ଦଶଜଣ ଲୋକ ସକାଳେ ଖାଲି ପେଟରେ ଖାଇଲେ ରସୁଣ, ତାପରେ ଯାହା ହେଲା ତାହା ଚମତ୍କାର ଠାରୁ କମ ନୁହେଁ…
ଆମ ଦେଶରେ ରହୁଥିବା ଲୋକଙ୍କ ଖାଦ୍ୟରେ ସ୍ଵାଦକୁ ନେଇ ବହୁତ ରୁଚି ରଖନ୍ତି ଏହି କାରଣ ଅଟେ ଯେ ଭାରତ ଏକ ଏପରି ଦେଶରେ ଆସେ ଯେଉଁଠାରେ ମସଲା ଭଲରୂପେ ଉତ୍ପନ୍ନ ହୋଇଥାଏ। ଦେଖାଯାଏ ତ ରସୁଣ ଭାରତରେ ସବୁଠାରୁ ଅଧିକ ବ୍ୟବହାର ହୋଇଥାଏ, ପ୍ରକୃତରେ ରସୁଣର ପ୍ରୟୋଗ ଖାଦ୍ୟର ସ୍ଵାଦ ଆହୁରି ବୃଦ୍ଧି ପାଏ। ତାସହ ଏହା ମଧ୍ୟ ଜଣେଇଦେବୁ ଯେ ଖାଦ୍ୟରେ ଯଦି ରସୁଣର ଉଚିତ ମାତ୍ରାରେ ଉପଯୋଗ କରାଯାଏ ତ ଖାଦ୍ୟର ସ୍ଵାଦ ବଦଳି ଯାଏ। ଏହା ଏକ ଏପରି ଜିନିଷ ଅଟେ ଯାହା ପ୍ରତି ଘରର ରୋଷେଇରେ ସହଜର ମିଳିଯାଏ।
ଆମ ମାନଙ୍କ ମଧ୍ୟରୁ ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ରସୁଣର ଉପଯୋଗ କେବଳ ତରକାରୀରେ ଫୁଟେଇବା ନିମନ୍ତେ କରନ୍ତି କିନ୍ତୁ କଣ ଆପଣ ଜାଣନ୍ତି ଯେ ଆପଣଙ୍କ ରୋଷେଇ ଘରେ ରଖିଥିବା ରସୁଣ ତରକାରୀ ସ୍ଵାଦ ବଢେଇବା ବ୍ୟତୀତ ବହୁତ ଚମତ୍କାରୀ ଲାଭ କରିଥାଏ। ଆଜି ଆମେ ଆପଣଙ୍କୁ ଏହି ଲାଭ ସହିତ ପରିଚିତ କରେଇବୁ। ପ୍ରକୃତରେ ଆଜି ଆମେ ଆପଣଙ୍କୁ ଜଣେଇବୁ ଯେ ଯେବେ 10ଲୋକ କିଛିଦିନ ପର୍ଯ୍ୟନ୍ତ ସକାଳେ ଖାଲି ପେଟରେ ରସୁଣର ସେବନ କଲେ ତ ସେମାନଙ୍କୁ କେଉଁ କେଉଁ ରୋଗରୁ ମୁକ୍ତି ମିଳିଲା।
ରକ୍ତଚାପ – ଯଦି ଆପଣଙ୍କର ସବୁବେଳେ ରକ୍ତଚାପ ଯୋଗୁ ବିବ୍ରତ ରହୁଛନ୍ତି ତେବେ ଆପଣଙ୍କୁ ପ୍ରତିଦିନ ସକାଳେ ରସୁଣର ସେବନ କରିବା ଉଚିତ। ଦେଖାଯାଇଛି ଯେଉଁ ଲୋକ ଏପରି କରନ୍ତି ସେମାନଙ୍କୁ କେବେ ହୃଦୟ ସମ୍ବନ୍ଧିତ , ପେଟ ସମ୍ବନ୍ଧିତ କୌଣସି ରୋଗ ହୁଏ ନାହିଁ। ହଁ ଆଜ୍ଞା କାରଣ ମନୁଷ୍ୟଙ୍କୁ ହେଉଥିବା ଅଧା ରୋଗର ପ୍ରାରମ୍ଭ ତ ପେଟରୁ ଆରମ୍ଭ ହୋଇଥାଏ। ଆମର କିଛି ଭୁଲ ଖାଇବା ଯୋଗୁ, କିଛି ରାଗ ଖାଦ୍ୟ ଖାଇବାରେ ଆମର ଶରୀରରେ ବହୁତ ରୋଗ ଘର କରିଯାଏ ଓ ଯଦି ଆପଣଙ୍କ ପେଟ ପରିଷ୍କାର ରହିବ । ତେଣୁ ଆପଣଙ୍କୁ କୌଣସି ବି ରୋଗରେ କେବେ ମଧ୍ୟ ହେବ ନାହିଁ ।
ପେଟ ସମ୍ବନ୍ଧୀୟ ସମସ୍ୟା – ଜଣେଇଦେବୁ ଯେ ଯଦି କୌଣସି ବ୍ୟକ୍ତିଙ୍କର ପେଟ କଷ୍ଟ କିମ୍ବା ପେଟରେ ଥିବା କୀଟାଣୁଙ୍କର ସମସ୍ୟା ଅଛି ତେବେ ସକାଳେ ଉଠି ଖାଲିପେଟରେ ରସୁଣର ସେବନ କରିବା ଦ୍ଵାରା ସମସ୍ୟା ନଷ୍ଟ ହୋଇଯାଇଥାଏ ଓ ଏହା ସହିତ ଏହା ଆମର ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଦିଏ ।
ସ୍ନାୟୁ ସମ୍ବନ୍ଧୀୟ ସମସ୍ୟା – ସବୁଠାରୁ ମୁଖ୍ୟ ହେଉଛି ଯେ ଯଦି ଆପଣଙ୍କୁ ସ୍ନାୟୁ ଝିମଝିମ ହେଉଥିବା ସମସ୍ୟା ଅଛି ତେବେ ଆପଣ 10ଦିନ ପର୍ଯ୍ୟନ୍ତ ସକାଳେ ଖଳିପେଟ ରସୁଣର ସେବନ କରିବେ, ତେବେ ଆପଣଙ୍କ ଶରୀରରେ ହେଉଥିବା ସ୍ନାୟୁ ଝିମଝିମ ମଧ୍ୟ ଧୀରେଧିରେ ଭଲ ହୋଇଯାଏ। 10ଜଣ ଲୋକ ଖାଲି ପେଟରେ କିଛି ଦିନ ପର୍ଯ୍ୟନ୍ତ ରସୁଣ ଖାଇଲେ ଓ ସେମାନେ ଏହି ସମସ୍ତ ରୋଗରୁ ବହୁତ ଶୀଘ୍ର ମୁକ୍ତି ପାଇଗଲେ।
ଏମିତିରେ ତ ରସୁଣ ଆମର ଶରୀର ନିମନ୍ତେ ଲାଭଜନକ ଅଟେ କିନ୍ତୁ କିଛି ଲୋକଙ୍କୁ ରସୁଣ ଖାଇବାରେ ଆଲର୍ଜି ହୋଇଥାଏ। ଯଦି ଆପଣଙ୍କୁ ମଧ୍ୟ ରସୁଣ ଖାଇବା ଦ୍ଵାରା ପେଟରେ ଜ୍ଵଳନ କିମ୍ବା ମୁଣ୍ଡବିନ୍ଧା ଭଳି ସମସ୍ୟା ହୁଏ ତେବେ ସେହି ସ୍ଥିତିରେ ଏହାକୁ ଖାଆନ୍ତୁ ନାହିଁ କିମ୍ବା ଥରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।