର । ଝିଅଙ୍କର ମଜାଦାର କଥା ଏହା ଯେ ସେମାନେ ପୁଅଙ୍କର ଫେସନ ବାଲା ଜିନ୍ସ , ସାର୍ଟ ମଧ୍ୟ ପିନ୍ଧି ପାରିବେ।
ଆଜିର ଆଧୁନିକ ଯୁଗରେ ତ ପ୍ରତ୍ୟେକ ଝିଅଙ୍କର ଆଲମାରିରେ ଆପଣଙ୍କୁ ଗୋଟିଏ ଜିନ୍ସ ମିଳିଯିବ। ପୁଅଙ୍କ ଭଳି ଝିଅଙ୍କ ନିମନ୍ତେ ମଧ୍ୟ ସ୍ଵତନ୍ତ୍ର ଅଲଗା ଜିନ୍ସ ତିଆରି କରାଯାଏ। ଜିନ୍ସ ଆଜିର ଯୁଗରେ ବହୁତ ସାଧାରଣ ଜିନିଷ ହୋଇଯାଇଛି। ଛୁଆ , ଯୁବକ ଏବଂ ଏପରିକି ବୃଦ୍ଧ ମାନେ ମଧ୍ୟ ଏହାକୁ ପିନ୍ଧିବା ପସନ୍ଦ କରନ୍ତି। ଜିନ୍ସ ପିନ୍ଧିବା ଏକ ଷ୍ଟାଟସ ହେଇଗଲାଣି। ଯଦି ଆପଣ ଆଧୁନିକ ଯୁଗର ପ୍ରତିଯୋଗୀତାରେ ରହିବାକୁ ଚାହାନ୍ତି ତେବେ ଆପଣଙ୍କ ପାଖରେ ଜିନ୍ସ ନିହାତି ରହିବା ଉଚିତ ।
ଏମିତିରେ ଜିନ୍ସର କଥା କହିବା ତ ତାହା ମଧ୍ୟ ଆଜିକାଲି ଅନେକ ଭେରାଇଟିରେ ଆସିବାରେ ଲାଗିଛି। ଜିନ୍ସର ଇତିହାସ ମଧ୍ୟ ବହୁତ ପୁରାତନ ଅଟେ। ଆମର ବାବା ଜେଜେବାପା ଯୁଗରୁ ଲୋକମାନେ ଏହାକୁ ପିନ୍ଧି ଆସୁଛନ୍ତି। ଏମିତିରେ ସେତେବେଳରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଏଥିରେ ଅନେକ ପରିବର୍ତ୍ତନ ମଧ୍ୟ ହୋଇଛି। ପୁଅଙ୍କ ଜିନ୍ସ କଥା କହିବୁ ତ ଏସବୁ ମଧ୍ୟରେ ଗୋଟିଏ କଥା ସବୁଠାରୁ କମନ ଅଟେ ଓ ତାହା ହେଲା ଆଗ ତରଫକୁ ଖୋଳୁଥିବା ଚେନ। ପୁଅଙ୍କର ଜିନ୍ସ କିମ୍ବା ପେଣ୍ଟରେ ଚେନ ରହିବା ନିହାତି ଅବଶ୍ୟକ ଅଟେ । ଏହାର ସହାୟତାରେ ଆପଣ ବହୁତ ସହଜରେ ଏବଂ ଶୀଘ୍ର ମୁତ୍ର ବିସର୍ଜନ କରିପାରିବେ। କିନ୍ତୁ କଣ ଆପଣ କେବେ ଚିନ୍ତା କରିଛନ୍ତି ଯେ ଝିଅଙ୍କର ଜିନ୍ସରେ ଚେନ କାହିଁକି ହୋଇଥାଏ?
ଝିଅଙ୍କର ପେଣ୍ଟ କଥା କହିବୁ ତ ଏଥିରେ ଅଧିକତର ବଟନ ରହିଥାଏ। କିନ୍ତୁ ଯେବେ କଥା ଜିନ୍ସ ର ଆସେ ତ ସେଥିରେ ଚେନ ନିଶ୍ଚିତ ଦିଆଯାଏ। ଏବେ ଏମିତିରେ ପୁଅଙ୍କର ମନରେ ଏ ପ୍ରଶ୍ନ ନିଶ୍ଚିତ ଆସିବ ଯେ ଝିଅଙ୍କର ଜିନ୍ସରେ ଚେନର ଏପରି କଣ ଆବଶ୍ୟକତା ପଡିଥାଏ । ତେବେ ଆସନ୍ତୁ ଆପଣଙ୍କର ଏହି ସନ୍ଦେହ ମଧ୍ୟ ସମାଧାନ କରିଦେଉଛୁ ।
ଏହି କାରଣରୁ ହୋଇଥାଏ ଝିଅଙ୍କର ଜିନ୍ସରେ ଚେନ
ପ୍ରକୃତରେ ଝିଅ ମାନଙ୍କର ଜିନ୍ସରେ ସାମ୍ନା ତରଫକୁ ଚେନ ହେବାର ଏକ ଖାସ କାରଣ ଅଛି। ଯେଉଁ ଜିନ୍ସ ଅରିଜିନାଲ ଡେନିମ ଦ୍ଵାରା ପ୍ରସ୍ତୁତ ହୋଇଥାଏ ତାହା ବହୁତ କମ ନମନୀୟ ହୋଇଥାଏ। ଏବଂ ଆପଣ ସମସ୍ତେ ତ ଏହା ଜାଣନ୍ତି ଯେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଅଣ୍ଟା ଅଧିକ ପ୍ରସାରିତ ହୋଇଥାଏ। ଏମିତିରେ ଯେବେ ମଧ୍ୟ ସେ ଏହି ଜିନ୍ସକୁ ପିନ୍ଧନ୍ତି ତ ସାମ୍ନାରେ ଚେନ ଥିବା କାରଣରୁ ଏହା ସେମାନଙ୍କୁ ସହଜରେ ଅଣ୍ଟା ଉପରକୁ ଚଢେଇ ପାରନ୍ତି । ଯଦି ଜିନ୍ସରେ ଚେନ ନଥାନ୍ତା ତେବେ ଝିଅ ମାନଙ୍କୁ ଏହାକୁ ପିନ୍ଧିବାରେ ବହୁତ ଅସୁବିଧା ହେବ ଏବଂ ସମୟ ମଧ୍ୟ ଅଧିକ ଲାଗିବ ।
ତେଣୁ ବନ୍ଧୁଗଣ ଏବେ ଆପଣ ଭଲ ଭାବରେ ଜାଣି ଯାଇଥିବେ ଯେ ଝିଅଙ୍କର ଜିନ୍ସରେ ଚେନ କେଉଁ କାରଣରୁ ଥାଏ। ଯଦି ଆପଣଙ୍କୁ ଆମର ଏହି ସୂଚନା ପସନ୍ଦ ଆସିଲା ତେବେ ଏହାକୁ ଅନ୍ୟ ମାନଙ୍କ ସହିତ ସେୟାର ନିଶ୍ଚିତ କରନ୍ତୁ ।